୩୦ଟି ଜରୁରୀ ଔଷଧର ଦାମ୍ କମାଇଲେ ସରକାର: ଏବେ ବଜାରରେ ଶସ୍ତାରେ ମିଳିବ

ଅନୁଗୁଳ: ସାଧାରଣ ଲୋକଙ୍କ ପକେଟ୍‌ ଉପରୁ ମେଡିସିନ୍ ଖର୍ଚ୍ଚ କମାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ସଂସ୍ଥା 'NPPA' ପକ୍ଷରୁ ଗତ ୨୭ ମେ'ରେ ଏକ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି।…

Continue Reading୩୦ଟି ଜରୁରୀ ଔଷଧର ଦାମ୍ କମାଇଲେ ସରକାର: ଏବେ ବଜାରରେ ଶସ୍ତାରେ ମିଳିବ

ସହରର ଶୋଭା ବଢ଼ାଉଛି ବୃକ୍ଷ ପେଣ୍ଟିଂ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ସହର ସାରା ରଙ୍ଗିନ ବିଦ୍ୟୁତ୍ ଆଲୋକ ଲଗାଯିବା ପରେ ଶୋଭା ବର୍ଦ୍ଧନ ପାଇଁ ବୃକ୍ଷ ପେଣ୍ଟିଂ ମଧ୍ୟ କରାଯାଇଛି। ଏହି ପେଣ୍ଟିଂରେ ହାଲୁକା ୱାଟର ବେସ୍ ରଙ୍ଗ ବ୍ୟବହାର କରାଯାଇ ସେଥିରେ ସଡ଼କ ସୁରକ୍ଷା, ପରିବେଶ…

Continue Readingସହରର ଶୋଭା ବଢ଼ାଉଛି ବୃକ୍ଷ ପେଣ୍ଟିଂ

ବିଜେପି କର୍ମୀଙ୍କ ସହ ‘ମନ୍ କି ବାତ୍’ ଶୁଣିଲେ ଅନୁଗୁଳ ବିଧାୟକ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟ, ମିଶ୍ରପଡ଼ା ଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମର ସାମୂହିକ ଶ୍ରବଣ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଦଳର…

Continue Readingବିଜେପି କର୍ମୀଙ୍କ ସହ ‘ମନ୍ କି ବାତ୍’ ଶୁଣିଲେ ଅନୁଗୁଳ ବିଧାୟକ

ଚାରିଜଣ ପୋଲିସ୍ ଅଧିକାରୀଙ୍କ ଅବସରଗ୍ରହଣ: ଅନୁଗୁଳ ପୋଲିସ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଦୀର୍ଘ ବର୍ଷର କର୍ତ୍ତବ୍ୟନିଷ୍ଠ ସେବା ପରେ ଜିଲ୍ଲାର ଚାରିଜଣ ଅଧିକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଅବସରପ୍ରାପ୍ତ ଅଧିକାରୀମାନେ ହେଲେ ଇନ୍ସପେକ୍ଟର ସରୋଜ କୁମାର ନାୟକ, ଏଏସଆଇ ସୁଧୀର କୁମାର ମହାନ୍ତି, ଏଏସଆଇ ରାଜକିଶୋର ବିଶ୍ୱାଳ ଏବଂ କନଷ୍ଟେବଳ ଅନ୍ତର୍ଯ୍ୟାମୀ…

Continue Readingଚାରିଜଣ ପୋଲିସ୍ ଅଧିକାରୀଙ୍କ ଅବସରଗ୍ରହଣ: ଅନୁଗୁଳ ପୋଲିସ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବନ ବିଭାଗ ଆଖିରେ ଧୂଳି ଦେଇ ଚନ୍ଦନ ଗଛ କରିନେଲେ ତସ୍କର!

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚନ୍ଦନ ତସ୍କର ଓ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ସଞ୍ଜୟ ସାହୁଙ୍କ ପୋଖରୀ ହୁଡ଼ାରେ ଥିବା ଏକ ବହୁ ପୁରାତନ ମୂଲ୍ୟବାନ ଚନ୍ଦନ ଗଛକୁ ଗତ ବିଳମ୍ବିତ…

Continue Readingବନ ବିଭାଗ ଆଖିରେ ଧୂଳି ଦେଇ ଚନ୍ଦନ ଗଛ କରିନେଲେ ତସ୍କର!

ଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଭର୍ତ୍ତି ପୂର୍ବରୁ ୩ ଦିନ ଟେଷ୍ଟ ମାଗଣା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ମିଳୁଥିବା ସୁବିଧା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ରୋଗୀ ହସ୍ପିଟାଲରେ ଆଡମିସନ୍ ହେବାର ୩ ଦିନ ପୂର୍ବରୁ କରାଯାଉଥିବା ସମସ୍ତ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବେ ଆୟୁଷ୍ମାନ ପ୍ୟାକେଜ୍ ଅନ୍ତର୍ଭୁକ୍ତ…

Continue Readingଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଭର୍ତ୍ତି ପୂର୍ବରୁ ୩ ଦିନ ଟେଷ୍ଟ ମାଗଣା

ସାଙ୍ଗ ଘରୁ ଲୁଟିନେଲେ ୯୦ ଗ୍ରାମ୍ ସୁନା, ଦମ୍ପତିଙ୍କ ସମେତ ୩ ଗିରଫ

ଅନୁଗୁଳ: ସାଙ୍ଗ ଘରକୁ ବୁଲିବାକୁ ଆସି ପ୍ରାୟ ୯୦ ଗ୍ରାମ୍ ସୁନା ଅଳଙ୍କାର ଚୋରି କରିବା ଅଭିଯୋଗରେ ଅନୁଗୁଳ ଟାଉନ୍ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକର ଲିଜାରାଣୀ ପ୍ରଧାନ, ତାଙ୍କ ସ୍ବାମୀ…

Continue Readingସାଙ୍ଗ ଘରୁ ଲୁଟିନେଲେ ୯୦ ଗ୍ରାମ୍ ସୁନା, ଦମ୍ପତିଙ୍କ ସମେତ ୩ ଗିରଫ

ଭିଜିଲାନ୍ସ ପଞ୍ଝାରେ ସମବାୟ ସମିତିର ପୂର୍ବତନ ସମ୍ପାଦକ: ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ସମବାୟ ସମିତିର ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୂର୍ବତନ ସମ୍ପାଦକ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡ଼ସନ୍ତ୍ରି ସମବାୟ ସମିତିର ପୂର୍ବତନ ସମ୍ପାଦକ ପତିତପାବନ ମାଝୀଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି। ସେ ବର୍ତ୍ତମାନ…

Continue Readingଭିଜିଲାନ୍ସ ପଞ୍ଝାରେ ସମବାୟ ସମିତିର ପୂର୍ବତନ ସମ୍ପାଦକ: ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ

ହତାଶିମିଳିରେ ରାତ୍ରିକାଳୀନ କ୍ରିକେଟ୍ ଉଦ୍‌ଯାପିତ: ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହତାଶିମିଳି ହନୁମାନ ମନ୍ଦିର ପଡ଼ିଆଠାରେ ବୀର ବଜରଙ୍ଗୀ କ୍ଲବ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ରାତ୍ରିକାଳୀନ କ୍ରିକେଟ ସିରିଜ୍ ଉଦ୍‌ଯାପିତ ହୋଇଛି। ଏହି ରୋମାଞ୍ଚକର ଫାଇନାଲ୍ ସିରିଜ୍‌ର ଚୂଡ଼ାନ୍ତ ମ୍ୟାଚ୍‌ରେ ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଦଳ…

Continue Readingହତାଶିମିଳିରେ ରାତ୍ରିକାଳୀନ କ୍ରିକେଟ୍ ଉଦ୍‌ଯାପିତ: ବଡ଼ଡଙ୍ଗିଆଣୀକୁ ହରାଇ ବଇଣ୍ଡା ଚାମ୍ପିୟନ

୩୦ ରୁ ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ଘରକୁ ଘର ଯିବେ ବିଏଲଓ,ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ,: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପରିଗଣନା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ…

Continue Reading୩୦ ରୁ ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ଘରକୁ ଘର ଯିବେ ବିଏଲଓ,ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ