ଜମିବାଡ଼ି ବିବାଦ: ଭୟରେ ପରିବାର ସହ ଗାଁ ଛାଡ଼ିଲେ ଯୁବକ, ଥାନାରେ ଅଭିଯୋଗ

ଅନୁଗୋଳ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ପାଟଣା ସାହିରେ ଏକ ପରିବାର ଗ୍ରାମ ଛାଡ଼ିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ର ସାହୁଙ୍କ ଦୁଇ ପତ୍ନୀଙ୍କ ପରିବାର ମଧ୍ୟରେ ୧୯୮୨ ମସିହାରୁ ସମ୍ପତ୍ତି ଭାଗବଣ୍ଟାକୁ…

Continue Readingଜମିବାଡ଼ି ବିବାଦ: ଭୟରେ ପରିବାର ସହ ଗାଁ ଛାଡ଼ିଲେ ଯୁବକ, ଥାନାରେ ଅଭିଯୋଗ

ସାତକୋଶିଆ ମହାନଦୀ ଗଣ୍ଡରେ ବଢ଼ିଲା ଜଳସ୍ତର, ୩ ଫୁଟ୍ ଉପରେ ପାଣି ପ୍ରବାହ, ଯାତାୟତ ବାଧାପ୍ରାପ୍ତ: ବେହେରା ସାହି, ଗାଇଁଦି, ମଝିପଡା ଗ୍ରାମବାସୀଙ୍କ ମଧ୍ୟରେ ଭୟ

ଅନୁଗୋଳ: ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ସାତକୋଶିଆ ଗଣ୍ଡ ଦେଇ ବହି ଯାଉଥିବା ମହାନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଫଳରେ ଗଣ୍ଡ ଉପରେ ପାଣି ବହୁଥିବାରୁ ସ୍ଥାନୀୟ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବର୍ଷା ପୂର୍ବରୁ ମହାନଦୀର…

Continue Readingସାତକୋଶିଆ ମହାନଦୀ ଗଣ୍ଡରେ ବଢ଼ିଲା ଜଳସ୍ତର, ୩ ଫୁଟ୍ ଉପରେ ପାଣି ପ୍ରବାହ, ଯାତାୟତ ବାଧାପ୍ରାପ୍ତ: ବେହେରା ସାହି, ଗାଇଁଦି, ମଝିପଡା ଗ୍ରାମବାସୀଙ୍କ ମଧ୍ୟରେ ଭୟ

ଖମାରରେ ପାଳିତ ହେଲା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ: ବିଧାୟକ ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ଶିବିର

ଅନୁଗୋଳ: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ସୋମବାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତ ଓଡ଼ଶ ଠାରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି ଖମାର ମଣ୍ଡଳ ଓ…

Continue Readingଖମାରରେ ପାଳିତ ହେଲା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ: ବିଧାୟକ ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ଶିବିର

ନିଶାଡିଙ୍କ ନୂଆ ଆବିଷ୍କାର: ବୁଟରଫେନୋଲ ଇଞ୍ଜେକସନ

ଅନୁଗୋଳ:  ଅନୁଗୋଳରେ କଫସିରପ ମଦ,ଗଞ୍ଜେଇ,ବ୍ରାଉନ ସୁଗାର ପରେ ନିଷିଦ୍ଧ ଡ୍ରଗ୍ସର କାରବାର ଦିନକୁ ଦିନ ବଢ଼ି ଚାଲିଛି ବିଶେଷକରି ଯୁବ ବର୍ଗ ଏହାର ଶିକାର ହେଉଛନ୍ତି। ନିଯୁକ୍ତି ନାହିଁ,ବେପାର ବଟା ନାହିଁ, ଏଣେ ଏକଲା ପଣ ସେମାନଙ୍କୁ ନିଶା ସେବନ ପାଇଁ…

Continue Readingନିଶାଡିଙ୍କ ନୂଆ ଆବିଷ୍କାର: ବୁଟରଫେନୋଲ ଇଞ୍ଜେକସନ

ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ: ଅନୁଗୋଳ ଓ ତାଳଚେର ଷ୍ଟେସନରେ ଭବ୍ୟ ସ୍ୱାଗତ

ଅନୁଗୋଳ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ପୁରୀ-କୋରାପୁଟ ମଧ୍ୟରେ ନୂତନ ଦ୍ରୁତଗାମୀ ରେଳ ସେବାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଷ୍ଟେସନରୁ ଏହି ଟ୍ରେନକୁ ଶୁଭାରମ୍ଭ କରିଥିବା ବେଳେ,…

Continue Readingପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ: ଅନୁଗୋଳ ଓ ତାଳଚେର ଷ୍ଟେସନରେ ଭବ୍ୟ ସ୍ୱାଗତ

ଜଳପ୍ଲାବିତ ଅଞ୍ଚଳରେ ପୌରପାଳିକାର ତତ୍ପରତା

ଅନୁଗୋଳ: ଅନୁଗୋଳ ସହର ଭିତରେ ଯୋଜନା ବିହୀନ ମାଳ ମାଳ କୋଠା ବାଡ଼ି। ଡ୍ରେନ୍ ପାଇଁ ଜାଗା ଛାଡୁ ନାହାନ୍ତି। ଘର କର ଭଡ଼ା ଦିଅ। ମଲ ମାଲିକ ମାନେ ମଧ୍ୟ ଜାଗା ଛାଡ଼ିବାକୁ କୁଣ୍ଠିତ। ଏଣେ ବର୍ଷା ଆସିଲେ ଘରେ…

Continue Readingଜଳପ୍ଲାବିତ ଅଞ୍ଚଳରେ ପୌରପାଳିକାର ତତ୍ପରତା

ଜଳବନ୍ଦୀ ସମସ୍ୟାକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ: ୯ ନଂ ୱାର୍ଡରେ ଡଙ୍ଗା ଭସାଇ ସରକାରଙ୍କ ବିଫଳତା ଦେଖାଇଲେ ନଗର କଂଗ୍ରେସ

ଅନୁଗୋଳ: ସହରରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତାକୁ ବିରୋଧ କରି ଆଜି ସକାଳ ଅନୁଗୁଳ ନଗର କଂଗ୍ରେସ ତରଫରୁ ୯ ନଂ ୱାର୍ଡରେ "ଡଙ୍ଗା ଭସା" କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୯ ନଂ ୱାର୍ଡର ବଣିଆବାହଳ ଓ ମିଶ୍ର…

Continue Readingଜଳବନ୍ଦୀ ସମସ୍ୟାକୁ ନେଇ କଂଗ୍ରେସର ଅଭିନବ ପ୍ରତିବାଦ: ୯ ନଂ ୱାର୍ଡରେ ଡଙ୍ଗା ଭସାଇ ସରକାରଙ୍କ ବିଫଳତା ଦେଖାଇଲେ ନଗର କଂଗ୍ରେସ

ସମାକୋଇ ନଦୀରେ ବନ୍ୟା: ଜଳବନ୍ଦୀ ବୁରୁକୁନା ପଞ୍ଚାୟତ, ୧୦ ଘଣ୍ଟା ଠପ୍ ଯାତାୟାତ

ଅନୁଗୋଳ: ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ସମାକୋଇ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବୁରୁକୁନା ପଞ୍ଚାୟତର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୁରୁକୁନା-ମହୀଧରପୁର…

Continue Readingସମାକୋଇ ନଦୀରେ ବନ୍ୟା: ଜଳବନ୍ଦୀ ବୁରୁକୁନା ପଞ୍ଚାୟତ, ୧୦ ଘଣ୍ଟା ଠପ୍ ଯାତାୟାତ

ନିମ୍ନମାନର ନିର୍ମାଣ ଅଭିଯୋଗ: ଲଗାଣ ବର୍ଷାରେ ଗଳୁଛି ଆପାର୍ଟମେଣ୍ଟ: ଗାନ୍ଧୀ ମାର୍ଗ ଆପାର୍ଟମେଣ୍ଟରେ ଜଳମଗ୍ନ ଅବସ୍ଥା, ଅତିଷ୍ଠ ଶତାଧିକ ବାସିନ୍ଦା

ଅନୁଗୋଳ: ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ଏକ ଘରୋଇ ଆପାର୍ଟମେଣ୍ଟରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେତୁ ଲଗାଣ ବର୍ଷାରେ ବାସିନ୍ଦାମାନେ ଚରମ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସବୁ ମହଲାର ଛାତରୁ ପାଣି ଗଳୁଥିବା ବେଳେ ଆପାର୍ଟମେଣ୍ଟ ସମ୍ମୁଖ ମଧ୍ୟ…

Continue Readingନିମ୍ନମାନର ନିର୍ମାଣ ଅଭିଯୋଗ: ଲଗାଣ ବର୍ଷାରେ ଗଳୁଛି ଆପାର୍ଟମେଣ୍ଟ: ଗାନ୍ଧୀ ମାର୍ଗ ଆପାର୍ଟମେଣ୍ଟରେ ଜଳମଗ୍ନ ଅବସ୍ଥା, ଅତିଷ୍ଠ ଶତାଧିକ ବାସିନ୍ଦା

ଗାନ୍ଧି ମାର୍ଗ ଡିଏଭି ପବ୍ଲିକ ସ୍କୁଲରେ ଉତ୍ସାହର ସହ ପାଳିତ ହେଲା ବନ ମହୋତ୍ସବ

ଅନୁଗୋଳ: ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ସଂକଳ୍ପ ନେଇ ଡିଏଭି ପବ୍ଲିକ ସ୍କୁଲ, ଗାନ୍ଧି ମାର୍ଗ, ଅନୁଗୋଳରେ ବନ ମହୋତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର କବ୍, ବୁଲବୁଲ୍, ସ୍କାଉଟ୍ସ ଓ ଗାଇଡ୍ସ ସହ ଅନୁଗୋଳ ପୋଲିସ୍ ମଧ୍ୟ ଏହି…

Continue Readingଗାନ୍ଧି ମାର୍ଗ ଡିଏଭି ପବ୍ଲିକ ସ୍କୁଲରେ ଉତ୍ସାହର ସହ ପାଳିତ ହେଲା ବନ ମହୋତ୍ସବ