୫ ବର୍ଷର ନାବାଳିକା ସହିତ ପାଶବିକତା: ଦୋଷୀକୁ ୭ ବର୍ଷ ଜେଲ୍ ଓ ଜରିମାନା
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକା ଶିଶୁ ସହିତ ପାଶବିକ ବ୍ୟଭିଚାର ଘଟଣାରେ କୋର୍ଟ କଠୋର ଦଣ୍ଡବିଧାନ କରିଛନ୍ତି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ୍ (ସ୍ୱତନ୍ତ୍ର ପୋକସୋ କୋର୍ଟ) ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର…



