ସାତକୋଶିଆ ବାଘ ଶୂନ୍ୟ, ଶିମିଳିପାଳରେ ଅଛନ୍ତି ୩୦
ଅନୁଗୁଳ: ଜୁଲାଇ ୨୯, ଆଜି ହେଉଛି ‘ବିଶ୍ୱ ବ୍ୟାଘ୍ର ଦିବସ’। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନଟିକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ଏ ଅବସରରେ ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଛି ବୋଲି କହିଛନ୍ତି…
ଅନୁଗୁଳ: ଜୁଲାଇ ୨୯, ଆଜି ହେଉଛି ‘ବିଶ୍ୱ ବ୍ୟାଘ୍ର ଦିବସ’। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନଟିକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ଏ ଅବସରରେ ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଛି ବୋଲି କହିଛନ୍ତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗ ପକ୍ଷରୁ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରୀବିଡା ଗ୍ରାମରୁ ରବିବାର ଏକ ୧୦ଫୁଟିଆ ଅଜଗର ଉଦ୍ଧାର ହୋଇଛି। କଣିହାଁ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ସୌରଭ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ସାନତ୍ରୀବିଡା ଗ୍ରାମର ଅଜୟ ବିଶ୍ବାଳଙ୍କ ଘର…
ଅନୁଗୁଳ: ଏକ ଡକାୟତି ମାମଲାର ପର୍ଦ୍ଦାଫାସ କରି ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ସୂଚନା ମୁତାବକ ଗତ ୯ ତାରିଖ ରାତିରେ ବାଘୁଆବୋଲ ଏବଂ ନବମିଶ୍ର କଲୋନୀରେ ଦୁଇଟି ଡକାୟତି ଉଦ୍ୟମ ହୋଇଥିଲା। ଅଭିଯୋଗ ପରେ ପୋଲିସ ମାମଲାର…
ଅନୁଗୁଳ:ଅବ୍ୟବସ୍ଥା ଭିତରେ ଚାଲିଛି ନାଲକୋ ସ୍ଥିତ ପୁରାତନ ଇଂଲିଶ ମିଡିୟମ ସ୍କୁଲ। ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ନାଲ୍କୋ ଡିପିଏସ୍ । ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ। ଦୁଇମାସ ପରେ ବି ଖୋଲି ପାରିଲାନି ବାଲ ବାଟିକା…
ଅନୁଗୁଳ: ନିଆଁ ଲାଗି ଜଳିଗଲେ ଯୁବକ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଭୟାନକ ଅଗ୍ନିକାଣ୍ଡରେ ଜଣେ ଯୁବକ ଜୀଅଁନ୍ତା ଜଳିଯାଇଛନ୍ତି। ଆଜି ଭୋର୍ରୁ ନିଆଁ ଲାଗିଯିବାରୁ ଜୟପୁର ଅଞ୍ଚଳର ସରୋଜ ସାହୁ (୩୫) ଜଳିଯାଇଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ…
ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ କ୍ରମେ ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଡ଼ା ମଦନ ମୋହନ ପ୍ରଧାନଙ୍କୁ ଅନୁଗୁଳ ସିଡିଏମଓ ଭାବେ ନିଯୁକ୍ତି ଦେଇଛନ୍ତି।ତାଳଚେର ଏଫ୍ସିଆଇ ଅଞ୍ଚଳରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖା ଦେଇଥିବା ବେଳେ…
ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୭୦ଟି…
ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭା କକ୍ଷରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପଦସ୍ଥ…
ଅନୁଗୁଳ: ଅନୁଗୁଳ ରକ୍ତ ଭଣ୍ଡାର ସଭା କକ୍ଷରେ ବିଶ୍ଵ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଧନଞ୍ଜୟ ବେହେରା ଏହି ସମାରୋହକୁ ଉଦ୍ଘାଟନ କରି ଦିବସର ମାହାତ୍ମ୍ୟ ଏବଂ ହେପାଟାଇଟିସ ରୋଗର ପ୍ରତିଷେଧ ତଥା ନିରାକରଣ…