ମେଡିକାଲ କଲେଜ ହସ୍ପିଟାଲକୁ ନେଇ ବିଜେଡ଼ି ବିଜେପିର କାଦୁଅଫିଙ୍ଗା ବେଳେ ଚର୍ଚ୍ଚାରେ ପିଆଇଏଲ ପ୍ରସଙ୍ଗ
ଅନୁଗୁଳ: ଆଜି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଗୁଳ ସ୍ଥିତ ପିଏମପି ମେଡିକାଲ କଲେଜ୍ ହସ୍ପିଟାଲ ଓ ଟ୍ରମା କେୟାର ବୁଲି ଦେଖିବା ସହ ଜିଲ୍ଲା ବାସୀଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟ ସେବା ଦିଆଯିବ ସେଥିନେଇ ଅଧିକାରୀ ମାନଙ୍କୁ ପରାମର୍ଶ…
