ଗଛ ଲଗେଇ ଅବସରକାଳୀନ ସମ୍ବର୍ଦ୍ଧନା
ଅନୁଗୁଳ: ନିର୍ମଳ ହାଉସ କିପିଂ ପକ୍ଷରୁ ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କୁ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରମା କେୟାର ସମ୍ମୁଖରେ ସଂସ୍ଥାର ସିକ୍ୟୁରିଟି, ଇଲେକ୍ଟ୍ରିଶିଆନ,ପ୍ଲମ୍ବର୍, ସୁପର୍ଭାଇଜର, ଲିଫ୍ଟ ଅପରେଟରଓ ଅନ୍ୟାନ୍ୟ କର୍ମଚାରୀମାନେ ଗଛ ଲଗାଇଥିଲେ। ସିଡିଏମଓଡ଼ା ମହାନ୍ତି…
