୧୮ରେ ଅନୁଗୁଳରେ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ, ୧୫ରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୧୮ରେ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ ଅନୁଗୁଳରେ ହେବ ବୋଲି ଏ ଅବସରରେ ଘୋଷଣା ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…

Continue Reading୧୮ରେ ଅନୁଗୁଳରେ ‘ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ, ୧୫ରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୬ଟି ଅଭିଯୋଗର ତୁରନ୍ତ ଫଇସଲା କଲେ ଜିଲ୍ଲାପାଳ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦର ମହକୁମା ସର୍କିଟ ହାଉସ୍ ଅଡିଟୋରିୟମ୍‌ରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଏଠାରେ ସମୁଦାୟ ୩୭ଟି ଅଭିଯୋଗ ଗ୍ରହଣ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୬ଟି ଅଭିଯୋଗର ତୁରନ୍ତ ଫଇସଲା କଲେ ଜିଲ୍ଲାପାଳ

ନାଲକୋ ନଗରରେ ସନ୍ଥକବି ଭୀମ ଭୋଇଙ୍କ ୧୭୬ତମ ଜୟନ୍ତୀ ପାଳିତ

ଅନୁଗୁଳ: ସୋମବାର ସଂନ୍ଧ୍ୟାରେ ସ୍ଥାନୀୟ ନାଲକୋ ନଗର ସ୍ଥିତ ଭିମ ଭୋଇ ବାଟିକାରେ ସନ୍ଥକବି ଭିମ ଭୋଇଙ୍କ ୧୭୬ ତମ ଜନ୍ମ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାଲକୋ ଉଦ୍ୟାନ ବିଭାଗର ଅଧିକାରୀ…

Continue Readingନାଲକୋ ନଗରରେ ସନ୍ଥକବି ଭୀମ ଭୋଇଙ୍କ ୧୭୬ତମ ଜୟନ୍ତୀ ପାଳିତ

ଅନୁଗୁଳ ଜିଲ୍ଲାର ବାକି ତିନୋଟି ମଣ୍ଡଳର ବିଜେପି ସଭାପତିଙ୍କ ନାଁ ଘୋଷଣା, ସୂଚନା ଦେଲେ ରାଜ୍ୟ ସଭାପତି

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ସମସ୍ତ ମଣ୍ଡଳର ସଭାପତିଙ୍କ ନାଁ ଘୋଷଣା ସରିଛି। ପୂର୍ବରୁ ୩୧ଟି ମଣ୍ଡଳ ମଧ୍ୟରୁ ୨୮ଟିର ସଭାପତି ନିର୍ବାଚିତ ହୋଇ ସାରିଥିଲେ। ଆଜି ବାକି ଥିବା ଅନ୍ୟ ତିନୋଟି ମଣ୍ଡଳର ସଭାପତି ମନୋନୀତ ହୋଇଛନ୍ତି। ତାଳଚେର…

Continue Readingଅନୁଗୁଳ ଜିଲ୍ଲାର ବାକି ତିନୋଟି ମଣ୍ଡଳର ବିଜେପି ସଭାପତିଙ୍କ ନାଁ ଘୋଷଣା, ସୂଚନା ଦେଲେ ରାଜ୍ୟ ସଭାପତି

୫୦ତମ ବୈଶାଖ ପୂର୍ଣ୍ଣିମା ପାଳିତ: ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ନାମ କୀର୍ତ୍ତନରେ ଝୁମିଲେ ସ୍ଥାନୀୟବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ କରଡାବଣି ସାହିରେ ସୋମବାର ଖୁବ ଧୁମଧାମରେ ପାଳିତ ହୋଇଛି ବୈଶାଖ ପୂର୍ଣ୍ଣିମା। ସୋମବାର ସକାଳୁ ରାଧାକୃଷ୍ଣଙ୍କୁ ପୂଜା କରାଯାଇ ସାହିର ମଧ୍ୟ ଭାଗରେ ବିଧି ମୁତାବକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପରେ ପ୍ରସାଦ ସେବନର…

Continue Reading୫୦ତମ ବୈଶାଖ ପୂର୍ଣ୍ଣିମା ପାଳିତ: ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ନାମ କୀର୍ତ୍ତନରେ ଝୁମିଲେ ସ୍ଥାନୀୟବାସୀ

ରେଳପଥ କାମରେ ବେଆଇନ ବ୍ଲାଷ୍ଟିଂ: ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଦେଇ ବହୁ ପ୍ରତୀକ୍ଷିତ ତାଳଚେର ବିମଳାଗଡ଼ ରେଳପଥ କାର୍ଯ୍ୟ ଜୋରସୋରରେ ଚାଲିଛି। କିନ୍ତୁ କାମ ବେଳେ ବେଆଇନ ବ୍ଲାଷ୍ଟିଂ ହେଉଛି, ଯାହାକୁ ନେଇ ଠିକା ସଂସ୍ଥା ଉପରେ ତାତିଛନ୍ତି ଡିମିରିଆ ପଞ୍ଚାୟତର ପେଣ୍ଡେରାବସା ଗ୍ରାମବାସୀ।…

Continue Readingରେଳପଥ କାମରେ ବେଆଇନ ବ୍ଲାଷ୍ଟିଂ: ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ

ଆଜି ଠାରୁ ବିଜେପିର ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଆଜି ଠାରୁ  ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବ ବିଜେପି। ଏହା ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ର ସଫଳତା ସମ୍ପର୍କରେ l ଦେଶବାସୀଙ୍କୁ ଅବଗତ…

Continue Readingଆଜି ଠାରୁ ବିଜେପିର ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

ଏ ଯୁଗ ଯୁଦ୍ଧର ନୁହେଁତ ଆତଙ୍କବାଦର ବି ନୁହେଁ: ପ୍ରଧାନମନ୍ତ୍ରୀ

ଅନୁଗୁଳ: ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧତ କରି କହିଛନ୍ତି ଯେ, "ଆତଙ୍କବାଦବିରୋଧରେ ଆମ ସମସ୍ତଙ୍କର ଏକଜୁଟତା ହିଁ ଆମର ସବୁଠାରୁବଡ଼ ଶକ୍ତି।" ଏହା ସହ ସେ କହିଛନ୍ତି, "ଏହା ନିଶ୍ଚିତ ଭାବରେ ଯୁଦ୍ଧର ଯୁଗ…

Continue Readingଏ ଯୁଗ ଯୁଦ୍ଧର ନୁହେଁତ ଆତଙ୍କବାଦର ବି ନୁହେଁ: ପ୍ରଧାନମନ୍ତ୍ରୀ

ହଣ୍ଡପା ବନ ବିଭାଗକୁ ସଫଳତା: ବନ୍ଧୁକ ସହ ୨ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ବନ ବିଭାଗ ପକ୍ଷରୁ ସୋମବାର ଦିନ ହଣ୍ଡପା ଜଙ୍ଗଲରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାଗେଡିଆ ଥାନା ପାତ୍ରପଡ଼ା ଅଞ୍ଚଳର କୁନାଲ ବେହେରା, ଅରୁଣ କୁମାର ବେହେରା। ସେମାନଙ୍କ ଠାରୁ ଏକ…

Continue Readingହଣ୍ଡପା ବନ ବିଭାଗକୁ ସଫଳତା: ବନ୍ଧୁକ ସହ ୨ ଶିକାରୀ ଗିରଫ

ଭାରତୀୟ ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ

ଅନୁଗୁଳ: ଅଲ୍‌ ଓଡ଼ିଶା ସେଫ୍ଟି ଆସୋସିଏସନ୍‌ ପକ୍ଷରୁ ଆମ ସେନାଙ୍କ ପରାକାଷ୍ଠା ଓ ଦେଶ ପାଇଁ ବଳିଦାନକୁ ସମ୍ମାନ ଜଣାଇ କୃତଜ୍ଞତା ଜ୍ଞାପନ କରାଯାଇଛି। ଏ ଅବସରରେ ଆସୋସିଏସନ୍‌ ତରଫରୁ ଅନୁଗୁଳ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା।…

Continue Readingଭାରତୀୟ ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ