ହିଙ୍ଗୁଳାଯାତ୍ରା ଅବସରରେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଦହି ସର୍ବତ ବଣ୍ଟନ

ଅନୁଗୁଳ: ଚୈତ୍ର ଶୁକ୍ଲପକ୍ଷ ଚତୁର୍ଦଶୀ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଥିଲା। କୁଇଓ ତାଳତଇଳା ନିକଟରେ ଖୋଲା ଯାଇଥିବା ଏହି ଶିବିରରେ ଗୋପାଳପ୍ରସାଦ ହିଙ୍ଗୁଳାପୀଠ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାଣି, ସରବତ,…

Continue Readingହିଙ୍ଗୁଳାଯାତ୍ରା ଅବସରରେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଦହି ସର୍ବତ ବଣ୍ଟନ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟର ମୋବାଇଲ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଦୁଇ ମହଲା ବିଶିଷ୍ଟ…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ଅନୁଗୁଳ: ଜମିବାଡ଼ି ବିବାଦରୁ ଖଣ୍ଡଯୁଦ୍ଧ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇବୋହୂ ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଉପର ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଶୁକ୍ରବାର…

Continue Readingସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ମେରାମଣ୍ଡଳୀ ଅପଗ୍ରେଡ଼ ପାଇଁ ଟ୍ରେନ ସେବା ବ୍ୟାହତ

ଅନୁଗୁଳ: ମେରାମଣ୍ଡଳୀ ଷ୍ଟେସନ ଅପଗ୍ରେଡ଼ ପାଇଁ ଆସନ୍ତା ଏପ୍ରିଲ ୧୩ ତାରିଖରୁ ୨୪ ତାରିଖ ମଧ୍ୟରେ ଅନେକଗୁଡିଏ ଟ୍ରେନ ବାତିଲ କରିବା ସହ ଆଉ କିଛି ଟ୍ରେନର ଗତିପଥ ପରିବର୍ତନ କରିଛି ପୂର୍ବ ତଟ ରେଳପଥ। ଏକ ବିବୃତିରେ ଏଭଳି ଘୋଷଣା…

Continue Readingମେରାମଣ୍ଡଳୀ ଅପଗ୍ରେଡ଼ ପାଇଁ ଟ୍ରେନ ସେବା ବ୍ୟାହତ

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଗୁରୁବାର ଅତିରିକ୍ତ ଜିଲ୍ଲା ଓ ସେସନ୍‌ ଜଜ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ୭. ୧. ୨୦୨୪ ଦିନ ଚାରିଟାରେ ଜଣେ ୩ ବର୍ଷର ଭିନ୍ନକ୍ଷମ ନାବାଳିକା ନିଜ…

Continue Readingଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ଅନୁଗୁଳ: ସ୍ଥାନୀୟ ଡେରେଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ସିତମ୍ ପ୍ରଧାନ (୨୧)। ସୂଚନା ମୁତାବକ, ସିତମ୍ ପ୍ରଧାନ ହାଇଦ୍ରାବାଦରେ କ୍ୟାନସର୍ ଟେକ୍ନିସିଆନ ପାଠ…

Continue Readingସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ ଉତ୍ସବ ଉଦଘାଟିତ, ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଅନୁଗୁଳ: ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଦୁଇଦିନିଆ ପ୍ଲାଟିନମ୍ ଜୁବୁଲି ଉତ୍ସବ ଆଜି ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ…

Continue Readingନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ ଉତ୍ସବ ଉଦଘାଟିତ, ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଚୋରିର ସିନ ରିକ୍ରିଏସନ କଲା ଅଭିଯୁକ୍ତ: ଭାଙ୍ଗିଲା ହୁଣ୍ଡି, ଉଠାଇଲା ଶ୍ରୀଜିଉଙ୍କ ମଥାମଣି

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚୋର ପଶୁଛି ଆଉ ଗର୍ଭ ଗୃହକୁ ଯାଇ ଠାକୁରଙ୍କ ଗହଣା ଲୁଟି ନେଉଛି। ଆଉ ତା ପରେ ହୁଣ୍ଡି ଭାଙ୍ଗି ବୁଲାଉଛି କଳା କନା। ଆଜି ମନ୍ଦିରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ।…

Continue Readingଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଚୋରିର ସିନ ରିକ୍ରିଏସନ କଲା ଅଭିଯୁକ୍ତ: ଭାଙ୍ଗିଲା ହୁଣ୍ଡି, ଉଠାଇଲା ଶ୍ରୀଜିଉଙ୍କ ମଥାମଣି

ଏପ୍ରିଲ ୧୧ ରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଅନୁଗୁଳ:ବହୁ ପ୍ରତିକ୍ଷିତ ଆୟୁଷ୍ମାନ କାର୍ଡ ଏପ୍ରିଲ ୧୧ ତାରିଖ ଠାରୁ ପ୍ରଦାନ କରାଯିବ। ଏଥିପାଇଁ ଷ୍ଟେଟ ହେଲଥ ଆସ୍ୟୁରାନସ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡି. ବୃନ୍ଦା ଏକ ଗାଇଡ଼ ଲାଇନ ଜାରି କରିଛନ୍ତି। ଏହି ଗାଇଡ଼ ଲାଇନ ଅନୁସାରେ ଏପ୍ରିଲ…

Continue Readingଏପ୍ରିଲ ୧୧ ରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

କଲେଜ ରୋଡ଼ରୁ ଜବରଦଖଲ ଉଛେଦ

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ…

Continue Readingକଲେଜ ରୋଡ଼ରୁ ଜବରଦଖଲ ଉଛେଦ