ଅନୁଗୁଳରେ ଥମୁନି ନିଆଁ, ୧୦ ଦିନ ହେଲାଣି ଜଳୁଛି ଜଙ୍ଗଲ
ଅନୁଗୁଳ: ଜଳୁଛି ଜଙ୍ଗଲ। କାବୁ କରିପାରୁନି ବନ ବିଭାଗ। ଅନୁଗୁଳ ବନଖଣ୍ଡରେ ନିୟନ୍ତ୍ରଣ ବାହାରକୁ ଗଲାଣି ଜଙ୍ଗଲ ନିଆଁ। ୧୦ ଦିନ ହେଲାଣି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ହୁ ହୁ ହୋଇ ଜଳୁଛି। ବନ ବିଭାଗ ତରଫରୁ ଲିଭାଇବାକୁ ଯେତେ…
ଅନୁଗୁଳ: ଜଳୁଛି ଜଙ୍ଗଲ। କାବୁ କରିପାରୁନି ବନ ବିଭାଗ। ଅନୁଗୁଳ ବନଖଣ୍ଡରେ ନିୟନ୍ତ୍ରଣ ବାହାରକୁ ଗଲାଣି ଜଙ୍ଗଲ ନିଆଁ। ୧୦ ଦିନ ହେଲାଣି ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ହୁ ହୁ ହୋଇ ଜଳୁଛି। ବନ ବିଭାଗ ତରଫରୁ ଲିଭାଇବାକୁ ଯେତେ…
ଅନୁଗୁଳ: କରଡ଼ାଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ାଉ। ଶକ୍ତି ଇଣ୍ଟର ନ୍ୟାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ।ଶକ୍ତି ହରାଇଜଣ୍ଟାଲ, ଶକ୍ତି କଣ୍ଟିନେଣ୍ଟାଲ, ଶକ୍ତି ଅନ୍ନପୂର୍ଣ୍ଣା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଫେବ୍ରୁଆରୀ ମାସରେ ହୋଇଥିବା ଦୁର୍ଘଟଣା, କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ…
ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବୁଧବାର ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ସଭା ଆୟୋଜିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି…
ଅନୁଗୁଳ: ଅନୁଗୁଳ ସହରରେ ନୂତନ ଭାବେ ଉଦ୍ଘାଟିତ ଜୁଡିଓ ମଲ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ମଲ୍ର ଲିଫ୍ଟରେ ୮ ଜଣ ଲୋକ ଫସିବା ପରେ ଏହି ବିବାଦ ଘନାଉଛି। ମଲ୍ ପ୍ରକୃତରେ ସବୁ ସରକାରୀ ଅନୁମତି ନେଇ ନିର୍ମିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନୂତନ ବିଲ୍ଡିଂ କାମ ଚାଲିଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଦେହରେ ଏକ ରଡ୍ ଗଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ…
ଅନୁଗୁଳ: ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ , ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୨ ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବ। ବଦଳିବ ପାଣିପାଗର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହେଡ କ୍ଲର୍କ ଭାବେ ଅବସର ନେଇଥିବା ଆଡ଼ିବନ୍ଧୁ ମାଝୀଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମଣ୍ଡାପାଳ ଡାକ୍ତରଖାନା ନେଇଥିଲେ। ସେଠାରୁ…
ଅନୁଗୁଳ: ବିଜୁ ମୈଦାନଠାରେ ଷଷ୍ଠ ଅନୁଗୁଳ ସପିଙ୍ଗ୍ ଫେଷ୍ଟିଭାଲ୍ ସୋମବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର…
ପୁରୀ: ଶ୍ରୀମନ୍ଦିରରେ ବୁଧବାର ଅର୍ଥାତ ମାର୍ଚ୍ଚ ୧୯ ତାରିଖ ଚୈତ୍ର କୃଷ୍ଣ ପଞ୍ଚମୀତିଥିରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ପ୍ରାୟ ୫ ଘଣ୍ଟା ଧରି ବନ୍ଦ…