ଅନୁଗୁଳରେ ସ୍ୱତନ୍ତ୍ର ସାହିତ୍ୟ ଆସର

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଏକ ସ୍ୱତନ୍ତ୍ର ସାହିତ୍ୟ ଆସର ଆୟୋଜିତ ହୋଇଥିଲା। ହିନ୍ଦୀ ସାହିତ୍ୟର ଅନ୍ୟତମ ଲୋକପ୍ରିୟ କବୟିତ୍ରୀ ଡ଼ା ରିତୁ ଶର୍ମା ନନନ୍ ପାଣ୍ଡେ ଏହି ଆସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାହିତ୍ୟର ବିଭିନ୍ନ ବିଭବ…

Continue Readingଅନୁଗୁଳରେ ସ୍ୱତନ୍ତ୍ର ସାହିତ୍ୟ ଆସର

ଦିନ ଦ୍ଵିପ୍ରହରରେ ବଅଁରପାଳରେ ଏକାଧିକ ଛିନତାଇ: ବାଇକରେ ଆସି ଝାମ୍ପି ନେଲେ ମଙ୍ଗଳସୂତ୍ର, ଚେନ୍ ଓ ମୋବାଇଲ

ଅନୁଗୁଳ: ବଅଁରପାଳରେ ଦିନ ଦ୍ଵିପ୍ରହରରେ ଛିନତାଇ। ସୋମବାର ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ବନ୍ଦା ଓଭରବ୍ରିଜ ପାଖରେ ଦୁଇଟି ଲୁଟ ହୋଇଛି। ଦୁଇ ଯୁବକ ବାଇକରେ ଆସି ମଙ୍ଗଳସୂତ୍ର, ସୁନା ଚେନ ଓ ମୋବାଇଲ ଫୋନ ଝାମ୍ପିନେଇ…

Continue Readingଦିନ ଦ୍ଵିପ୍ରହରରେ ବଅଁରପାଳରେ ଏକାଧିକ ଛିନତାଇ: ବାଇକରେ ଆସି ଝାମ୍ପି ନେଲେ ମଙ୍ଗଳସୂତ୍ର, ଚେନ୍ ଓ ମୋବାଇଲ

ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ ସମ୍ମାନିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ସ୍ଥିତ ବାଗଦେବୀ ବିହାରରେ ଥିବା ଶିଶୁ ବିକାଶ ଵିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହେଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ଶିକ୍ଷା ଅଧିକାରୀ ଖଗେଶ୍ବର ବେହେରା ଯୋଗ ଦେଇଥିଲେ। ସମ୍ମାନିତ…

Continue Readingଶିଶୁ ବିକାଶ ବିଦ୍ୟା ମନ୍ଦିରରେ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ ସମ୍ମାନିତ

ବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି, ଜଣେ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ସୋମବାର ହୋଇଥିବା ଗୁଳିକାଣ୍ଡର ତଦନ୍ତ କରି ଜଣକୁ ଅଟକ ରଖିଛି ପୋଲିସ। ଏନେଇ ଅନୁଗୁଳ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଘଟଣାର ତଦନ୍ତ ପାଇଁ ପୋଲିସ ୨ଟି ଟିମ୍‌ ଗଠନ କରିଛି। ତଦନ୍ତ…

Continue Readingବନ୍ତଳାରେ ୨ ଜଣଙ୍କୁ ଗୁଳିମାଡ଼ ଘଟଣା: ଦେହରୁ ବାହାରିଲା ୫ଟି ଗୁଳି, ଜଣେ ଅଟକ

ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି; ପୋଲିସ ପ୍ରଶାସନ ସ୍ଥାଣୁ

ଅନୁଗୁଳ: ଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, ମାଉଜର। କଥା କଥାକେ ଫୁଟୁଛି ଗୁଳି। ଛୋଟ ଛୋଟ କଥା ପାଇଁ ବି ଲୋକେ ପରସ୍ପରକୁ ମାରିବାକୁ ବନ୍ଧୁକ ଉଠାଉଛନ୍ତି। କ୍ରମେ ଅନୁଗୁଳରେ ବନ୍ଧୁକ କାରବାର ବଢ଼ୁଥିବା ସରକାରୀ ଅପରାଧ ତାଲିକା କହୁଛି। …

Continue Readingଅନୁଗୁଳରେ ବୁଲୁଛି ମାଳମାଳ ଚୋରା ବନ୍ଧୁକ, କଥା କଥାକେ ଫୁଟୁଛି ଗୁଳି; ପୋଲିସ ପ୍ରଶାସନ ସ୍ଥାଣୁ

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଉଛନ୍ତି ୧୦ ହଜାର ୪୦୯ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଏ ନେଇ ଜିଲ୍ଲା ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଜି ସକାଳେ ଛାତ୍ରଛାତ୍ରୀ ମାନେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଜଣ ଜଣ କରି…

Continue Readingଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଉଛନ୍ତି ୧୦ ହଜାର ୪୦୯ ଛାତ୍ରଛାତ୍ରୀ

ଜନଶୁଣାଣି କାର୍ଯ୍ୟକ୍ରମ: ୫ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୩୨ ହଜାର ୫ ଶହ ଟଙ୍କା ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୩୧ଟି ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ନେଇ ଅଭିଯୋଗ ଦାଖଲ…

Continue Readingଜନଶୁଣାଣି କାର୍ଯ୍ୟକ୍ରମ: ୫ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୩୨ ହଜାର ୫ ଶହ ଟଙ୍କା ପ୍ରଦାନ କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି ସଭାପତି ହେଲେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ। ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ନାଁ ଘୋଷଣା କରିଛନ୍ତି। ଯଯାତି ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ବିଭିନ୍ନ ମହଲରୁ…

Continue Readingଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ନୀଳମଣି ଓ ରଞ୍ଜିତାଙ୍କୁ ସ୍ଵର୍ଣ

ଅନୁଗୁଳ: ଗତ ୧୬ ତାରିଖ ଦିନ ଭୁବନେଶ୍ୱର କିଟ ୟୁନିଭର୍ସିଟି ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ଅନୁଗୁଳର ନୀଳମଣି ଓ ରଞ୍ଜିତା ସାହୁ ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ନୀଳମଣି ୬୦ ବର୍ଷ ରୁ ଉର୍ଧ୍ଵ ବର୍ଗର ୫…

Continue Readingରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ନୀଳମଣି ଓ ରଞ୍ଜିତାଙ୍କୁ ସ୍ଵର୍ଣ

ଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟରକୁ ଘୋଷାଡ଼ି ନେଇଛି ହାଇୱା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଟେଣ୍ଟୁଲୋଇ ଗାଁର ସର୍ବେଶ୍ୱର ନାଏକ ଓ ଗୋପାଳପ୍ରସାଦ ପାଟନାସାହିର…

Continue Readingଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର