ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ

​ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ କରାଯାଇଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏହି ସୁପାରିସ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ

ଅନୁଗୁଳରେ ପ୍ରଥମ ମାରଣା ଷଣ୍ଢଙ୍କୁ ନିଶ୍ଚେତକ ଦେଇ ସ୍ଥାନାନ୍ତର କରାଗଲା

ଅନୁଗୁଳ: ସହର ଭିତରେ ବୁଲା ଗାଈ ଗୋରୁ ଷଣ୍ଢଙ୍କ ଉତ୍ପାତରେ ଘାଣ୍ଟି ହେଉଥିଲେ ସ୍ଥାନୀୟ ବାସିନ୍ଦା।ବିଶେଷ କରି ବଜାର ଛକରୁ ଗାନ୍ଧୀ ମାର୍ଗ ଛକ ମଧ୍ୟରେ କିଛି ମାରଣା ଷଣ୍ଢ ଲୋକଙ୍କୁ ଆକ୍ରମଣ କରିବା ସହ କାର ବାଇକ୍ ଆଦିକୁ ଭାଙ୍ଗି…

Continue Readingଅନୁଗୁଳରେ ପ୍ରଥମ ମାରଣା ଷଣ୍ଢଙ୍କୁ ନିଶ୍ଚେତକ ଦେଇ ସ୍ଥାନାନ୍ତର କରାଗଲା

ଅନୁଗୁଳରେ ବିଜେପିର ପ୍ରଶିକ୍ଷଣ ମହାଭିଯାନ ବକ୍ତା କର୍ମଶାଳା

ଅନୁଗୁଳ: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ‘ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ’ କାର୍ଯ୍ୟକ୍ରମର ଏକ ବକ୍ତା କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ରୀୟ ଓଡ଼ିଶାର ଛଅଟି ଜିଲ୍ଲାରୁ ଆସିଥିବା ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନର ନୀତି,…

Continue Readingଅନୁଗୁଳରେ ବିଜେପିର ପ୍ରଶିକ୍ଷଣ ମହାଭିଯାନ ବକ୍ତା କର୍ମଶାଳା

ବାସନ୍ତୀ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଅନୁଗୁଳ: ଅମଲାପଡ଼ା ମା'  ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ଥାନୀୟ ପଡିଆ ନିକଟରେ ଥିବା ବିଲ୍ୱ ବୃକ୍ଷ ମୂଳେ ଆସନ୍ତା ମା' ବାସନ୍ତୀ ପୂଜା ପାଇଁ ମାଟି ଅନୁକୂଳ  ହୋଇଯାଇଛି। ଏଥିପାଇଁ ପୂଜକ ଅଶୋକ କରଙ୍କ ତତ୍ତ୍ଵାବଧାନରେ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ…

Continue Readingବାସନ୍ତୀ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ବେଶ୍ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ…

Continue Readingଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଅନୁଗୁଳ ସହରରୁ ହଟିବେ ମାରଣା ଷଣ୍ଢ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ

ଅନୁଗୁଳ: ଅନୁଗୁଳ ସହରର ବଜାର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଷଣ୍ଢଙ୍କ ଆତଙ୍କରୁ ଖୁବଶୀଘ୍ର ସହରବାସୀଙ୍କୁ ମୁକ୍ତି ମିଳିବ। ବିଶେଷ କରି ବଜାର ଛକ ଠାରୁ ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ କିଛି ମାରଣା ଷଣ୍ଢ ସାଧାରଣ ଲୋକଙ୍କୁ…

Continue Readingଅନୁଗୁଳ ସହରରୁ ହଟିବେ ମାରଣା ଷଣ୍ଢ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ

୮ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ଗର୍ଜନ: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆଜି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବିପତ୍ର…

Continue Reading୮ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଠିକାଦାର ସଂଘର ଗର୍ଜନ: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସୁବର୍ଣ୍ଣପୁରରେ ଅଗ୍ନିକାଣ୍ଡ: ଜଳିଗଲା ୮ ଗୋଟି ଚାଳ ଏବଂ ଗୁହାଳ ଘର

ଅନୁଗୁଳ: ସଦର ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାଳଛପର ଘର ଜଳିଯାଇଛି। ସୂଚନା ମୁତାବକ, ସୁବର୍ଣ୍ଣପୁର ଗ୍ରାମର କିଛି ଲୋକଙ୍କ ଚାଳ ଘର ଏବଂ ଗୁହାଳ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଥିବା ଦେଖି ଲୋକେ…

Continue Readingସୁବର୍ଣ୍ଣପୁରରେ ଅଗ୍ନିକାଣ୍ଡ: ଜଳିଗଲା ୮ ଗୋଟି ଚାଳ ଏବଂ ଗୁହାଳ ଘର

କୋଶଳାରେ କୋଇଲା ପରିବହନକୁ ତୀବ୍ର ବିରୋଧ: ଫେରିଗଲା ୩୮ଟି ଟ୍ରକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-କୋଶଳା ୬୩ ନମ୍ବର ରାଜ୍ୟ ରାଜପଥରେ ସିଂଘେରାଣୀ (ନୟନୀ) କୋଇଲା ଖଣିରୁ ପରିବହନକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ସ୍ୱତନ୍ତ୍ର କୋଇଲା ପରିବହନ ରାସ୍ତା ଦାବିରେ ଗ୍ରାମବାସୀମାନେ ସାରା ରାତି ଉଜାଗର ରହି ରାସ୍ତା ଜଗିବାରୁ ପ୍ରାୟ…

Continue Readingକୋଶଳାରେ କୋଇଲା ପରିବହନକୁ ତୀବ୍ର ବିରୋଧ: ଫେରିଗଲା ୩୮ଟି ଟ୍ରକ

ଶ୍ରୀଜଗନ୍ନାଥ ଦର୍ଶନରେ ଗଲେ ଅନୁଗୁଳ ଜିଲ୍ଲାର ୧୩୧ ବରିଷ୍ଠ ନାଗରିକ

ଅନୁଗୁଳ: ସରକାରଙ୍କ ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାରେ ଅନୁଗୁଳ ଜିଲ୍ଲାର ୧୩୧ ଜଣ ବରିଷ୍ଠ ନାଗରିକ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ସ୍ଥାନୀୟ ସଭାଘର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ…

Continue Readingଶ୍ରୀଜଗନ୍ନାଥ ଦର୍ଶନରେ ଗଲେ ଅନୁଗୁଳ ଜିଲ୍ଲାର ୧୩୧ ବରିଷ୍ଠ ନାଗରିକ