ଅନୁଗୁଳରେ ପହଞ୍ଚିଲା ସ୍ବଦେଶୀ ସଂକଳ୍ପ ଯାତ୍ରା, ବିଦେଶୀ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ୱାନ
ଅନୁଗୁଳ: ସ୍ବଦେଶୀ ଜାଗରଣ ମଞ୍ଚ,ଓଡ଼ିଶା ପୂର୍ବ ପ୍ରାନ୍ତ ପକ୍ଷରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ପୁରୀ ଶ୍ରୀମନ୍ଦିର ଠାରୁ "ସ୍ବଦେଶୀ ସଂକଳ୍ପ ଯାତ୍ରା" ପୂର୍ବ ଓଡ଼ିଶା ପରିଭ୍ରମଣ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାରେ…
