ତାଳଚେର ଥାନା ସମ୍ମୁଖରେ ଯୁବକଙ୍କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ହେଲେ  ଅଞ୍ଚଳର ସନ୍ତୋଷ ମହାପାତ୍ର। ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…

Continue Readingତାଳଚେର ଥାନା ସମ୍ମୁଖରେ ଯୁବକଙ୍କୁ ହତ୍ୟା

ନୂଆ ରୂପ ପାଇବ ଲୋକସେବା ଭବନ: ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବ ପୁନଃବିନ୍ୟାସ

​ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ କେନ୍ଦ୍ର ଲୋକସେବା ଭବନର ସମ୍ପୂର୍ଣ୍ଣ ରୂପରେଖ ବଦଳିବାକୁ ଯାଉଛି। ସମ୍ପୂର୍ଣ୍ଣ ଲୋକସେବା ଭବନର ପୁନଃବିନ୍ୟାସ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତ ବର୍ଷ…

Continue Readingନୂଆ ରୂପ ପାଇବ ଲୋକସେବା ଭବନ: ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବ ପୁନଃବିନ୍ୟାସ

ଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ପାଇଁ ଅନୁଗୁଳର ୯ ଖେଳାଳି ମନୋନୀତ

ଅନୁଗୁଳ: ହାଇଦ୍ରାବାଦରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଭାଗ ନେବେ ଅନୁଗୁଳର ୯ ଖେଳାଳି। ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଜିଲ୍ଲାରୁ ୫ ଜଣ ବାଳିକା ଓ ୪…

Continue Readingଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ପାଇଁ ଅନୁଗୁଳର ୯ ଖେଳାଳି ମନୋନୀତ

କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ସୁମନ୍ତଙ୍କ ମରଶରୀର ପାଳଲହଡା ପହଞ୍ଚିବ

ଅନୁଗୁଳ: ପାଳଲହଡା ନିର୍ବାଚନ ମଣ୍ଡଳୀ ଖମାର ଅଞ୍ଚଳର ଯୁବକ ସୁମନ୍ତ ଜମିଦାର (୨୩)ଙ୍କ ଗୁରୁବାର ଦିନ ବାଙ୍ଗାଲୋର ର ଡଡାବଲ୍ହାବପୁର ଥାନା ଅଂଚଳରେ ମୃତ୍ୟୁ ଘଟିଥିଲା। ଏ ଖବର ତାଙ୍କର ଘର ଲୋକ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମନୀଷ ପ୍ରଧାନଙ୍କୁ ଜଣାଇବା…

Continue Readingକେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ସୁମନ୍ତଙ୍କ ମରଶରୀର ପାଳଲହଡା ପହଞ୍ଚିବ

ଜାତୀୟ ସଡ଼କ ସୁରକ୍ଷା ମାସ ପାଇଁ ରକ୍ତଦାନ ଶିବିର: ୯୩ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଜାନୁୟାରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି 'ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬'। ଚଳିତବର୍ଷର ବାର୍ତ୍ତା ରହିଛି "ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ"। ଏହି ଅବସରରେ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ…

Continue Readingଜାତୀୟ ସଡ଼କ ସୁରକ୍ଷା ମାସ ପାଇଁ ରକ୍ତଦାନ ଶିବିର: ୯୩ ୟୁନିଟ୍ ରକ୍ତ ସଂଗୃହୀତ

ଖୁସି ଖବର! ୬୯ ତମ ଜାତୀୟ କ୍ରୀଡ଼ାକୁ କିଶୋରନଗରର ସୁମତି ଓ ସ୍ମୃତି ମନୋନୀତ

ଅନୁଗୁଳ: ୬୯ ତମ ଜାତୀୟ କ୍ରୀଡ଼ାକୁ ମନୋନୀତ ହୋଇଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର +୨ କଲେଜର ପ୍ରଥମ ବର୍ଷର କଳା ଛାତ୍ରୀ ସୁମତି ମୁଣ୍ଡା ଓ ସ୍ମୃତି ନାୟକ। ଉଭୟେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୯ ବର୍ଷରୁ…

Continue Readingଖୁସି ଖବର! ୬୯ ତମ ଜାତୀୟ କ୍ରୀଡ଼ାକୁ କିଶୋରନଗରର ସୁମତି ଓ ସ୍ମୃତି ମନୋନୀତ

ପଥଚାରୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ପଥଚାରୀ ମୃତ। ଆଜି ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ ପାଳଲହଡା ଥାନା ମୁକ୍ତାପୁର ଢାବା ନିକଟରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ…

Continue Readingପଥଚାରୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ

୭୧ ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା: ଅନୁଗୁଳକୁ ୪ ସ୍ବର୍ଣ୍ଣ ସହ ୬ ପଦକ

ଅନୁଗୋଳ: କଟକ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ୭୧ ତମ ରାଜ୍ୟ ଦୌଡକୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଡିସେମ୍ବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ ଦଳକୁ ୪ ଟି ସ୍ବର୍ଣ୍ଣ ପଦକ ସହ ମୋଟ…

Continue Reading୭୧ ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା: ଅନୁଗୁଳକୁ ୪ ସ୍ବର୍ଣ୍ଣ ସହ ୬ ପଦକ

ଦୁର୍ଘଟଣାଗ୍ରସ୍ତ ପୂର୍ବତନ ସଫେଇ କର୍ମଚାରୀଙ୍କୁ ପୌର କର୍ତ୍ତୃପକ୍ଷଙ୍କ ସହାୟତା

ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ଅବସରପ୍ରାପ୍ତ ସଫେଇ କର୍ମଚାରୀଙ୍କୁ ଆଜି ଅନୁଗୁଳ ପୌରପାଳିକା କର୍ମଚାରୀମାନେ ସହାୟତାର ହାତ ବଢ଼ାଇଥିଲେ। ଘଟଣାରୁ ପ୍ରକାଶ ଯେ ଲକ୍ଷ୍ମଣ ଗୋଚ୍ଛାୟତ ନାମକ ଜନୈକ ଅବସରପ୍ରାପ୍ତ ସଫେଇ କର୍ମଚାରୀ ଗତ ୨୮ ତାରିଖରେ ହେମସୁରପଡ଼ା ଦେଇ ଯାଉଥିବା ବେଳେ ଜଣେ…

Continue Readingଦୁର୍ଘଟଣାଗ୍ରସ୍ତ ପୂର୍ବତନ ସଫେଇ କର୍ମଚାରୀଙ୍କୁ ପୌର କର୍ତ୍ତୃପକ୍ଷଙ୍କ ସହାୟତା

ଅନୁଗୁଳ ଜିଲ୍ଲା ବିଜେପିର ନୂତନ ପଦାଧିକାରୀ ଘୋଷିତ

ଅନୁଗୁଳ: ଜିଲ୍ଲା ବିଜେପିର ଜିଲ୍ଲା ପଦାଧିକାରୀ ତଥା ନୂତନ କମିଟି ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ବିଧିବଦ୍ଧ ଭାବେ ୨୧ ଜଣ ନୂତନ କମିଟି ଘୋଷଣା କରିଛନ୍ତି। ଜିଲ୍ଲା…

Continue Readingଅନୁଗୁଳ ଜିଲ୍ଲା ବିଜେପିର ନୂତନ ପଦାଧିକାରୀ ଘୋଷିତ