ତାଳଚେରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ

ଅନୁଗୁଳ: ତାଳଚେର କିଶୋର କ୍ଳବ୍ ପରିସରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇ ଯାଇଛି। ବିଷୁବ ମିଳନ ପାଳନ କମିଟି ସୌଜନ୍ୟରୁ ଅନୁଷ୍ଠିତ ଏହି ସମାରୋହରେ ଅନୁଗୁଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ…

Continue Readingତାଳଚେରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ

ସପ୍ତମ ଶ୍ରେଣୀର ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ପିଉସା ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଲଜ୍ଜା। କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡ଼ା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ବାଗଡିଆ ଥାନା ଅଞ୍ଚଳର ଜଣେ…

Continue Readingସପ୍ତମ ଶ୍ରେଣୀର ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ପିଉସା ଫେରାର

ସାତକୋଶିଆରେ ୬ ଟି ରାସ୍ତା ଓ ସେତୁ ପ୍ରକଳ୍ପର ଭୂମିପୂଜନ: ‘ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ’:ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଡିଏମଏଫ ପାଣ୍ଠିରୁ ଅନୁମୋଦିତ ୬ଟି ପ୍ରମୁଖ ରାସ୍ତା ଓ ସେତୁ ନିର୍ମାଣ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ…

Continue Readingସାତକୋଶିଆରେ ୬ ଟି ରାସ୍ତା ଓ ସେତୁ ପ୍ରକଳ୍ପର ଭୂମିପୂଜନ: ‘ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ’:ଧର୍ମେନ୍ଦ୍ର ପ୍ରଧାନ

ଭୋଜି ବେଳେ ଅଘଟଣ: ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ନାବାଳିକା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଗୋହିରାପଶି ଠାରେ ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଗୁରୁତର ନାବାଳିକା ହେଲେ ବାହାଳସାହି ଗାଁର ମାନସୀ ବେହେରା। ମାନସୀ ସାଙ୍ଗ ମାନଙ୍କ ସହିତ ଗୋହିରାପଶି…

Continue Readingଭୋଜି ବେଳେ ଅଘଟଣ: ଜନ୍ତୁ ଶିକାର ପାଇଁ ବସା ଯାଇଥିବା ବୋମା ଫୁଟି ନାବାଳିକା ଗୁରୁତର

ତଳମୂଳ ଦୁର୍ଗାମାଧବ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପିଏମ ଶ୍ରୀ ହାଇସ୍କୁଲ ପଡିଆରେ ଦୁର୍ଗାମାଧବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ତଳମୂଳ ଦୁର୍ଗା ମାଧବ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେବେ ଏବଂ ଆସନ୍ତା ୨୯ ତାରିଖ…

Continue Readingତଳମୂଳ ଦୁର୍ଗାମାଧବ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାସ୍ତା ସମ୍ପ୍ରସାରଣ ଓ ବୃକ୍ଷରୋପଣ ଦାବି: ତାଳଚେରେ କଣିହାଁ ବିକାଶ ମଞ୍ଚର ଗଣ ଆନ୍ଦୋଳନ

ଅନୁଗୁଳ: ଦୁଇ ଦଫା ଦାବିରେ ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ବିକାଶ ମଞ୍ଚ ପକ୍ଷରୁ ଏନଟିପିସି ଆମ୍ବାପାଳ ଲେଭେଲ କ୍ରସିଂ ପାଖରେ ଗଣ ଆନ୍ଦୋଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳେ ବିକାଶ ମଞ୍ଚ ସଭାପତି ଡଃ ଦେବେନ୍ଦ୍ର କୁମାର ସିଂହଙ୍କ…

Continue Readingରାସ୍ତା ସମ୍ପ୍ରସାରଣ ଓ ବୃକ୍ଷରୋପଣ ଦାବି: ତାଳଚେରେ କଣିହାଁ ବିକାଶ ମଞ୍ଚର ଗଣ ଆନ୍ଦୋଳନ

ପଞ୍ଚମହଲାଠାରେ ସିଦ୍ଧିଲକ୍ଷ୍ମୀ ମୋଟର୍ସର ନୂଆମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶୋ’ ରୁମ ଉଦଘାଟିତ

ଅନୁଗୁଳ: ଅନୁଗୁଳ ସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସର ନୂଆମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶୋ' ରୁମ ପଞ୍ଚମହଲା ଠାରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ରିଜିଓନାଲ ସେଲସ ମ୍ୟାନେଜର ସୁମିତ ଆରୋରା, ଆରସିସିଏମ୍ ଗୌରବ ଶର୍ମା ଯୋଗ ଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବ୍ୟାଙ୍କିଙ୍ଗ…

Continue Readingପଞ୍ଚମହଲାଠାରେ ସିଦ୍ଧିଲକ୍ଷ୍ମୀ ମୋଟର୍ସର ନୂଆମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶୋ’ ରୁମ ଉଦଘାଟିତ

ମାରପିଟ୍ ମାମଲାରେ କୋର୍ଟଙ୍କ ରାୟ: ୪ ଜଣଙ୍କୁ ଜରିମାନା ନିର୍ଦ୍ଦେଶ ଦେଲେ ଛେଣ୍ଡିପଦା କୋର୍ଟ

ଅନୁଗୁଳ: ଏକ ମାରପିଟ୍ ମାମଲାର ଶୁଣାଣି କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତ ୪ ଜଣଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କୁ ମୁକ୍ତ କରିବା ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

Continue Readingମାରପିଟ୍ ମାମଲାରେ କୋର୍ଟଙ୍କ ରାୟ: ୪ ଜଣଙ୍କୁ ଜରିମାନା ନିର୍ଦ୍ଦେଶ ଦେଲେ ଛେଣ୍ଡିପଦା କୋର୍ଟ

ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ‘ପ୍ରଶାସନ ଗାଓଁ କି ଔର’ କର୍ମଶାଳା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି ସୁଶାସନ ସପ୍ତାହ 'ପ୍ରଶାସନ ଗାଓଁ କି ଔର'। ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୫ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଜିଲ୍ଲାସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସଭାପତି…

Continue Readingଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ‘ପ୍ରଶାସନ ଗାଓଁ କି ଔର’ କର୍ମଶାଳା ଆୟୋଜିତ

ବଡହୀରା ଉପ୍ରା ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡହୀରାଠାରେ ଗଣିତ ଓ ବିଜ୍ଞାନ କ୍ଲବ ଏବଂ ବିଜ୍ଞାନ ଚେତନା ମଞ୍ଚ, ଓଡିଶା ଆନୁକୂଲ୍ୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଭାରତର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ…

Continue Readingବଡହୀରା ଉପ୍ରା ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ