ଖଣି ବିସ୍ଥାପିତ ସମସ୍ୟାକୁ ନେଇ ଭୋଟ ବର୍ଜନ କଲେ ଜରଡ଼ା ଗ୍ରାମବାସୀ

କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକର ୯ ନମ୍ବର ଜିଲ୍ଲା ପରିଷଦ ଜୋନ ଜରଡ଼ା ଗ୍ରାମବାସୀ ଶନିବାର ଭୋଟ ବର୍ଜନ କରିଛନ୍ତି। କୋଇଲା ଖଣି ବିସ୍ଥାପନ ଥଇଥାନ ପୁନଃବସତି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବିକୁ…

Continue Readingଖଣି ବିସ୍ଥାପିତ ସମସ୍ୟାକୁ ନେଇ ଭୋଟ ବର୍ଜନ କଲେ ଜରଡ଼ା ଗ୍ରାମବାସୀ

ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ,ବୁଥରେ କଡା ସୁରକ୍ଷା ବ୍ୟବସ୍ଥା

ଅନୁଗୁଳ: ଆଜି ସକାଳ ୭ ଟା ରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମହିଳା ଓ ନୂଆ ଯୁବ ଭୋଟର ମାନେ ଉତ୍ସାହର ସହ ମତଦାନ କରୁଛନ୍ତି। ଅନୁଗୁଳ ସହର ଭିତରେ ଏକାଧିକ ସଖି…

Continue Readingତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ,ବୁଥରେ କଡା ସୁରକ୍ଷା ବ୍ୟବସ୍ଥା

ଆସନ୍ତା କାଲି ବାହାରିବ ମାଟ୍ରିକ ରେଜଲ୍ଟ, ହ୍ଵାଟ୍ସଆପରେ ପରୀକ୍ଷା ଫଳ ପାଇପାରିବେ ବିଦ୍ୟାର୍ଥୀ

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ। ତେବେ ଯଦି ଇଣ୍ଟରନେଟ୍ ସୁବିଧା…

Continue Readingଆସନ୍ତା କାଲି ବାହାରିବ ମାଟ୍ରିକ ରେଜଲ୍ଟ, ହ୍ଵାଟ୍ସଆପରେ ପରୀକ୍ଷା ଫଳ ପାଇପାରିବେ ବିଦ୍ୟାର୍ଥୀ

ସାତକୋଶିଆ ଗଣ୍ତରେ ଜନ୍ମ ନେଲେ ୩୫ଟି ଘଡ଼ିଆଳ କୁମ୍ଭୀର, ଏକ୍ସରେ ସୂଚନା ଦେଲେ ପିସିସିଏଫ ସୁଶାନ୍ତ ନନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମଗ୍ରହଣ କରିଛନ୍ତି। ଏ ନେଇ ଏକ୍ସରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। ସେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ…

Continue Readingସାତକୋଶିଆ ଗଣ୍ତରେ ଜନ୍ମ ନେଲେ ୩୫ଟି ଘଡ଼ିଆଳ କୁମ୍ଭୀର, ଏକ୍ସରେ ସୂଚନା ଦେଲେ ପିସିସିଏଫ ସୁଶାନ୍ତ ନନ୍ଦ

ଅନୁଗୁଳରେ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ: ନିୟୋଜିତ ହେବେ ୬ ଜଣ ଅତିରିକ୍ତ ଏସ୍‌ପି ଓ ୧୧ ଜଣ ଡି.ଏସ୍‌.ପି

  ଅନୁଗୁଳ: ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ ପାଇଁ ୪ଟି ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଏଠାରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ। ଏହାର ସୁରକ୍ଷା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି…

Continue Readingଅନୁଗୁଳରେ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ: ନିୟୋଜିତ ହେବେ ୬ ଜଣ ଅତିରିକ୍ତ ଏସ୍‌ପି ଓ ୧୧ ଜଣ ଡି.ଏସ୍‌.ପି

ଅନୁଗୁଳରେ ୨୫ ରେ ସାଧାରଣ ନିର୍ବାଚନ: ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ

ଅନୁଗୁଳ : ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ୫୯…

Continue Readingଅନୁଗୁଳରେ ୨୫ ରେ ସାଧାରଣ ନିର୍ବାଚନ: ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ

ଭାରତ ବିକାଶ ପରିଷଦ ଓ ଲାୟନ୍ସ କ୍ଳବ୍ ପକ୍ଷରୁ ଜଳଛତ୍ର

ଅନୁଗୁଳ: ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଭାରତ ବିକାଶ ପରିଷଦ, ଲାୟନ୍ସ କ୍ଳବ୍,ସମ୍ବାଦ ସାହିତ୍ୟ ଘର, ଅମ୍ମା ଭଗବାନ ସଂସ୍ଥା,ଚେତନା ସାହିତ୍ୟ ପରିଷଦ ପକ୍ଷରୁ ଗତ ପ୍ରାୟ ଏକ ମାସ ଧରି ଚାଲି ଆସିଥିବା ଜଳ ବିତରଣ କାର୍ଯ୍ୟକ୍ରମ ଆଜି…

Continue Readingଭାରତ ବିକାଶ ପରିଷଦ ଓ ଲାୟନ୍ସ କ୍ଳବ୍ ପକ୍ଷରୁ ଜଳଛତ୍ର

ଅନୁଗୁଳ ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 400 EV, ରହିଛି ଅନେକ ଅତ୍ୟାଧୁନିକ ସୁବିଧା

ଅନୁଗୁଳ: ଆଜି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ XUV 400 EV ର ବଜାର ପ୍ରବେଶ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିକ୍ରମ କୁମାର ଅଗ୍ରୱାଲ ଓ ସୁଜିତ…

Continue Readingଅନୁଗୁଳ ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 400 EV, ରହିଛି ଅନେକ ଅତ୍ୟାଧୁନିକ ସୁବିଧା

ସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: କ୍ଷତିରେ ପେଟିଏମ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ…

Continue Readingସଂକଟରେ ପେଟିଏମ୍, ଶେଷ ତିନି ମାସରେ ସହିଲାଣି ୫୫୦ କୋଟି ଟଙ୍କାର କ୍ଷତି

ବିଷ ପିଇ ଦୁଇ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ସଦର ଓ  ଜରପଡା ଥାନା ଅଞ୍ଚଳରେ ବିଷ ପିଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ବଲାସିଂହା ପଞ୍ଚାୟତର ବାଲି ସାହି ଗ୍ରାମର ଗିରିଶ ସାହୁ (୭୦) କୌଣସି କାରଣରୁ ବିଷ ପିଇ ଗୁରୁତର ହୋଇଥିଲେ।…

Continue Readingବିଷ ପିଇ ଦୁଇ ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ