ନିର୍ବାଚନ ପାଇଁ ‘ସ୍ବିପ୍’ ରଥ ଉଦଘାଟନ କଲେ ଅନୁଗୁଳ ଜିଲ୍ଲାପାଳ, ଭୋଟ ନେଇ ଲୋକଙ୍କୁ କରିବ ସଚେତନ
ଅନୁଗୁଳ: ସାଧାରଣ ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ଭୋଟ୍ ଦାନର ପ୍ରତିଶତ ଅଧିକରୁ ଅଧିକ ବଢ଼ାଇବା ନିମନ୍ତେ ‘ସ୍ବିପ୍’(SVEEP-Systematic Voters Education and Electoral Participation) ରଥକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବ୍ବାଲ୍ ଏମ୍ ଅଖତାର ସବୁଜ ପତାକା…
