ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳିତ
ଅନୁଗୁଳ: ଆଜି ସିମିଳିପଡ଼ା ନେତାଜୀ ଉଦ୍ୟାନରେ ମହାପୁରୁଷଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଲିଟିଲ୍ ହାର୍ଟସ୍ ଓ ଓଡିଏମ୍ ସ୍କୁଲ ଆନୁକୁଲ୍ୟରେରେ ଆୟୋଜିତ ଏହି ସମାରୋହରେ ଢେ଼ଙ୍କାନାଳ ଏମପି ମହେଶ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭାରତୀୟ…
ଅନୁଗୁଳ: ଆଜି ସିମିଳିପଡ଼ା ନେତାଜୀ ଉଦ୍ୟାନରେ ମହାପୁରୁଷଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଲିଟିଲ୍ ହାର୍ଟସ୍ ଓ ଓଡିଏମ୍ ସ୍କୁଲ ଆନୁକୁଲ୍ୟରେରେ ଆୟୋଜିତ ଏହି ସମାରୋହରେ ଢେ଼ଙ୍କାନାଳ ଏମପି ମହେଶ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭାରତୀୟ…
ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା ୟୁଥ କ୍ଲବର ସଭାପତି ଯୋଗେଶ୍ୱର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଜି ସକାଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସାମ୍ଭେଦ ପାରାୟଣ ଯଜ୍ଞ ସହ ହନୁମାନ ଚାଳିଶା ପାଠ ଆୟୋଜିତ ହୋଇଛି। ଆଚାର୍ଯ୍ୟ କବି ପ୍ରଭାକର ସଞ୍ଜୟ କୁମାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ମୁଣ୍ଡା ହଟିଙ୍ଗି ଠାରେ ଏକ ନବଜାତକର ମୃତ ଦେହ ଉଦ୍ଧାର ହୋଇଛି। କେହି ଶିଶୁକୁ ଏଠି ଫିଙ୍ଗି ଦେଇ ଯାଇଥିବା ସନ୍ଦେହ କରାଯାଇଛି। ସୂଚନା ମୁତାବକ, ମୁଣ୍ଡା ହଟିଙ୍ଗିର କିଛି ଲୋକ ସକାଳେ…
ଅନୁଗୁଳ: ଜାତୀୟ ରାଜପଥର ସମସ୍ୟା ନେଇ ଅନୁଗୁଳ ଷ୍ଟାଡିୟମ ଫାଟକ ସାମ୍ନାରେ ଚାଲିଥିବା ଗଣଧାରଣା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଜାତୀୟ ରାଜପଥ ସୁରକ୍ଷା ନିମନ୍ତେ ଅନୁଗୁଳ ସଚେତନ…
ଅନୁଗୁଳ: ଅଯୋଧ୍ୟା ଠାରେ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଅନୁଗୁଳରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଦିନସାରା ଶ୍ରୀରାମ ଚରିତ ମାନସ ପାଠ, ହନୁମାନ ଚାଳିଶା ପାଠ, ହୋମ ଯଜ୍ଞ ଆଦି ଲାଗି ରହିଥିଲା। ସନ୍ଧ୍ୟାରେ ମଧ୍ୟ ସହର…
ଅନୁଗୁଳ: ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ସମୂହ ଛୁଟି ନେଇଛନ୍ତି।ସେମାନେ ଅଭିଯୋଗ କରିଛନ୍ତି ଏବେ ଅନେକ ପ୍ରାଣୀ ପାଳକ ମାନେ ବଡ଼ବଡ଼ ଫାର୍ମ ମାନ କରି ସରକାର ଓ ବିଭାଗ ଠାରୁ ଅନେକ ସୁବିଧା ଦାବି କରିଛନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ…
ଅନୁଗୁଳ: ଆସନ୍ତା ୨୩ ତାରିଖରୁ ଅନୁଗୁଳ ବିଜୁ ମଇଦାନରେ ଆରମ୍ଭ ହେବ ଜାତୀୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ। ଏ ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୩ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ ଟି ଟିମ ଭାଗ…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ସ୍ଥିତ ପ୍ରଶାନ୍ତି ହୋଟେଲ ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟବସାୟୀ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ କୁମାର ପଣ୍ଡା ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଦୁଷ୍ମନ୍ତ ଦୁର୍ଗା ହୋଟେଲ ନିକଟରେ…
ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୋଳ ସଭାଘରେ ନାଟ୍ୟମ ନାଟ୍ୟ ମେଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ। ସମାରୋହକୁ ଉଦଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ। ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି…