ପୂଜା ପାଇଁ ଏସ୍ଏନ୍କେ ଅନୁଗୁଳ ଓ ତାଳଚେର ପକ୍ଷରୁ ଧମାକାଦାର ଅଫର
ଅନୁଗୁଳ: ଶାରଦୀୟ ପୂଜା ଅବସରରେ ଏସ୍ଏନ୍କେ ରୟାଲ ଗାନ୍ଧି ମାର୍ଗ ଅନୁଗୁଳ ଓ ଶର୍ମା ଛକ ତାଳଚେର ପକ୍ଷରୁ ବିଶେଷ ଧାମାକାଦାର ଅଫର୍ ଆରମ୍ଭ କରାଯାଇଛି।ଯେଉଁ ଗ୍ରାହକ ମାନେ ଏଇ ସୋ' ରୁମ୍ରୁ ୧୫୦୦୧ କିମ୍ବା ତଦୁର୍ଦ୍ଧ ଟଙ୍କାର ଶାଢ଼ୀ ଅବା…
