ଡାକ୍ତରଙ୍କ ଦ୍ୱାରା ବୃକ୍ଷରୋପଣ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର
ଅନୁଗୁଳ: ଗତ ଡିସେମ୍ବର ୩ ତାରିଖରେ ଅନୁଗୁଳ ଜିଲ୍ଲାର ପୁରୁଣାକଟକଠାରେ ସ୍ୱେଚ୍ଛାସେବୀ ସଂଗଠନ ଚେତନା ମିଶନ ଏବଂ ବରିଷ୍ଠ ଡାକ୍ତରମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚେତନା ମିଶନର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ବାଣୀ…
