ଦିଲ୍ଲୀପଙ୍କୁ ଦିଲ୍ଲୀରେ ବଡ଼ ସମ୍ମାନ: କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଟାଙ୍ଗୀର ଗାଁର ଦିଲ୍ଲୀପଙ୍କୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ମିଳିଲା ମାନପତ୍ର। ଏହି ଜାତୀୟ ଗୋପାଳ ରତ୍ନ ପୁରସ୍କାର ପାଇଁ ୩ଟି ବିଭାଗରେ ବିଭକ୍ତ କରାଯାଇଥିବା ବେଳେ…

Continue Readingଦିଲ୍ଲୀପଙ୍କୁ ଦିଲ୍ଲୀରେ ବଡ଼ ସମ୍ମାନ: କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ

ମଧ୍ୟାହ୍ନ ଭୋଜନ ଚାଉଳ ଚୋରିରେ ଧରାପଡିଲେ ପ୍ରଧାନଶିକ୍ଷକ!! ଗ୍ରାମରେ ଉତ୍ତେଜନା: କାର ସହ ଚାଉଳ ଜବତ କରି ପୋଲିସକୁ ହସ୍ତାନ୍ତର

ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ପ୍ରଧାନ ଶିକ୍ଷକ ଧରାପଡ଼ିଛନ୍ତି। ଶୁକ୍ରବାର ରାତିରେ ଗ୍ରାମବାସୀ ତାଙ୍କର କାର ସହ ଏକ କୁଇଣ୍ଟାଲ ଚାଉଳ ଜବତ କରି ଠାକୁରଗଡ଼…

Continue Readingମଧ୍ୟାହ୍ନ ଭୋଜନ ଚାଉଳ ଚୋରିରେ ଧରାପଡିଲେ ପ୍ରଧାନଶିକ୍ଷକ!! ଗ୍ରାମରେ ଉତ୍ତେଜନା: କାର ସହ ଚାଉଳ ଜବତ କରି ପୋଲିସକୁ ହସ୍ତାନ୍ତର

ବାଇକକୁ ଧକ୍କା ଦେଇ ଚାଳକଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଅନୁଗୁଳ ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା କଲେଜ ସମ୍ମୁଖରେ କଣ୍ଟେନର ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମାଲ୍ୟଗିରି କଲେଜ ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ କଲେଜ କାମ ସାରି ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ…

Continue Readingବାଇକକୁ ଧକ୍କା ଦେଇ ଚାଳକଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଅନୁଗୁଳ ସ୍ଥାନାନ୍ତର

ମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ, ବେନିୟମ ଭାବେ ହୋଇଥିବା ପାଚେରି ଭାଙ୍ଗିଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀରୁ ଜବରଦଖଲ ଉଚ୍ଛେଦ ସହ ବେଆଇନ ଭାବେ ହୋଇଥିବା ପାଚେରିକୁ ହଟାଯାଇଛି। ସୂଚନା ମୁତାବକ, ମେଡିକାଲ କଲୋନିରେ ପୂର୍ବରୁ…

Continue Readingମେଡିକାଲ କଲୋନିରେ ଜବରଦଖଲ ଉଚ୍ଛେଦ, ବେନିୟମ ଭାବେ ହୋଇଥିବା ପାଚେରି ଭାଙ୍ଗିଲା ପ୍ରଶାସନ

ହନୁମାନ ଓ ଶନି ଦେବଙ୍କ ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ସହର କରଡ଼ାଗାଡିଆ ଛକ ଠାରେ ହନୁମାନ ଓ ଶନି ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଦୀର୍ଘ ୧୯ ବର୍ଷ ହେବ ଏହି ଉତ୍ସବ ପାଳନ ହେଉଛି। ଆଜି ସକାଳେ ପାଣି ଗ୍ରହଣ ସହ ସନ୍ଧ୍ୟାରେ ପୂଜାର୍ଚ୍ଚନା ହୋଇଥିଲା।…

Continue Readingହନୁମାନ ଓ ଶନି ଦେବଙ୍କ ବାର୍ଷିକ ଉତ୍ସବ

ଓ.ପି. ଜିନ୍ଦଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ଏକ୍ସପ୍ଲୋରାଇଜ୍ ୨୦୨୫-୨୬’: ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ

ଅନୁଗୁଳ: ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ଜିନ୍ଦଲ ନଗରସ୍ଥିତ ଇଡେନ୍ ଗାର୍ଡେନ୍‌ ପରିସରରେ ବାର୍ଷିକ ପ୍ରଦର୍ଶନୀ 'ଏକ୍ସପ୍ଲୋରାଇଜ୍ ୨୦୨୫-୨୬' ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।…

Continue Readingଓ.ପି. ଜିନ୍ଦଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘ଏକ୍ସପ୍ଲୋରାଇଜ୍ ୨୦୨୫-୨୬’: ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ଟି ଅଭିନବ ଏବଂ ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ

ଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ବିଟର ମାରୁଢିପ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଯୁବକ ହେଲେ କଣଲୋଇ ଗ୍ରାମର ଗଜପତି ନାଏକ। ସୂଚନା ମୁତାବକ,…

Continue Readingଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ‘ସମ୍ଭବ’ ଆରମ୍ଭ: ଜିଲ୍ଲାର ୨୪୯ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଯୋଗଦାନ

ଅନୁଗୁଳ: ସ୍ଥାନୀୟ  ନବକୃଷ୍ଣ ଚୌଧୁରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ “ସମ୍ଭବ” ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅବଦଲ ମୁହମ୍ମଦ ଅଖତର, ମୁଖ୍ୟବକ୍ତା ମହାବିଦ୍ୟାଳୟ ଅଧ୍ୟକ୍ଷା ଦ୍ରୌପଦୀ…

Continue Readingଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ‘ସମ୍ଭବ’ ଆରମ୍ଭ: ଜିଲ୍ଲାର ୨୪୯ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଯୋଗଦାନ

ବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କର୍ମଶାଳା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସ୍ଥିତ ପଂଚାୟତ ସମିତି ସଭାଗୃହ ଠାରେ ଫାଉଣ୍ଡେସନ ଫୋର ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ଉନ୍ନୟନ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଛି। ସଂଗଠନର ବିକାଶ କୁମାର ସାହୁ ମୁଖ୍ୟ ଅତିଥି…

Continue Readingବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କର୍ମଶାଳା ଆୟୋଜିତ

ଶତାୟୁ ସୈନିକଙ୍କୁ ଜନ୍ମ ଦିନର ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଏଡିଭି ସଙ୍ଗଠନ ପକ୍ଷରୁ ସଭାପତି ଅନିଲ କୁମାର ମହାନ୍ତି ଓ ଯୁଗଳ କିଶୋର ସାହୁ,ବଅଁରପାଳ ହବ୍ ଇନ୍ଚାର୍ଜ୍ କୃପା ସିନ୍ଧୁ ପରିଡ଼ା ଓ ଯୁଧିଷ୍ଠିର ପ୍ରଧାନ ମିଶି, ଭାରତୀୟ ସେନାର ଅବସର ପ୍ରାପ୍ତ ବୀର ସୈନିକ ଭାଗଵତ୍ ପ୍ରଧାନଙ୍କ…

Continue Readingଶତାୟୁ ସୈନିକଙ୍କୁ ଜନ୍ମ ଦିନର ସମ୍ବର୍ଦ୍ଧନା