ଅଗ୍ନିପଥ ଯୋଜନା ନିଯୁକ୍ତି ରାଲି: ସମ୍ବଲପୁରରେ ୨୯ ନଭେମ୍ବରରୁ ୫ ଡିସେମ୍ବର ପର୍ଯ୍ୟନ୍ତ ସେନା ନିଯୁକ୍ତି ପ୍ରକ୍ରିୟା
ଅନୁଗୁଳ: ଅଗ୍ନିପଥ ଯୋଜନା ଅଧୀନରେ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ରାଲି ସମ୍ବଲପୁରର ଜମାଦାରପାଲି ଏୟାରଷ୍ଟ୍ରିପ୍ଠାରେ ୨୯ ନଭେମ୍ବର ୨୦୨୫ ରୁ ୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ସମସ୍ତ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା…
