ଅନୁଗୋଳ ଶିଳ୍ପାଞ୍ଚଳରେ ବେଆଇନ ଗଛ କଟା: ତଦନ୍ତ ନିର୍ଦ୍ଦେଶ
ଅନୁଗୋଳ: ଅନୁଗୋଳ ଶିଳ୍ପାଞ୍ଚଳରେ ଇଡକୋ (IDCO) ଦ୍ୱାରା ଆବଣ୍ଟିତ ଏକ ଜମିରୁ ଶହ ଶହ ମୂଲ୍ୟବାନ ଗଛ କଟାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ଦିନ ଧରି ବ୍ୟବହାର ନହେବା ଫଳରେ ଏହି ଜମିରେ ବଡ଼ ବଡ଼…
ଅନୁଗୋଳ: ଅନୁଗୋଳ ଶିଳ୍ପାଞ୍ଚଳରେ ଇଡକୋ (IDCO) ଦ୍ୱାରା ଆବଣ୍ଟିତ ଏକ ଜମିରୁ ଶହ ଶହ ମୂଲ୍ୟବାନ ଗଛ କଟାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ଦିନ ଧରି ବ୍ୟବହାର ନହେବା ଫଳରେ ଏହି ଜମିରେ ବଡ଼ ବଡ଼…
ଅନୁଗୋଳ: ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଅଭିଯାନ ଅଧୀନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ…
ଅନୁଗୋଳ: ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜ, ଚଳିତ ବର୍ଷ ହିଞ୍ଜାଗୋଳା ଗ୍ରାମରେ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଗତ ୧୧ ବର୍ଷ ଧରି ପରମ୍ପରା ମୁତାବକ, ଏଠାରେ ତିନି ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜିତ ହୋଇଆସୁଛି। ଉତ୍ସବ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଧୀନ ନନ୍ଦପୁର ଗାଁ ନିକଟରେ ଗାଡ଼ି ଧକ୍କାକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଜଣେ ଯୁବକଙ୍କୁ ୭ ଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି ମଧୁପୁର…
ଅନୁଗୋଳ: ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଶିବିରରେ ଯୋଗ ଦେଇଥିଲେ। ଶିବିରରେ ସମୁଦାୟ ୩୨ଟି ଅଭିଯୋଗ ଗ୍ରହଣ…
ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମ ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗହମ ଗ୍ରାମର ତାରା ସାହୁ (୪୮)। ସୂଚନା ଅନୁଯାୟୀ, ଘଟଣା…
ଅନୁଗୁଳ: ପାଲଲହଡ଼ା ଥାନା ପବିତ୍ରପୁର ପଞ୍ଚାୟତରେ ‘ମୋ ବସ୍’ କୁ ଅଟକାଇ ଡ୍ରାଇଭର ଓ ମହିଳା କଣ୍ଡକ୍ଟରଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ମଙ୍ଗଳବାର ସନ୍ଧ୍ୟାରେ ପାଲଲହଡ଼ା ଥାନାରେ ଏକ ଅଭିଯୋଗ ହୋଇଛି। ମିଳିଥିବା ସୂଚନା…
ଅନୁଗୋଳ: ନିକଟରେ ଅନୁଗୋଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୨୦ ଜଣ ଶିକ୍ଷକଙ୍କ ବେଆଇନ ଓ ଅନଧିକୃତ ବଦଳି ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ ପହଞ୍ଚିଛି। ହରିହର ମିଶ୍ର ଓ ଅନ୍ୟମାନେ ଏହି ଅଭିଯୋଗ କରିଥିବା ଜଣାପଡ଼ିଛି। ଏହାର…
ଅନୁଗୋଳ: ଚଳିତ ମାସ ତା ୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଶିବିରରେ ମୁଖ୍ୟ ଅତିଥି ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରକାଶଚନ୍ଦ୍ର ମାଝି ଯୋଗ…
ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ରବିବାର ପବିତ୍ରନଗର କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ‘ପବିତ୍ର ମୋହନ ନାଇଟ୍ କ୍ରିକେଟ ଟୁର୍ଣାମେଣ୍ଟ’ ଅନୁଷ୍ଠିତ ହୋଇଛି। ଉଦଘାଟନୀ ଉତ୍ସବରେ ସ୍ୱର୍ଗତ ପବିତ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ…