ଗାଈଗୋରୁ ରାସ୍ତା ପାର କଲା ବେଳେ ମାଡ଼ିଗଲା ଟ୍ରକ୍, ଚାଷୀ ମୃତ
ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନାକଚି ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ଚାଷୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ…
ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ନାକଚି ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ଚାଷୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ…
ଅନୁଗୁଳ: ଜିଲ୍ଲାର ପୁରୁଣାକୋଟ ଥାନା ଅନ୍ତର୍ଗତ ପୁକୁଣ୍ଡା ଗାଁରେ ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ ନିଜ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ…
ଅନୁଗୋଳ: ଜିଲ୍ଲାରେ ନିଶା କାରବାର ବିରୋଧରେ ଅନୁଗୋଳ ପୋଲିସକୁ ବଡ଼ ସଫଳତା ମିଳିଛି। ଛେଣ୍ଡିପଦା ପୋଲିସ ଓ ଜିଲ୍ଲା ସ୍ପେଶାଲ୍ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ବ୍ରାଉନସୁଗାର ଚାଲାଣ କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୧.୫୯୦ ଗ୍ରାମ ବ୍ରାଉନସୁଗାର, ନଗଦ…
ଅନୁଗୋଳ: ସାଇନ୍ସ ଷ୍ଟଡି ସେଣ୍ଟର୍ ଅମଲାପଡ଼ା ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା ଦିଆଯାଇଛି। ଏଥିନେଇ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ସେଣ୍ଟର୍ ପରିଚାଳକ ମଳୟ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ କନିଷ୍ଠ ଅଧ୍ୟାପକ…
ଅନୁଗୋଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦର ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି ଏହି ବୈଠକରେ ଖାଲି ପଡ଼ିଥିବା ସଭାପତି ପଦରେ ସର୍ବସମ୍ମତିକ୍ରମେ ପ୍ରାଧ୍ୟାପକ ଶାନ୍ତନୁ କୁମାର ସରଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିଲା। ସାହିତ୍ୟ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ପଞ୍ଚାୟତର କୋଡ଼ାମୁଣ୍ଡା ଗାଁ ନିକଟସ୍ଥ ଏକ ଆମ୍ବତୋଟାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୋଡ଼ାମୁଣ୍ଡା ଖଜୁରୀମୁଣ୍ଡା ସାହିର ସୁବାସ ଚନ୍ଦ୍ର ଗଡ଼ନାୟକ। ସୂଚନା…
ଅନୁଗୋଳ: ଅନୁଗୋଳ ମେଡିକାଲର କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଦ୍ଵାରା ସରକାରୀ ପାଣ୍ଠି ଆତ୍ମସାତ୍ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଅଫିସ କାମ ଡିଜିଟାଲ ମୋଡରେ ହେଉଥିଲେ ମଧ୍ୟ କିଭଳି କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଦରମା ଯାଉଥିଲା, ତାହାର ଗୁମର ଖୋଜୁଛି…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାଏକଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରିଛି। ସୂଚନା ଅନୁଯାୟୀ, ଏକ ମାମଲାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ…
ଅନୁଗୋଳ: ଅନୁଗୋଳ ପୌରପାଳିକା ସଭା କକ୍ଷରେ ଶୁକ୍ରବାର ସହରାଞ୍ଚଳ ଜନ ସମ୍ପର୍କ ଓ ନାଗରିକ ଭାଗିଦାରୀ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସହରର ବହୁ ଆଇନଜୀବୀ,…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ଧଣ୍ଡାତୋପା ମିଶ୍ର ଆମ୍ବ ତୋଟାରେ ଆଜି ଏକ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ବିଜେପି ସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି ଓ ନାରୀ ନିର୍ଯାତନାକୁ…