ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସାମ୍ବାଦିକଙ୍କ ଅଭିଯୋଗ: ମାଡ଼ ମାରିବା ସହ ମୋବାଇଲ, ଗାଡି ଛଡ଼ାଇ ନେବା ଅଭିଯୋଗ

ଅନୁଗୁଳ: ସାମ୍ବାଦିକଙ୍କୁ ମାଡ ମାରିବା ମାରିବା ସହ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା ଶଶିକାନ୍ତ ବେହେରା ନିଜ ସହକର୍ମୀଙ୍କ ସହିତ ରବିବାର ଦ୍ଵିତୀୟ ଚିଲିକା ଠାରେ…

Continue Readingସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସାମ୍ବାଦିକଙ୍କ ଅଭିଯୋଗ: ମାଡ଼ ମାରିବା ସହ ମୋବାଇଲ, ଗାଡି ଛଡ଼ାଇ ନେବା ଅଭିଯୋଗ

ଏମିତି ବି ଆସେ ମୃତ୍ୟୁ: ଅଜଣା ଗାଡ଼ି ଧକ୍କାରେ ଗଲା ଦୁଇ ସାଙ୍ଗଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ନିକଟରେ ଆଜି ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଛି। ମୃତକ ହେଲେ କଲଣ୍ଡା ଗାଁର ଶାନ୍ତନୁ ବେହେରା(୩୮) ଓ ଆମନା ଗାଁର ଅନୀଲ ପ୍ରଧାନ(୩୨)।ସୂଚନା ଅନୁଯାୟୀ, ଶାନ୍ତନୁ…

Continue Readingଏମିତି ବି ଆସେ ମୃତ୍ୟୁ: ଅଜଣା ଗାଡ଼ି ଧକ୍କାରେ ଗଲା ଦୁଇ ସାଙ୍ଗଙ୍କ ଜୀବନ

ସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡା ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ନୋଡାଲ ହାଇସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ସହ ଝରକା ଚୋରି ହୋଇଛି। ଏକ୍ସ ମାସ ଛୁଟି ଭିତରେ ବିଦ୍ୟାଳୟରେ କେହି ଜଗୁଆଳି ନଥିବାର ସୁଯୋଗ ନେଇ ଚୋର…

Continue Readingସ୍କୁଲରୁ ୬ ଟି ସିଲିଂ ଫ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ମ୍ୟାଚ୍ ହାତେଇଲା ବାଙ୍ଗାଲୋର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପବିତ୍ରନଗର କ୍ଲବ ପକ୍ଷରୁ ଆୟୋଜିତ ପବିତ୍ରନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥିଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ…

Continue Readingପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ମ୍ୟାଚ୍ ହାତେଇଲା ବାଙ୍ଗାଲୋର

ତାଳଚେରରେ ସଙ୍ଗୀନ ପ୍ରଦୂଷଣ: ପ୍ରଶାସନ ଲଗାଇଲା ୭ ଦିନିଆ “ଗ୍ରାପ”କଟକଣା

ଅନୁଗୁଳ: ପ୍ରଦୂଷଣରେ ତାଳଚେର ସହର ଦେଶରେ ଏକ ନମ୍ୱର ହେବାର ବଦନାମ ମୁଣ୍ଡାଇବା ପରେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସେଥିପାଇଁ ସାତ ଦିନିଆ ଜି.ଆର.ଏ.ପି କଟକଣା ଲାଗୁ କରାଯାଇଛି। ପ୍ରଦୂଷଣ ଅବସ୍ଥା ଗୁରୁତର…

Continue Readingତାଳଚେରରେ ସଙ୍ଗୀନ ପ୍ରଦୂଷଣ: ପ୍ରଶାସନ ଲଗାଇଲା ୭ ଦିନିଆ “ଗ୍ରାପ”କଟକଣା

ଅନୁଗୁଳ ମେଡ଼ିକାଲରେ ଅଭିମତ ଓ ଅଭିଯୋଗ ବାକ୍ସର ଶୁଭାରମ୍ଭ

ଅନୁଗୋଳ:  ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ତିନୋଟି ସ୍ଥାନରେ ଅଭିଯୋଗ ଓ ଅଭିମତ ବାକ୍ସର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ପକ୍ଷରୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ସେବା ନେଇ କୌଣସି ଅଭିଯୋଗ କିମ୍ବା ଗଠନ…

Continue Readingଅନୁଗୁଳ ମେଡ଼ିକାଲରେ ଅଭିମତ ଓ ଅଭିଯୋଗ ବାକ୍ସର ଶୁଭାରମ୍ଭ

ତାଳଚେର ଥାନା ସମ୍ମୁଖରେ ଯୁବକଙ୍କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ହେଲେ  ଅଞ୍ଚଳର ସନ୍ତୋଷ ମହାପାତ୍ର। ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…

Continue Readingତାଳଚେର ଥାନା ସମ୍ମୁଖରେ ଯୁବକଙ୍କୁ ହତ୍ୟା

ନୂଆ ରୂପ ପାଇବ ଲୋକସେବା ଭବନ: ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବ ପୁନଃବିନ୍ୟାସ

​ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ କେନ୍ଦ୍ର ଲୋକସେବା ଭବନର ସମ୍ପୂର୍ଣ୍ଣ ରୂପରେଖ ବଦଳିବାକୁ ଯାଉଛି। ସମ୍ପୂର୍ଣ୍ଣ ଲୋକସେବା ଭବନର ପୁନଃବିନ୍ୟାସ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତ ବର୍ଷ…

Continue Readingନୂଆ ରୂପ ପାଇବ ଲୋକସେବା ଭବନ: ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହେବ ପୁନଃବିନ୍ୟାସ

ଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ପାଇଁ ଅନୁଗୁଳର ୯ ଖେଳାଳି ମନୋନୀତ

ଅନୁଗୁଳ: ହାଇଦ୍ରାବାଦରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଭାଗ ନେବେ ଅନୁଗୁଳର ୯ ଖେଳାଳି। ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଜିଲ୍ଲାରୁ ୫ ଜଣ ବାଳିକା ଓ ୪…

Continue Readingଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ପାଇଁ ଅନୁଗୁଳର ୯ ଖେଳାଳି ମନୋନୀତ

କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ସୁମନ୍ତଙ୍କ ମରଶରୀର ପାଳଲହଡା ପହଞ୍ଚିବ

ଅନୁଗୁଳ: ପାଳଲହଡା ନିର୍ବାଚନ ମଣ୍ଡଳୀ ଖମାର ଅଞ୍ଚଳର ଯୁବକ ସୁମନ୍ତ ଜମିଦାର (୨୩)ଙ୍କ ଗୁରୁବାର ଦିନ ବାଙ୍ଗାଲୋର ର ଡଡାବଲ୍ହାବପୁର ଥାନା ଅଂଚଳରେ ମୃତ୍ୟୁ ଘଟିଥିଲା। ଏ ଖବର ତାଙ୍କର ଘର ଲୋକ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମନୀଷ ପ୍ରଧାନଙ୍କୁ ଜଣାଇବା…

Continue Readingକେନ୍ଦ୍ରମନ୍ତ୍ରୀଙ୍କ ସହଯୋଗରେ ସୁମନ୍ତଙ୍କ ମରଶରୀର ପାଳଲହଡା ପହଞ୍ଚିବ