ସାତକୋଶିଆ ଇକୋ-ସେନସିଟିଭ୍ ଜୋନ୍: ନିୟମ ସଂଶୋଧନ ପାଇଁ ଆରସିସିଏଫଙ୍କୁ ଦାବିପତ୍ର
ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ପ୍ରସ୍ତାବିତ ଇକୋ-ସେନସିଟିଭ୍ ଜୋନ୍ (ESZ) ଡ୍ରାଫ୍ଟ ବିଜ୍ଞପ୍ତିରେ ଜୀବିକା ସୁରକ୍ଷା ଓ ଆବଶ୍ୟକ ସଂଶୋଧନ ପାଇଁ ସ୍ଥାନୀୟ ବାସିନ୍ଦା ସ୍ୱର ଉତ୍ତୋଳନ କରିଛନ୍ତି। ଅଭୟାରଣ୍ୟର ୨୦୫ଟି ଗ୍ରାମର ପ୍ରତିନିଧିମାନେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ଏନେଇ ଆରସିସିଏଫ୍…




