ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ଡିଜିଟାଲ କର୍ମଶାଳା, ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱ

ଛେଣ୍ଡିପଦା: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଡିଜିଟାଲ କର୍ମଶାଳା ଆୟୋଜିତ ହୋଇଛି। ବୈଠକରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ବିଜୁ…

Continue Readingଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ଡିଜିଟାଲ କର୍ମଶାଳା, ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱ

ବନ୍ତଳା ପୋଲିସକୁ ବଡ଼ ସଫଳତା: ନିଶା ଖାଇ ଚୋରି କରୁଥିବା ବେଳେ ୯ ଜଣ ଗିରଫ, ବିପୁଳ ଚୋରା ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ନିଶାରେ ୪ଟି ଥାନା ଅଞ୍ଚଳରେ ଚୋରି କରି ପୋଲିସ ନିଦ ହଜାଇ ଦେଇଥିବା ପାଞ୍ଚ ଜଣ ନାବାଳକଙ୍କ ସମେତ ଚାରି ଚୋରକୁ ବନ୍ତଳା ପୋଲିସ ଗିରଫ କରିଛି। ସେମାନଙ୍କ…

Continue Readingବନ୍ତଳା ପୋଲିସକୁ ବଡ଼ ସଫଳତା: ନିଶା ଖାଇ ଚୋରି କରୁଥିବା ବେଳେ ୯ ଜଣ ଗିରଫ, ବିପୁଳ ଚୋରା ସାମଗ୍ରୀ ଜବତ

ରକ୍ତଦାନ ଶିବିର: ୬୮ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ବଡ଼କେରା ପ୍ରାଥମିକ ବିଦ୍ୟାଳୟର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଓଡିଶା ମୋ ପରିବାର ସହ ସଂଯୋଜକ ତଥା…

Continue Readingରକ୍ତଦାନ ଶିବିର: ୬୮ ୟୁନିଟ ରକ୍ତ ସଂଗୃହୀତ

ରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ: ପୁନର୍ବାର ରାଜ୍ୟ ସଭାପତି ଭାବରେ ମନୋନୀତ ହେଲେ ମହେନ୍ଦ୍ର କୁମାର ବସ୍ତିଆ

ଅନୁଗୁଳ: ରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ବରେ ସ୍ଥାନୀୟ ସଭାଘରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ମୁଖ୍ୟବକ୍ତା ଭାବରେ ତାଳଚେରର ବିଧାୟକ ବ୍ରଜକିଶୋର…

Continue Readingରାଜ୍ୟସ୍ତରୀୟ ନୋଟାରୀ ମହାସଂଘର ସପ୍ତମ ଅଧିବେଶନ: ପୁନର୍ବାର ରାଜ୍ୟ ସଭାପତି ଭାବରେ ମନୋନୀତ ହେଲେ ମହେନ୍ଦ୍ର କୁମାର ବସ୍ତିଆ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଆଉ ବରଦାସ୍ତ କରାଯିବନି ଶ୍ରମିକଙ୍କୁ ଶୋଷଣ

ଅନୁଗୁଳ: ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ୧୮ ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ସନ୍ତୋଷ କୁମାର ମଙ୍ଗରାଜ ଏବଂ ସମ୍ପାଦକ ଦୀନବନ୍ଧୁ ସାହୁଙ୍କ ନେତୃତ୍ଵରେ ଆୟୋଜିତ ବୈଠକରେ ବିଭିନ୍ନ…

Continue Readingଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଆଉ ବରଦାସ୍ତ କରାଯିବନି ଶ୍ରମିକଙ୍କୁ ଶୋଷଣ

ଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଠକ, ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଛେଣ୍ଡିପଦା ଜୋରଡା ସ୍ଥିତ ବାୟାଣୀ ପୀଠରେ ଏକ ବୈଠକ ବସିଛି। କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

Continue Readingଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଠକ, ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ

କାଳବୈଶାଖୀ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି। ଦିନବେଳା ଟାଣଖରା ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ଅପରାହ୍ନରେ ପ୍ରବଳ ବର୍ଷା ପବନ ଟିକେ ଆଶ୍ୱସ୍ତ କରୁଛି। ତେବେ ଆସନ୍ତା ୪…

Continue Readingକାଳବୈଶାଖୀ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ସାଓମିର ଫ୍ୟାନ୍ ଫେଷ୍ଟିଭାଲ୍ ଆରମ୍ଭ: କମ୍ ଦାମରେ କିଣିପାରିବେ ଦାମୀ ସ୍ମାର୍ଟଫୋନ, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଫ୍ୟାନ୍ ଫେଷ୍ଟିଭାଲ୍ ଆରମ୍ଭ କରିଛି ସାଓମି । ଏହି ଫେଷ୍ଟିଭାଲ ଏପ୍ରିଲ ୬ରୁ ଆରମ୍ଭ ହୋଇ ୧୧ ଯାଏ ଚାଲିବ।ଏଥିରେ ଗ୍ରାହକ ସ୍ମାର୍ଟଫୋନ ଉପରେ ଦେଉଛି ବମ୍ପର୍ ଅଫର୍ ପାଇପାରିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଛନ୍ତି କିମ୍ବା…

Continue Readingସାଓମିର ଫ୍ୟାନ୍ ଫେଷ୍ଟିଭାଲ୍ ଆରମ୍ଭ: କମ୍ ଦାମରେ କିଣିପାରିବେ ଦାମୀ ସ୍ମାର୍ଟଫୋନ, ଶୀଘ୍ର ଉଠାନ୍ତୁ ଲାଭ

ଅମାନିଆ ଗାଡ଼ି ଚାଳକ ଗଣିଲେ ୮୬ ଲକ୍ଷ ଟଙ୍କା ଜରିମାନା

ଅନୁଗୁଳ:ଅନୁଗୁଳ ଜିଲ୍ଲାରେ ଶେଷ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଜୀବନ ନ ଯିବା ଲକ୍ଷ୍ୟ ନେଇ ଏହି ସପ୍ତାହରେ ପରିବହନ ବିଭାଗ ପକ୍ଷରୁ ଜୋରଦାର୍ ଧରପଗଡ଼ କରାଯାଇଥିଲା। ଏହି ସମୟରେ ଅନୁଗୁଳ ଜିଲ୍ଲାରେ ପ୍ରାୟ ସାଢ଼େ ୭ ଶହ ଲୋକ…

Continue Readingଅମାନିଆ ଗାଡ଼ି ଚାଳକ ଗଣିଲେ ୮୬ ଲକ୍ଷ ଟଙ୍କା ଜରିମାନା

ହିଙ୍ଗୁଳା ଯାତ୍ରାରେ ମାତିଛନ୍ତି ଚେନ୍ ଲୁଟେରା, ଚୋରି କରୁଥିବା ବେଳେ ବଙ୍ଗୀୟ ମହିଳା ଗିରଫ

ତାଳଚର: ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦରେ ଚାଲିଥିବା ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବରେ ମାତିଛନ୍ତି ଚେନ୍ ଲୁଟେରା। ଫଳରେ ପୋଲିସ ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ଗୁରୁବାର ସୁନାଚେନ୍ ଲୁଟ୍ କରିବା ସମୟରେ ଜଣେ ମହିଳାଙ୍କୁ କିଛି ଯୁବକ…

Continue Readingହିଙ୍ଗୁଳା ଯାତ୍ରାରେ ମାତିଛନ୍ତି ଚେନ୍ ଲୁଟେରା, ଚୋରି କରୁଥିବା ବେଳେ ବଙ୍ଗୀୟ ମହିଳା ଗିରଫ