ଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ାର ଏଭରଗ୍ରୀନକୁ ପରାସ୍ତ କରି ଅନୁଗୁଳର ଲୁଟୁ ୱାରିୟର୍ସ ପ୍ରଥମ ଚକାଡୋଳା କପ୍ ଚାମ୍ପିୟନ ହୋଇଛି। ସ୍ଥାନୀୟ ବିଜୁ ମଇଦାନରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ୩ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ରେ ଲୁଟୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି…

Continue Readingଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ

ବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

ଅନୁଗୁଳ: ଆଜି ଅପରାହ୍ନରେ ମା ବାସନ୍ତୀ।ଦୁର୍ଗା ପୂଜା କମିଟି ଅମଲା ପଡ଼ା ପକ୍ଷରୁ ବିଲ୍ଵବରଣ ଆୟୋଜିତ ହୋଇଥିଲା। ବେଲ ଗଛକୁ ନିତିକାନ୍ତି ସହ ପୂଜାର୍ଚ୍ଚନା ପରେ ଦେବୀଙ୍କ ପ୍ରତିମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଥିଲା। ଚକ୍ଷୁଦାନ ପରେ ଦେବୀଙ୍କ ମୁହଁର ଆଭରଣ ଖୋଲାଯାଇ…

Continue Readingବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

କଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

ଅନୁଗୁଳ: ଅନୁଗୁଳ ସଂସ୍କୃତି ବିଭାଗ ପାଠାଗାର ଠାରେ ଆଜି ଅପରାହ୍ନରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କଳାକାର ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ଭାବେ…

Continue Readingକଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

୭ ବର୍ଷ ହେଲା ମିଳୁନି ଶୁଦ୍ଧ ଜଳ, ପାଣି ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନ୍ତରାପୁରର ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ତରାପୁର 'ଖ' ପଞ୍ଚାୟତ ସାନ୍ତରାପୁର ଗାଁର ମହିଳା ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାଣି ସମସ୍ୟା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା ଯୋଜନାରେ ଗାଁକୁ ପାଇପ ସଂଯୋଗ ହୋଇଛି। କିନ୍ତୁ ଦୀର୍ଘ ୭-୮ ବର୍ଷ ହେବ…

Continue Reading୭ ବର୍ଷ ହେଲା ମିଳୁନି ଶୁଦ୍ଧ ଜଳ, ପାଣି ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନ୍ତରାପୁରର ମହିଳା

ନାଲକୋର ମନୋମୁଖୀ କାର୍ଯ୍ୟ କଳାପକୁ ୩୯ ଗାଁର କ୍ଷତିଗ୍ରସ୍ତ ପ୍ରଜାଙ୍କ ବିରୋଧ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଅନୁଗୁଳ: ସ୍ଥାନୀୟ କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରବିବାର ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଇ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଂଘଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧ୍ୟକ୍ଷ ଯେଉଁଭଳି ମିଥ୍ୟା…

Continue Readingନାଲକୋର ମନୋମୁଖୀ କାର୍ଯ୍ୟ କଳାପକୁ ୩୯ ଗାଁର କ୍ଷତିଗ୍ରସ୍ତ ପ୍ରଜାଙ୍କ ବିରୋଧ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

ତାଳଚେର: ତାଳଚେରର ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠରେ ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ ହୋଇଛି। ଦିନରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ…

Continue Readingଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ପୁଆଳ ଗଦା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ହରିଜନ ସାହିରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ପୁଆଳ ଗଦା ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ବାଗେଡିଆ ହରିଜନ ସାହିର ସାରଥୀ ନାଏକଙ୍କ ପୁଆଳ ଗଦାରେ ସଟ୍ ସର୍କିଟ ଯୋଗୁଁ ନିଆଁ…

Continue Readingସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ପୁଆଳ ଗଦା

ଅନୁଗୁଳ ଓକିଲ ସଂଘର ନିର୍ବାଚନ: ଦିଲୀପ ସଭାପତି, ହିମାଂଶୁ ସଂପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଦିଲୀପ ସାହୁ ପୁଣି ଥରେ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଶ୍ରୀ ସାହୁ ୭୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଲଗାତାର ଚତୁର୍ଥ ଥର ପାଇଁ…

Continue Readingଅନୁଗୁଳ ଓକିଲ ସଂଘର ନିର୍ବାଚନ: ଦିଲୀପ ସଭାପତି, ହିମାଂଶୁ ସଂପାଦକ

ରବିବାର ଚକାଡ଼ୋଳା କପର ଶେଷ ମ୍ୟାଚ୍, ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲରେ

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଚାଲିଥିବା ଚକାଡ଼ୋଳା କପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ସନ୍ଧ୍ୟା‌ରେ ଖେଳାଯିବ। ଅନୁଗୁଳର ରୟାଲ ମାଷ୍ଟର୍ସ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ସନ୍ଧ୍ୟାରେ ଗ୍ରୁପ୍‌ ବିର ସମସ୍ତ ମ୍ୟାଚ୍‌…

Continue Readingରବିବାର ଚକାଡ଼ୋଳା କପର ଶେଷ ମ୍ୟାଚ୍, ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲରେ

ଆକ୍ସନ ମୋଡରେ ନାଲକୋ ସୁରକ୍ଷା କର୍ମୀ, ସାଇକେଲ ଚୋରକୁ ଧରିବା ସହ ଜଣଙ୍କୁ କଲେ ଗିରଫ

ଅନୁଗୁଳ: ନାଲକୋ ଟାଉନସିପ ଅଞ୍ଚଳରୁ ବାରମ୍ବାର ସାଇକେଲ ହେଉଥିବା ବେଳେ ଏବେ ଚୋର ଧରାପଡିଛି। ସୂଚନା ଅନୁସାରେ ଗତ ୨୩ ତାରିଖ ସକାଳେ କୁଲାଢ଼ ଗ୍ରାମର ସୁଜିତ ସାମଲଙ୍କ ପୁଅ ଶୁଭମ ସାମଲ ଟାଉନସିପ ଷ୍ଟାଡିଅମ ବାହାରେ ସାଇକେଲ ରଖି ଖେଳିବା…

Continue Readingଆକ୍ସନ ମୋଡରେ ନାଲକୋ ସୁରକ୍ଷା କର୍ମୀ, ସାଇକେଲ ଚୋରକୁ ଧରିବା ସହ ଜଣଙ୍କୁ କଲେ ଗିରଫ