ବ୍ୟକ୍ତିଗତ କାରରେ ବ୍ୟବହାର କରିପାରିବେ ନାହିଁ ‘govt. of india’ ଲେଖା

ଭୁବନେଶ୍ୱର: ସରକାରୀ ବାବୁମାନେ ଏଣିକି ନିଜ ବ୍ୟକ୍ତିଗତ କାରରେ ଭାରତ ସରକାର ଲେଖା ଥିବା ଲୋଗା ବ୍ୟବହାର କରିପାରିବେ ନାହିଁ । ଏହା ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର । ସରକାରୀ ଗାଡ଼ି ଅପେକ୍ଷା ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡ଼ିରେ ଗମେଣ୍ଟ…

Continue Readingବ୍ୟକ୍ତିଗତ କାରରେ ବ୍ୟବହାର କରିପାରିବେ ନାହିଁ ‘govt. of india’ ଲେଖା

କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ-ଢେଙ୍କାନାଳ ଗସ୍ତ: କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ ସହ କଲେ ମୁଖ୍ୟ ଫାଟକର ଭୂମିପୂଜନi

ଅନୁଗୁଳ/ଢେଙ୍କାନାଳ: ବିଜୟା ଦଶମୀ ଓ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ବୁଧବାର ତାଳଚେର ଦେଉଳବେଡା ତେଲିସାହିରେ ମହାନଦୀ କୋଲ ଫିଲ୍ଡ(ଏମସିଏଲ) ଦ୍ୱାରା ହେବାକୁ ଥିବା କମ୍ୟୁନିଟି ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ଓ ମୁଖ୍ୟ ଫାଟକର…

Continue Readingକେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ-ଢେଙ୍କାନାଳ ଗସ୍ତ: କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ ସହ କଲେ ମୁଖ୍ୟ ଫାଟକର ଭୂମିପୂଜନi

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଭାଉଜ ଅଟକ

ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବରଡ଼ିହ ପଞ୍ଚାୟତ ତନଗୋଳାର ସୁକୁଟୁ ଦେହୁରୀ ବୋଲି ଜଣାପଡ଼ିଛି। ସେ ୫ ବର୍ଷ ହେବ ମୁକ୍ତାପୁରରେ ସମ୍ପର୍କୀୟ ବିଧବା…

Continue Readingଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଭାଉଜ ଅଟକ

୮୧୦୧ ଟଙ୍କାରେ ମା’ ଦୁର୍ଗାଙ୍କ ଆଜ୍ଞା ଲଡ଼ୁ ନିଲାମ

ପାଳଲହଡ଼ା: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡ଼ା ଗାଁରେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଉପଲକ୍ଷେ ଜୟ ଦୁର୍ଗା ଯୁବକ ସଂଘ ପକ୍ଷରୁ ଦେବୀଙ୍କ ଆଜ୍ଞା ଲଡୁ ନିଲାମ ହୋଇଛି। ଆଜ୍ଞା ଲଡୁକୁ ସେହି ଗାଁର ଅଶୋକ କୁମାର ନାୟକ…

Continue Reading୮୧୦୧ ଟଙ୍କାରେ ମା’ ଦୁର୍ଗାଙ୍କ ଆଜ୍ଞା ଲଡ଼ୁ ନିଲାମ

ବିଦାୟ ନେଲେ ମା ମହିଷାମର୍ଦ୍ଦିନୀ: ବାଜା ବାଣରେ କମ୍ପିଲା ସହର

ଅନୁଗୁଳ : ଅନୁଗୁଳରେ ଶାରଦୀୟ ପାର୍ବଣ ଦୁର୍ଗାପପୂଜା ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଛି।କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଭାଷାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଅପରାହ୍ନ ସାଢ଼େ ବାରଟା ସମୟରେ ମୃଣ୍ମୟୀ ମୂର୍ତି ଗୁଡିକୁ…

Continue Readingବିଦାୟ ନେଲେ ମା ମହିଷାମର୍ଦ୍ଦିନୀ: ବାଜା ବାଣରେ କମ୍ପିଲା ସହର

ନଳିନୀଙ୍କୁ ମିଳିଲା ସମ୍ବଲପୁର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଅନୁଗୁଳ: ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଦାୟୀତ୍ୱ ଦିଆ ଯାଇଥିବା ବେଳେ ଇଂ ନଳିନିକାନ୍ତ ପ୍ରଧାନଙ୍କୁ…

Continue Readingନଳିନୀଙ୍କୁ ମିଳିଲା ସମ୍ବଲପୁର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଟ୍ରେନ ଆସିବା ସମୟରେ ଫାଟକ ପକାଇବା ବେଳେ ଭାଙ୍ଗିପଡ଼ିଲା ଗେଟ୍, ଉଭୟ ପଟେ ଦୀର୍ଘ ସମୟ ଧରି ଅଟକିଲେ ଶହ ଶହ ଲୋକେ

ଅନୁଗୁଳ: ସ୍ଥାନୀୟ କୁରୁଡୁଲ ଗାଁ ଦେଇ ଯାଇଥିବା ଅନୁଗୁଳ- ସମ୍ବଲପୁର ଟ୍ରେନ ଲାଇନର ରେଳ ଫାଟକ ଭାଙ୍ଗି ଯାଇଛି। ଫଳରେ ଧାରଣାର ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଟ୍ରେନ ଆସୁଥିବାରୁ ରେଳ କର୍ମଚାରୀ ଫାଟକ…

Continue Readingଟ୍ରେନ ଆସିବା ସମୟରେ ଫାଟକ ପକାଇବା ବେଳେ ଭାଙ୍ଗିପଡ଼ିଲା ଗେଟ୍, ଉଭୟ ପଟେ ଦୀର୍ଘ ସମୟ ଧରି ଅଟକିଲେ ଶହ ଶହ ଲୋକେ

ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ଦୁଇ ଗାଈ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଫୁଲପଡ଼ାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଟି ଗାଈ ପ୍ରାଣ ହରାଇଛନ୍ତି। ଏଲ୍ ଆଇ ପଏଣ୍ଟକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ନିକଟରେ ଥିବା ପାଇପ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ପାଇପରେ ଲାଗି ଦୁଇ ଗାଈଙ୍କ…

Continue Readingବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ଦୁଇ ଗାଈ

ଆଜାଦି କି ଅମୃତ ମହୋତ୍ସବ: ଝୁମ୍ପୁଡି ବସ୍ତିରେ ଗୀତ, ନାଚ, ଝୋଟି ଓ ଡ୍ରଇଂ ପ୍ରତିଯୋଗିତା

ଆଠମଲ୍ଲିକ: ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୭୫ ତମ ଆଜାଦି କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏନଏସି ଅଞ୍ଚଳରେ ଥିବା ବିଭିନ୍ନ ଝୁମ୍ପୁଡି ବସ୍ତିଗୁଡ଼ିକରେ ଗୀତ, ନାଚ, ଝୋଟି ଓ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଗତ ସେପ୍ଟେମ୍ବର…

Continue Readingଆଜାଦି କି ଅମୃତ ମହୋତ୍ସବ: ଝୁମ୍ପୁଡି ବସ୍ତିରେ ଗୀତ, ନାଚ, ଝୋଟି ଓ ଡ୍ରଇଂ ପ୍ରତିଯୋଗିତା

ଟ୍ରେନରୁ ପଡି ମହିଳା ଗୁରୁତର

ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ବଇଣ୍ଡା ରେଳ ଷ୍ଟେସନ ନିକଟରେ ଜଣେ ମହିଳା ଟ୍ରେନରୁ ପଡି ଗୁରୁତର ହୋଇଛନ୍ତି।ଗୁରୁତର ମହିଳାଙ୍କ ନାଁ ସୁଜାତା ସାହୁ।ତାଙ୍କ ଘର କିଶୋରନଗର ଅଞ୍ଚଳର ତୁରୁଡ଼ା ଗାଁରେ ସପରିବାର ଟ୍ରେନ ଯାତ୍ରା କରୁଥିବା ବେଳେ ଉପରୋକ୍ତ ସ୍ଥାନରେ…

Continue Readingଟ୍ରେନରୁ ପଡି ମହିଳା ଗୁରୁତର