ମଦ ଭାଟି ଉଚ୍ଛେଦ ଦାବିରେ ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଟାକରସିଂହା ବାସୀ

ଅନୁଗୁଳ: ମଦ ଭାଟି ଉଚ୍ଛେଦ ନେଇ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଟାକରସିଂହା ଗ୍ରାମବାସୀ। ସ୍ଥାନୀୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତର ଟାକରସିଂହା ଗ୍ରାମବାସୀ ଗତ ୧୧ ତାରିଖରେ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ କୌଣସି ସମାଧାନ…

Continue Readingମଦ ଭାଟି ଉଚ୍ଛେଦ ଦାବିରେ ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଟାକରସିଂହା ବାସୀ

ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ, ବିଜୟ ଉତ୍ସବ ପାଳିଲା ବିଜେପି

ଅନୁଗୁଳ : ଦେଶର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବା ପରେ ଆଠମଲ୍ଲିକ ବିଜେପି ତରଫରୁ ପୁରୁଣାଗଡ଼ ମଦନ ମୋହନ ମନ୍ଦିରରେ ବିଜୟ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଆଦିବାସୀ ମହିଳାଙ୍କୁ…

Continue Readingରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ, ବିଜୟ ଉତ୍ସବ ପାଳିଲା ବିଜେପି

୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ‘ଭାରତରେ ଗରୀବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ…

Continue Reading୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ‘ଭାରତରେ ଗରୀବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’

ବିଶ୍ୱାସରେ ବିଷ ଦେଇ ୧୫ଶହ ଟଙ୍କା ନେଇଗଲା

ଅନୁଗୁଳ: ଅନୁଗୁଳ ମେଡ଼ିକାଲରେ ଦଲାଲ ମାନେ ଏବେ ସୁଦ୍ଧା ସକ୍ରିୟ ଅଛନ୍ତି। ସୋମବାର ସକାଳେ ବନ୍ତଳା ଅଞ୍ଚଳର ଜଣେ ରୋଗୀଙ୍କ ସଂପର୍କୀୟ ଠାରୁ ଜଣେ ଦଲାଲ ୧୫ଶହ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି। ବନ୍ତଳା ଖିଣ୍ଡା ନିକଟବର୍ତ୍ତୀ ମହୀଧରପଡା ଗାଁର…

Continue Readingବିଶ୍ୱାସରେ ବିଷ ଦେଇ ୧୫ଶହ ଟଙ୍କା ନେଇଗଲା

ଦେଶୀ ମଦ କିଣିବାକୁ ଯାଇଥିବା ବ୍ୟକ୍ତି ଓ ଦୋକାନୀ ମଧ୍ୟରେ ମାରପିଟ୍, ଜଣେ ଆହତ

ଅନୁଗୁଳ: ବଡ଼କେରା ପଞ୍ଚାୟତ ଦଳବେହେରା ସାହିରେ ଥିବା ଏକ ଦେଶୀ ମଦଭାଟିରେ ରବିବାର ଅପରାହ୍ନରେ ଗଣ୍ଡଗୋଳ ହୋଇ ଜଣେ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଦେଶୀ ମଦ ଭାଟିକୁ ଦଳବେହେରା…

Continue Readingଦେଶୀ ମଦ କିଣିବାକୁ ଯାଇଥିବା ବ୍ୟକ୍ତି ଓ ଦୋକାନୀ ମଧ୍ୟରେ ମାରପିଟ୍, ଜଣେ ଆହତ

ଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଅନୁଗୁଳ : ସ୍ଥାନୀୟ ବନ୍ତଳା ଥାନା ମାଟିଆ ସାହି ପଞ୍ଚାୟତ ବଡଦାଣ୍ଡ ସାହିବାସୀ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ପୁରୁଣାଗଡ଼ ଅଞ୍ଚଳରେ ୪ ଜଣ ଯୁବକ ସନ୍ଦିଗ୍ଧ ଭାବେ ବୁଲୁଥିଲେ।…

Continue Readingଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଆଦିବାସୀ ଯୁବତୀଙ୍କୁ ଅସଦାଚରଣର ୬ ଦିନ ପରେ ବି ପୋଲିସ ଚୁପ୍, ଥାନା ଘେରିଲେ ମହିଳା

ଅନୁଗୁଳ: ୨ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ନେଇ ଥାନାରେ ମାମଲା ରୁଜୁ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ଇତି ମଧ୍ୟରେ ଏହି ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି। ଏହି ଘଟଣାକୁ ବିରୋଧ କରି ଆଜି…

Continue Readingଆଦିବାସୀ ଯୁବତୀଙ୍କୁ ଅସଦାଚରଣର ୬ ଦିନ ପରେ ବି ପୋଲିସ ଚୁପ୍, ଥାନା ଘେରିଲେ ମହିଳା

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଜାତୀୟ ରାଜପଥ ନେଇ ସମୀକ୍ଷା

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ରବିବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଢେଙ୍କାନାଳ ଓ ଅନୁଗୁଳର ଲୋକପ୍ରତିନିଧିମାନଙ୍କ ସହ ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ଆଲୋଚନା କରିବା ସହ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଚାଲୁ…

Continue Readingଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଜାତୀୟ ରାଜପଥ ନେଇ ସମୀକ୍ଷା

ଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ବନଖଣ୍ଡର ବନ୍ତଳା ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜର ସ୍ବର୍ଗତ ଜୟନ୍ତ କୁମାର ସାହୁଙ୍କ ସ୍ମୃତିରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ହମାମିରା ଗାଁରେ ବୃକ୍ଷରୋପଣ କରାଯାଇଛି। ଗାଁର ଶ୍ରୀ ଗଣେଶ ସ୍ବଂୟ ସହାୟକ ଗୋଷ୍ଠୀ ଓ ମା’ ଗ୍ରାମେଶ୍ବରୀ…

Continue Readingଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ

ପ୍ରେମ ନିବେଦନକରି ନିସ୍ତୁକ ଛେଚା ଖାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ପ୍ରେମ ନିବେଦନ କରିବାକୁ ଯାଇ ଜଣେ ଯୁବକ ନିସ୍ତୁକ ଛେଚାଖାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ଗୌତମ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାହୁ ଏକ…

Continue Readingପ୍ରେମ ନିବେଦନକରି ନିସ୍ତୁକ ଛେଚା ଖାଇଲେ ଯୁବକ