ରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୩ ଦିନରେ ପହଞ୍ଚିଲା ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ଅନୁଗୁଳ: ତାଳଚେର ନୂଆ ବଲଣ୍ଡା ଠାରେ ଜାତୀୟ ରାଜପଥ ଓ ଏନଟିପିସି ରାସ୍ତାର ନିର୍ମାଣ ଓ ମରାମତି ଦାବିରେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି। ପୂର୍ବତନ ସାଂସଦ ମହେଶ…

Continue Readingରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୩ ଦିନରେ ପହଞ୍ଚିଲା ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଅନୁଗୁଳ: ବୁଧବାର ଅନୁଗୋଳ ସହରରେ ଗଜଲକ୍ଷ୍ମୀ ପୂଜା ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଉଭୟ ପୋଲିସ ଓ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଯାଞ୍ଚ କରାଯାଉଥିବା ଦେଖାଯାଇଛି। ମୁଖ୍ୟତଃ ଏହି…

Continue Readingଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଭଉଣୀ ମଥାରୁ ସିନ୍ଦୂର ପୋଛିଲା ଭାଇ: ଯାତ୍ରା ଦେଖିବାକୁ ଡାକି ନେଇ ଭିଣୋଇକୁ ହତ୍ୟା, ୨ ଗିରଫ

ଅନୁଗୁଳ: ଶଳା ମାଡ଼ରେ ଭିଣୋଇର ମୃତ୍ୟୁ ଘଟଣାରେ ଛେଣ୍ଡିପଦା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁର ବନି ନାଏକ ଓ ଦାଶରଥୀ ନାଏକ। ସୂଚନା ମୁତାବକ, ବାଲିପଟା ଗାଁ…

Continue Readingଭଉଣୀ ମଥାରୁ ସିନ୍ଦୂର ପୋଛିଲା ଭାଇ: ଯାତ୍ରା ଦେଖିବାକୁ ଡାକି ନେଇ ଭିଣୋଇକୁ ହତ୍ୟା, ୨ ଗିରଫ

ଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ଅନୁଗୁଳ: ବୁଧବାର ସକାଳ ୯ ଘଟିକାରେ ଅନୁଗୁଳ କାଲଟାକ୍ସ ଛକ ଠାରେ ଅମରବାଣୀ ଇଂଲିଶ ମିଡିୟମ ସ୍କୁଲ (ICSE) ଦ୍ୱାରା "ସ୍ୱଚ୍ଛ ପରିବେଶ, ସୁସ୍ଥ ସ୍ୱାସ୍ଥ୍ୟ" ସଂକଳ୍ପ ନେଇ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଜେ. ଶର୍ମିଲାଙ୍କ…

Continue Readingଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ମା’ ନେଲେ ମେଲାଣି: ଲକ୍ଷ୍ମୀ ପୂଜା ଭସାଣି ସମାରୋହରେ ଜନସମୁଦ୍ର

ଅନୁଗୁଳ: ଆଜି ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ସମାରୋହ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଭସାଣି ସମାରୋହକୁ ଶୃଙ୍ଖଳାର ସହ ସମ୍ପନ୍ନ କରିବାପାଇଁ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଥାନା ଛକରେ ଆୟୋଜିତ ଏହି ସମାରୋହରେ…

Continue Readingମା’ ନେଲେ ମେଲାଣି: ଲକ୍ଷ୍ମୀ ପୂଜା ଭସାଣି ସମାରୋହରେ ଜନସମୁଦ୍ର

ତାଳଚେରରେ ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ନଜର: ଖୁଚୁରାଙ୍କୁ ଜବତ, ବଡ଼ଙ୍କୁ ମାଫ?

ଅନୁଗୁଳ: ଦୀପାବଳି ପର୍ବ ପାଖେଇ ଆସୁଥିବା ବେଳେ ତାଳଚେରରେ ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ନଜର ରଖିଛି। କୋର୍ଟ ଓ ବିଶେଷଜ୍ଞମାନେ ବାଣର ଜୀବଜଗତ ଉପରେ କୁପ୍ରଭାବକୁ ନେଇ ସତର୍କ କରିଥିବା ବେଳେ, ପରମ୍ପରା ବଜାୟ ରଖିବା ନାଁରେ ଅତ୍ୟଧିକ ରାସାୟନିକ…

Continue Readingତାଳଚେରରେ ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ନଜର: ଖୁଚୁରାଙ୍କୁ ଜବତ, ବଡ଼ଙ୍କୁ ମାଫ?

ପଙ୍ଗୁ ପାଲଟିଛି ଜିଲ୍ଲା କର୍ଣ୍ଣ ନାସା ବିଭାଗ: ଅସ୍ତ୍ରୋପଚାର ପାଇଁ ସରଞ୍ଜାମ ନାହିଁ

ଅନୁଗୁଳ: ଗତ ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ଜିଲ୍ଲା କର୍ଣ୍ଣ-ନାସା-ଗଳା ବିଭାଗ ପଙ୍ଗୁ ହୋଇ ପଡ଼ିଛି। କାନକୁ ମୋବାଇଲ ଟର୍ଚ୍ଚ ମାରି ଦେଖିବା ଏବଂ ଔଷଧ ଚିଠା କରିବା ଛଡା ଏଠାରେ ଆଜିଯାଏ କିଛି ହୋଇ ପାରିଲା ନାହିଁ। ଜିଲ୍ଲା…

Continue Readingପଙ୍ଗୁ ପାଲଟିଛି ଜିଲ୍ଲା କର୍ଣ୍ଣ ନାସା ବିଭାଗ: ଅସ୍ତ୍ରୋପଚାର ପାଇଁ ସରଞ୍ଜାମ ନାହିଁ

ବିଭିନ୍ନ ମନ୍ଦିର ଲୁଟ ଘଟଣାର ପର୍ଦ୍ଦାଫାଶ: ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା,ଠାକୁରଗଡ଼ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରି କରିଥିବା ଏକ ଦଳର ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଘଟଣାରୁ ପ୍ରକାଶ ଗତ ଅକ୍ଟୋବର ୧୩ ତାରିଖରେ ହଣ୍ଡପା ପୋଲିସକୁ ସୂଚନା ମିଳିଲା କି ସ୍ଥାନୀୟ…

Continue Readingବିଭିନ୍ନ ମନ୍ଦିର ଲୁଟ ଘଟଣାର ପର୍ଦ୍ଦାଫାଶ: ୩ ଗିରଫ

ଅନୁଗୁଳ ମେଡିକାଲ ମହାଦୁର୍ନୀତି ମାମଲା: ଆକାଉଣ୍ଟାଣ୍ଟ ନିଲମ୍ବିତ, ଥାନାରେ ମାମଲା

ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ମେଡିକାଲରେ ଚାଲି ଆସିଥିବା ମହାଦୁର୍ନୀତି ମାମଲାରେ ଏକ ନୂଆ ମୋଡ଼ ଆସିଛି।ସିଡିଏମଓ ଡ଼ା ମଦନମୋହନ ପ୍ରଧାନ ଏକ ବାର୍ତାରେ ଦରମା ଘୋଟାଲାର କିଙ୍ଗ ପିନ କୁହାଯାଉଥିବା ଆକାଉଣ୍ଟାଣ୍ଟ ସୁବ୍ରତ ବେହେରାଙ୍କୁ ନିଲମ୍ବିତ କରିବା…

Continue Readingଅନୁଗୁଳ ମେଡିକାଲ ମହାଦୁର୍ନୀତି ମାମଲା: ଆକାଉଣ୍ଟାଣ୍ଟ ନିଲମ୍ବିତ, ଥାନାରେ ମାମଲା

କୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଲାଡ ସେଣ୍ଟ୍ରାଲ ମହାଲକ୍ଷ୍ମୀ ପୂଜା କମିଟି ଓ ବଣିକ ସଂଘ ପୂଜା କମିଟି ମିଳିତ ଭାବେ ମା’ଙ୍କ ଆଜ୍ଞାଲଡୁ ସୋମବାର ନିଲାମ କରିଥିଲେ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଜ୍ଞାଲଡୁ ପାଇଁ ଉତ୍ସାହ ଦେଖାଗଲା। ନିଲାମରେ “ରୋଡ ଆଣ୍ଡ ରୁଫ”…

Continue Readingକୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ