ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ଶୈଳ ଶ୍ରୀକ୍ଷେତ୍ର ବେଦ ଭବନରେ ଆୟୋଜିତ ସମାରୋହରେ ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ସଂଯୋଜକ ସ୍ବାମୀ ସତଚିଦାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ମାନଙ୍କ…

Continue Readingବିଭିନ୍ନ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

୧୫ରୁ ହିଙ୍ଗୁଳା ଯାତ୍ରା: ମା’ ଅଗ୍ନିରୂପାଙ୍କୁ ଦର୍ଶନ କରିବେ ଭକ୍ତ

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ । ଗୋପାଳପ୍ରସାଦ ସ୍ଥିତ ମା’ଙ୍କ ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ମା’…

Continue Reading୧୫ରୁ ହିଙ୍ଗୁଳା ଯାତ୍ରା: ମା’ ଅଗ୍ନିରୂପାଙ୍କୁ ଦର୍ଶନ କରିବେ ଭକ୍ତ

ଏସବିଆଇର ମଲବେରି ଚାଷ ପାଇଁ ଋଣ ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଲବେରି ଚାଷ ପାଇଁ ଏସବିଆଇ ପକ୍ଷରୁ ଏକ ଋଣପତ୍ର ବଣ୍ଟନ ସମାରୋହ ଶନିବାର ଆୟୋଜିତ ହୋଇଥିଲା। ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରିଅମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ମଣ୍ଡଳ…

Continue Readingଏସବିଆଇର ମଲବେରି ଚାଷ ପାଇଁ ଋଣ ପ୍ରଦାନ

ଚୋରା କାଷ୍ଟ ଆଇରନ୍ ପାଇପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚୋରା କାଷ୍ଟ ଆଇରନ୍ ପାଇପ୍ ବୋଝେଇ ଟ୍ରକ୍‌କୁ ଜବତ କରିଛି। ସୂଚନା ଯେ, ସଦର ପୁଲିସ ୫୫ନଂ ଜାତୀୟ ରାଜପଥର ପଞ୍ଚମହଲାଠାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ୍(ଓଆର…

Continue Readingଚୋରା କାଷ୍ଟ ଆଇରନ୍ ପାଇପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

୮ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ଆସୁଛନ୍ତି ଓଲିଉଡ୍ ଓ ବଲିଉଡର ବହୁତ ନାମୀ ଦାମୀ ତାରକା

ଅନୁଗୁଳ: ଆସନ୍ତା ୮ ତାରିଖରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ମହୋତ୍ସବ। ଏ ଅବସରରେ ସହରକୁ ଛୁଟିବ ବଡ଼ ବଡ଼ ତାରକାଙ୍କ ଆଗମନ। ମହୋତ୍ସବ ପାଇଁ ଆସୁଥିବା ତାରକାଙ୍କ ବିଧିବଦ୍ଧ ତାଲିକା ପ୍ରକାଶିତ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ସୂଚନା…

Continue Reading୮ ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ଆସୁଛନ୍ତି ଓଲିଉଡ୍ ଓ ବଲିଉଡର ବହୁତ ନାମୀ ଦାମୀ ତାରକା

ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବ ମଦ, ଲାଗୁ ହେଲା ନୂତନ ଅବକାରୀ ନୀତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ। ଲାଗୁ ହେଲା ନୂଆ ଅବକାରୀ ନୀତି । ନୂତନ ଅବକାରୀ ନୀତି ଅନୁଯାୟୀ ରାଜ୍ୟ ସରକାର ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ସେହିପରି ଆଉ ଠାକୁର…

Continue Readingରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବ ମଦ, ଲାଗୁ ହେଲା ନୂତନ ଅବକାରୀ ନୀତି

ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଜନଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ…

Continue Readingମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଜନଶୁଣାଣି

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଅନୁଗୁଳ: ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ…

Continue Readingଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

କୂଅରେ ପଡ଼ି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ରଥ ସାହିରେ କୂଅରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ଞାନରଞ୍ଜନ ପ୍ରଧାନ (୩୦) । ସୂଚନା ଯେ, ଗୁରୁବାର ଜ୍ଞାନ ରାତିରେ ଖାଇପିଇ ବାଗଡିଆ ଛକକୁ ଯାଉଛି…

Continue Readingକୂଅରେ ପଡ଼ି ଯୁବକ ମୃତ

୮୭ତମ ପୁଲିସ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ରିଜର୍ଭ ପୁଲିସ ପଡ଼ିଆରେ ଶୁକ୍ରବାର ୮୭ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଯାଇଛି। ଏହି ଉତ୍ସବରେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ଡଃ ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ…

Continue Reading୮୭ତମ ପୁଲିସ ପ୍ରତିଷ୍ଠା ଦିବସ