୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି
ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨୨ ନ˚ ୱାର୍ଡ କାଉନ୍ସିଲର ପ୍ରାର୍ଥୀ ଶ୍ରୀମତୀ ଖୁସ୍ବୁ ଅଗ୍ରଵାଲା ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢ଼ିବାରେ ଲାଗିଛି। ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ୨୨ ନ˚ ୱାର୍ଡଟି ମଦନମୋହନପଡ଼ା, ମିଶ୍ରପଡ଼ା, ହରିମହୁରି…
