ନାଲ୍‌କୋ ଅଞ୍ଚଳରେ ଚୋରି: ରାତି ଅଧରେ ଘରୁ ଲୁଟି ନେଲେ ସୁନା ଓ ନଗଦ ଟଙ୍କା

ଅନୁଗୁଳ: ରାତି ଅଧରେ ଘରେ ପଶି କଳା କନା ବୁଲାଇଲା ଚୋର। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ନାଲ୍‌କୋ ଅଞ୍ଚଳର ଏକ ଘରେ ପଶି ଜଣେ ଯୁବକ ସୁନା ଗହଣା ସମେତ ନଗଦ ୯ ହଜାର ଟଙ୍କା ଚୋରି କରିଥିବା ନେଇ…

Continue Readingନାଲ୍‌କୋ ଅଞ୍ଚଳରେ ଚୋରି: ରାତି ଅଧରେ ଘରୁ ଲୁଟି ନେଲେ ସୁନା ଓ ନଗଦ ଟଙ୍କା

ନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

ଅନୁଗୁଳ: ମଦ ମାଫିଆ ମାନେ ଗାଡ଼ି ମଟରରେ ଅନ୍ୟର ନମ୍ୱର ପ୍ଲେଟ ଲଗାଇ ମଦ ଚାଲାଣ କରୁଥିବାବେଳେ ଧରା ପଡିଲେ ବିଚରା ଅସଲି ମାଲିକ ହରଡ଼ଘଣାରେ ପଡ଼ୁଛି।ଏଭଳି ଏକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଲିଙ୍ଗରା ଯୋଡ଼ି ଗ୍ରାମର ଉପେନ୍ଦ୍ର ପଟ୍ଟନାୟକ।ଗତ ୨୫…

Continue Readingନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣିଥରେ ବାଜି ମାରି ନେଇଛି ବିଜେଡି। ଚଳିତ ନିର୍ବାଚନରେ ଜିଲ୍ଲାର ୮ଟି ଯାକ ବ୍ଲକରେ ଅଧ୍ୟକ୍ଷ ପଦ ବିଜେଡି ହାତେଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରେ ଶଙ୍ଖ ଧ୍ୱନି ବାଜିଛି ଓ ବିଜେଡି ବିପୁଳ…

Continue Reading୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଯେ, ମୃତକ ପରିବା ବ୍ୟବସାୟୀ ଜଣକ ହେଲେ ମାନସ…

Continue Readingବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

କମେଣ୍ଟ୍‌ମରାକୁ ନେଇ ଆକ୍ରମଣ:‌ ଛାତ୍ର ଗୁରୁତର

ଅନୁଗୁଳ: ଅନୁଗୁଳ ଖଲାରି ନିକଟରେ ଗୁରୁବାର ଅପରାହ୍ନରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ହାଇସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କଲେଜ୍ ଛକ ନିକଟରେ ଥିବା ଏକ ପ୍ରତିଷ୍ଠିତ ଛାତ୍ରା ବାସର ପିଲାମାନେ ସ୍ଥାନୀୟ ଖଲାରି ହାଇ ସ୍କୁଲ ରେ ପଢନ୍ତି।ଏହି…

Continue Readingକମେଣ୍ଟ୍‌ମରାକୁ ନେଇ ଆକ୍ରମଣ:‌ ଛାତ୍ର ଗୁରୁତର

୬ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା

ଅନୁଗୁଳ: ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା ତଥା ପାତର ଅନ୍ତର ନୀତିକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ପକ୍ଷ ରୁ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଏହି ଧାରଣା ଦେଇଛି।…

Continue Reading୬ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା

ବାଣ ଝୁଲ ପଡ଼ି ତିନି ବଖରା ଜଳିଗଲା

ଅନୁଗୁଳ: ଅନୁଗୁଳ ଥାନା ଜରାସିଂହାରେ ଗୁରୁବାର ଅପରାହ୍ନ ପାଞ୍ଚଟା ସମୟରେ ଅଗ୍ନିକାଣ୍ଡ ଘଟି ଶିଶିର କୁମାର ସ୍ବାଇଁଙ୍କ ତିନି ବଖରା ଚାଳ ଘର ପୋଡିଯାଇଛି। ସୂଚନା ଯେ, ଗାଁ ରେ ଏକ ବାହାଘର ଅବସରରେ ବାଣ ଝୁଲ ପଡ଼ି ଚାଳରେ ନିଆଁ…

Continue Readingବାଣ ଝୁଲ ପଡ଼ି ତିନି ବଖରା ଜଳିଗଲା

କାଏମ ରହିଲା ସବୁ ନାମାଙ୍କନ

ଅନୁଗୁଳ: ପୌର ଭୋଟ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି। ଅନୁଗୁଳ ପୌରପାଳିକା ପାଇଁ ନିର୍ବାଚନ ଅଧିକାରୀ ଥିବା ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲାବେଳେ ସମସ୍ତ ନାମାଙ୍କନ କାଏମ ରହିଛି। ଗୋଟିଏ ହେଲେ ବି…

Continue Readingକାଏମ ରହିଲା ସବୁ ନାମାଙ୍କନ

ଦୁଇ ଅଟୋକୁ ଧକ୍କା ଦେଲା କାର: ଅଳ୍ପକେ ବର୍ତିଲେ ବାଟୋଇ

ଅନୁଗୁଳ: ବୁଧବାର ଅପରାହ୍ନ ପ୍ରାୟ ସାଢେ଼ ତିନିଟା ବେଳେ ମାଛ ମାର୍କେଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ମାଛ ମାର୍କେଟ ପଟୁ ଦୃତ ଗତିରେ ଆସୁଥିବା ଏକ କାର ଜୁଭେନାଇଲ ଜେଲ ନିକଟରେ ମରାମତି ହେବାକୁ ଥିବା ଦୁଇ ଅଟୋ…

Continue Readingଦୁଇ ଅଟୋକୁ ଧକ୍କା ଦେଲା କାର: ଅଳ୍ପକେ ବର୍ତିଲେ ବାଟୋଇ

ରାମେଶ୍ବର ଯୁବ କ୍ଲବ୍ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାମେଶ୍ବର ଯୁବ କ୍ଲବ୍ ଖଲାରୀକୁ ଚଳିତ ବର୍ଷ ପାଇଁ ନେହେରୁ ଯୁବ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି ।…

Continue Readingରାମେଶ୍ବର ଯୁବ କ୍ଲବ୍ ପୁରସ୍କୃତ