ବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନ ବିଭାଗ ଗୁରୁବାର ମଧ୍ୟାହ୍ନରେ ଚୋରା ଶାଳ କାଠ ବୋଝେଇ ଏକ ଟାଟା ଏସି ଗାଡ଼ି (OR 29A 0747) ଜବତ କରିଛି। ଅନୁଗୋଳ ବ୍ଲକର ଇଙ୍କରବନ୍ଧ ଗାଁ ନିକଟସ୍ଥ ବଉଳି ନାଳ ବ୍ରିଜ ପାଖରେ…

Continue Readingବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନ ଭରତପୁରରେ ଦିବାଲୋକରେ ଦୁଇ ଦୁର୍ବୃତ୍ତ ଏକ ବାଇକର ଡିକି ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଘଟଣା…

Continue Readingତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

ପାଳଲହଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ପାଳଲହଡ଼ା: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ୯ ଅକ୍ଟୋବର ଗୋପବନ୍ଧୁ ଜୟନ୍ତୀଠାରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବତନ…

Continue Readingପାଳଲହଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜାତୀୟ ରାଜପଥ ପିଟିସି ଠାରେ ଗୁରୁବାର ପୂର୍ବାହ୍ନରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଆଠମଲ୍ଲିକ ଅଞ୍ଚଳର…

Continue Readingଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

ପାରିବାରିକ କଳହ ପରେ ବୃଦ୍ଧଙ୍କ ଆତ୍ମହତ୍ୟା ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୋଡ଼ାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରୁ ୬୫ ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଝୁଲନ୍ତା ମୃତଦେହ ଛେଣ୍ଡିପଦା ପୋଲିସ ଉଦ୍ଧାର କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି, ଗତ ସୋମବାର ପାରିବାରିକ କଳହ ପରେ ପୂର୍ଣ୍ଣଚନ୍ଦ୍ର…

Continue Readingପାରିବାରିକ କଳହ ପରେ ବୃଦ୍ଧଙ୍କ ଆତ୍ମହତ୍ୟା ସନ୍ଦେହ

ବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଗୋପବନ୍ଧୁ ଜନ କଲ୍ୟାଣ ସମିତି ପକ୍ଷରୁ ଗୁରୁବାର ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ…

Continue Readingବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଅଣ୍ଡା ଲୁଟ ଘଟଣାରେ ଆଉ ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧.୫୧ ଲକ୍ଷ ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ବୁଧବାର ଆଉ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ଅଣ୍ଡା ବ୍ୟବସାୟୀ ଏସ.କେ.…

Continue Readingଅଣ୍ଡା ଲୁଟ ଘଟଣାରେ ଆଉ ୨ ଗିରଫ

୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ବୁଧବାର ଶୁଭାରମ୍ଭ ହୋଇଛି। ଉପଖଣ୍ଡ ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ମା’ ଲକ୍ଷ୍ମୀ ପୂଜା ସମୟରେ ରାଜ୍ୟର ୮ଟି ବଛା ଦଳ ଅଂଶଗ୍ରହଣ କରିଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ…

Continue Reading୩୭ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଶୁଭାରମ୍ଭ

ଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ପୁରୁଣାମାନ୍ତ୍ରୀ ପଞ୍ଚାୟତର ମାଳିପଦର ଗ୍ରାମର ରଞ୍ଜନ ଖମାରୀ (୪୨) ବୁଧବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ଚାଷ ଜମିରେ ଘାସ ବାଛୁଥିବା ବେଳେ ଘଡ଼ଘଡ଼ି ସହ ବର୍ଷା ହେବାରୁ ବଜ୍ରାଘାତର ଶିକାର ହୋଇଥିଲେ। ଗ୍ରାମବାସୀ…

Continue Readingଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଏଡିଭି ପକ୍ଷରୁ ବାୟୁ ସେନା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଡିଫେନ୍ସ ଭେଟେରାନସ୍ ପକ୍ଷରୁ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାୟୁ ସେନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ସୈନିକ ସଂଘର ସଭାପତି ଅନିଲ କୁମାର ମହାନ୍ତି ଏହି ସମାରୋହକୁ ଉଦ୍ଘାଟନ କରିବା ସହ ଦେଶର ସୁରକ୍ଷାରେ ବାୟୁ ସେନାର…

Continue Readingଏଡିଭି ପକ୍ଷରୁ ବାୟୁ ସେନା ଦିବସ ପାଳିତ