ବିଜୁ ମଇଦାନ ପାଲଟିଛି ମଦୁଆଙ୍କ ଆଡ୍ଡା

ଅନୁଗୁଳ: ଗତ କିଛି ମାସ ଧରି ବିଜୁ ମଇଦାନ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନୁଗୁଳ ସହର ଭିତରେ ହେଲଥ୍ କରିଡ଼ର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଚି। ଏସବୁ ଭିତରେ ବିଜୁ ମଇଦାନ ଚାରିପଟେ ରଙ୍ଗୀନ…

Continue Readingବିଜୁ ମଇଦାନ ପାଲଟିଛି ମଦୁଆଙ୍କ ଆଡ୍ଡା

୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ

ଅନୁଗୁଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ଶତାଧିକ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନଥିବାରୁ ଏହିସବୁ ୱାର୍ଡ଼ରେ ନାମାଙ୍କନପତ୍ର ଦାଖଲ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।…

Continue Reading୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ

ପଞ୍ଚାୟତରାଜ ନିର୍ବାଚନ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଅନୁଗୁଳ: ତ୍ରି-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅଧ୍ୟକ୍ଷତା କରି ଉପସ୍ଥିତ ଅଧିକାରୀମାନଙ୍କୁ ସଜାଗ ରହିବା ସହ ଆଦର୍ଶ ଆଚରଣ…

Continue Readingପଞ୍ଚାୟତରାଜ ନିର୍ବାଚନ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଦହସିଲ ଛକରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ପଣ୍ଡ ହୋଇଛି।ସୂଚନା ଯେ, ଛେଣ୍ଡିପଦା ତହସିଲ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏଲ୍ଆଇସି ଏଜେଣ୍ଟ ମୋହନ ମହାପାତ୍ରଙ୍କ ମଟରସାଇକେଲ ଡିକି ଭାଙ୍ଗି ଦୁର୍ବୃତ ମାନେ…

Continue Readingଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ

ଜବରଦଖଲ ଉଚ୍ଛେଦ ଲୋକ ଦେଖାଣିଆ

ଅନୁଗୁଳ: ଅନୁଗୁଳ ରାଜା ଛକ ଠାରୁ ଜେଲ ପର୍ଯ୍ୟନ୍ତ ରାସ୍ତାରୁ ଗୁରୁବାର ସକାଳେ ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଦେଖିବାକୁ ମିଳିଥିଲା ।ସେଠାରେ ଥିବା ଅସ୍ଥାୟୀ ସେଡ ଏବଂ ଠେଲା ଗୁଡ଼ିକୁ ଜେଶିବି ଲଗାଇ ହଟାଯାଇଥିଲା।ସୋନ୍ଦର୍ଯ୍ୟକରଣ ପାଇଁ ଏଭଳି ଉଚ୍ଛେଦ…

Continue Readingଜବରଦଖଲ ଉଚ୍ଛେଦ ଲୋକ ଦେଖାଣିଆ

ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ମୂଷା ପାପୁଲି ନିକଟରେ ଗୁରୁବାର ଦିନ ପ୍ରାୟ ସାଢେ଼ ଏଗାର ଟା ବେଳେ ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଟାଟା ପାୱାର ଅଧୀନରେ…

Continue Readingଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୨ ମୃତ

ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍ ଠାରେ ଅନୁଗୁଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିନା ଦର୍ଶକ ତଥା କୋଭିଡ୍ କଟକଣା ଭିତରେ ପାଳିତ ହେଉଥିବା ଏହି ସମାରୋହରେ ରାଜ୍ୟ ପଞ୍ଚାୟତିରାଜ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି…

Continue Readingଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ

ଦିଲ୍ଲୀ ରାଜପଥରେ ଓଡ଼ିଶୀ ନାଚିଲେ ଅନୁଗୁଳ କଳାକାର

ଅନୁଗୁଳ: ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଭାରତର ସାମରିକ ସାମର୍ଥ୍ୟ, କଳା ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।…

Continue Readingଦିଲ୍ଲୀ ରାଜପଥରେ ଓଡ଼ିଶୀ ନାଚିଲେ ଅନୁଗୁଳ କଳାକାର

ରାଷ୍ଟ୍ରପିତାଙ୍କ ଅପମାନ ବିରୁଦ୍ଧରେ ପ୍ରତିବାଦ ସଭା

ଅନୁଗୁଳ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନ ବିରୁଦ୍ଧରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଅନୁଗୁଳ ଗାନ୍ଧୀ ପାର୍କ ପରିସରରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପ୍ରତିଷ୍ଠାନର ସଭାପତି ଆଇନଜୀବି ଶରତ ଚନ୍ଦ୍ର ସାହୁ, ଉପସଭାପତି…

Continue Readingରାଷ୍ଟ୍ରପିତାଙ୍କ ଅପମାନ ବିରୁଦ୍ଧରେ ପ୍ରତିବାଦ ସଭା

ଏବେ ଚାଲିଛି ମିଶାଣ ଫେଡାଣର ପର୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ପଞ୍ଚାୟତ ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ…

Continue Readingଏବେ ଚାଲିଛି ମିଶାଣ ଫେଡାଣର ପର୍ବ