ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିଏମ୍‌ସିସି ଚାମ୍ପିୟନ୍‌, ଡିସିସି ରନର୍ସଅପ

ଅନୁଗୁଳ: ମର୍ଣ୍ଣିଷ୍ଟାର୍‌ କ୍ରିକେଟ କ୍ଲବ ତରଫରୁ ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ଷଷ୍ଠ ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ରେ ଅନୁଗୋଳର ବିଏମ୍‌ସିସି ଏବଂ ତାଳଚେର ଡିସିସି ମଧ୍ୟରେ ଖେଳା ଯାଇଥିଲା । ମୋଟ ୩ଟି ମ୍ୟାଚ୍‌…

Continue Readingମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିଏମ୍‌ସିସି ଚାମ୍ପିୟନ୍‌, ଡିସିସି ରନର୍ସଅପ

ଚିକୁନ ମୃତ୍ୟୁ ମାମଲା, ୩ ସିକ୍ୟୁରୀଟି ଗାର୍ଡ ବହିଷ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା ଆଇପିଡ଼ି କୋଠାରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ମେଡିକାଲରେ ନିୟୋଜିତ ୩ ଜଣ ସିକ୍ୟୁରୀଟି ଗାର୍ଡଙ୍କୁ ବହିଷ୍କୃତ କରାଯାଇଛି। ଗୋତମରା ଗାଁ ପଦ୍ମ ଚରଣ…

Continue Readingଚିକୁନ ମୃତ୍ୟୁ ମାମଲା, ୩ ସିକ୍ୟୁରୀଟି ଗାର୍ଡ ବହିଷ୍କୃତ

ଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଟଙ୍କା ନ ଦେବାରୁ ବାପାଙ୍କୁ ପନିଖିରେ ଗୋଡ଼ାଇ ହାଣିଛି ପୁଅ। ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବାପା ବିକ୍ରମ ସାହୁଙ୍କ ଆକାଉଣ୍ଟକୁ କୋଭିଡ ସହାୟତା…

Continue Readingଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

୩୦ ଯାଏଁ ମେଘୁଆ ପାଗ, କାଁ ଭାଁ ବର୍ଷା ସମ୍ଭାବନା

ଅନୁଗୁଳ: ବଢୁଛି ପାରଦ କମିବ ଶୀତ । ୨୭ ରୁ ୩୦ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଧୀରେ ଧୀରେ ରାତିର ତାପମାତ୍ରା ବଢ଼ିବ । କିଛି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ…

Continue Reading୩୦ ଯାଏଁ ମେଘୁଆ ପାଗ, କାଁ ଭାଁ ବର୍ଷା ସମ୍ଭାବନା

ଅନୁଗୁଳ-ନରସିଂହପୁର ଯାତାୟାତ ଠପ୍

ଅନୁଗୁଳ: ଅନୁଗୁଳ-ନରସିଂହପୁର ବୁଢ଼ାବୁଢ଼ୀ ଘାଟିର ଦ୍ୱିତୀୟ ବାଙ୍କରେ ଶନିବାର ରାତିରେ ଦୁର୍ଘଟଣା ଘଟି ପୁଣି ଏକ ୧୪ ଚକିଆ ଟ୍ରକ ଅଟକି ରହିଥିବାରୁ ଅନୁଗୁଳରୁ ନରସିଂହପୁରକୁ ଯାତାୟାତ ବନ୍ଦ ରହିଛି । ପ୍ରକାଶ ଥାଉକି, ଏହି ଘାଟି ରାସ୍ତାରେ ଦୈନିକ ଶହ…

Continue Readingଅନୁଗୁଳ-ନରସିଂହପୁର ଯାତାୟାତ ଠପ୍

ଛିନତାଇ ଅଭିଯୋଗରେ ୩ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁରେ ଏକ ଛିନତାଇ ଘଟଣାରେ ପୁଲିସ ଶନିବାର ୩ ଜଣ ଯୁବକ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯୟୀ, ନଭେମ୍ବର ୪ ତାରିଖରେ ଗାଁର ନବ ସାହୁ ଚଣ୍ଡିବଜାର ରେ…

Continue Readingଛିନତାଇ ଅଭିଯୋଗରେ ୩ ଯୁବକ ଗିରଫ

ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ତଥା ମହିଳା ଏବଂ ଶିଶୁ ଆଜି ବିପଦରେ ଅଛନ୍ତି ଦର୍ଶାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଦୈନିକ…

Continue Readingବିଜେପି ମହିଳା ମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର

ଅବସରପ୍ରାପ୍ତ ପରିମଳ ଅଧିକାରୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଏନ୍ଏସିର ପ୍ରାକ୍ତନ ସ୍ୟାନିଟାରୀ ଇନ୍ସପେକ୍ଟର ବ୍ରଜବନ୍ଧୁ ସାହୁଙ୍କ ଶନିବାର ସନ୍ଧ୍ୟାରେ ତାଙ୍କ ସିମିଳିପଡା ସ୍ଥିତ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ମାସ ଧରି ବାର୍ଦ୍ଧକ୍ୟ ଜନିତ…

Continue Readingଅବସରପ୍ରାପ୍ତ ପରିମଳ ଅଧିକାରୀଙ୍କ ପରଲୋକ

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର , ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣାବେଡ଼ା ଗାଁ ନିକଟ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ୟଦାର କରିଛି ପୁଲିସ। ସୂଚନା ଯେ, ସେରେଣାବେଡ଼ା ଗାଁର ସବିତା ବେହେରା ବନ୍ତଳା ଅଞ୍ଚଳରେ ଚିକୁ ବେହେରାଙ୍କୁ ୧୨ ବର୍ଷ…

Continue Readingମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର , ହତ୍ୟା ଅଭିଯୋଗ

ଯୁବ ସମାଜସେବୀ ମାନସଙ୍କୁ ରାଷ୍ଟ୍ରୀୟ କଳିଙ୍ଗ ସେବାରତ୍ନ ସମ୍ମାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବ ସମାଜସେବୀ ମାନସ ରଞ୍ଜନ ଦେହୁରୀଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ କଳିଙ୍ଗ ସେବାରତ୍ନ ଆୱାର୍ଡ ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

Continue Readingଯୁବ ସମାଜସେବୀ ମାନସଙ୍କୁ ରାଷ୍ଟ୍ରୀୟ କଳିଙ୍ଗ ସେବାରତ୍ନ ସମ୍ମାନ