ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରାଜଜ ଡଃ ଭାଗ୍ୟଲକ୍ଷ୍ମୀ ରଥ ବୁଧବାର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ନାଉପଦା ଗାଁର ଜଗତ ବେହେରାଙ୍କୁ…

Continue Readingହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଦୁଇ ଜଣଙ୍କୁ ଉଠାଇନେଲା ଏସ୍‌ଟିଏଫ୍ !

ଅନୁଗୁଳ: ହାତୀ ଦାନ୍ତ ଚୋରା ଚାଲାଣରେ ସଂପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ତଥା ଠାକୁରଗଡ଼ ଥାନା ଅଞ୍ଚଳ ରାଣୀବନ୍ଧ ଗାଁର ଦୁଇ ଜଣ ଯୁବକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ମଙ୍ଗଳବାର ସନ୍ଧ୍ୟାରେ ଏକ ବଲେରୋରେ ଏସକର୍ଟ୍…

Continue Readingଦୁଇ ଜଣଙ୍କୁ ଉଠାଇନେଲା ଏସ୍‌ଟିଏଫ୍ !

ଚାଷୀ ଆନ୍ଦୋଳନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅଲ୍ ଇଣ୍ଡିଆ କିଷାନ୍ କ୍ଷେତମଜଦୁର ସଙ୍ଗଠନ (ଏଆଇକେକେଏମ୍ଏସ୍) ପକ୍ଷରୁ ଚାଷୀ ଆନ୍ଦୋଳନରେ ଶହୀଦଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅନୁଗୁଳ ବସ୍‌ଷ୍ଟାଣ୍ଡରେ ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠତ ହୋଇଥିଲା। ଏଥିରେ ସଙ୍ଗଠନର ଜିଲ୍ଲା ସମ୍ପାଦକ ସୁବାସ ପ୍ରଧାନ…

Continue Readingଚାଷୀ ଆନ୍ଦୋଳନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଶପଥ ପାଠ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଏକ ଶପଥ ପାଠ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଦୁର୍ନିତୀର ମୁଳୋତ୍ପାଟନ ନିମନ୍ତେ ପ୍ରତ୍ୟେକ ନାଗରିକ…

Continue Readingଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଶପଥ ପାଠ

ଚୋରା ବାଇକ ପାଇ ଖବର ଦେଲେ ଜିତେନ୍ଦ୍ର

ଅନୁଗୁଳ: ଆଜିର ଯୁଗରେ ଟଙ୍କା ସୁନା ଗାଡି ପାଇଲେ କିଏ ଛାଡ଼ୁଚି? ଧନ ରଙ୍କୁଣା ମଣିଷ ଯେତେ କମାଇଲେ ବି ଆହୁରି ଧନ ପାଇଁ ପାଗଳ ହେଉଛି। କିନ୍ତୁ କିଛି ବ୍ୟତିକ୍ରମ ଏବେ ବି ରହିଚି। ନାଲକୋ ପାଖ ଗିରାଙ୍ଗ ଗାଁର…

Continue Readingଚୋରା ବାଇକ ପାଇ ଖବର ଦେଲେ ଜିତେନ୍ଦ୍ର

ବାଡ଼ିଆ ପିଟା ହୋଇ ମାମୁ ଭଣଜା ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଲିଙ୍ଗରାଯୋଡ଼ି ଗାଁରେ ରବିବାର ବାଡ଼ିଆପିଟା ହୋଇ ମାମୁ ଭଣଜା ଗିରଫ ହୋଇ ମଙ୍ଗଳବାର କୋର୍ଟ ଚାଲାଣ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ରବିବାର ଲିଙ୍ଗରାଯୋଡ଼ି ଗାଁର କିଛି ଯୁବକ ଭୋଜି କରିଥିଲେ।…

Continue Readingବାଡ଼ିଆ ପିଟା ହୋଇ ମାମୁ ଭଣଜା ଗିରଫ

ବିଜେଡିର ରକ୍ତଦାନ ଶିବିର, ୧୪୬ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମାଜ ସେବା ଅଭିଯାନ କାର୍ଯ୍ୟକ୍ରମରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ ପରିବାର ଓ ବଅଁରପାଳ ବ୍ଲକ…

Continue Readingବିଜେଡିର ରକ୍ତଦାନ ଶିବିର, ୧୪୬ ୟୁନିଟ ରକ୍ତ ସଂଗ୍ରହ

ଏଡସ୍ ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳବାର ସକାଳେ ଏଡସ୍ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି…

Continue Readingଏଡସ୍ ସଚେତନତା ରଥର ଶୁଭାରମ୍ଭ

ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା

ଅନୁଗୁଳ: ମରୁଡିର ସ୍ଥାୟୀ ପ୍ରତିକାର ପାଇଁ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ସରକାରଙ୍କ ଉଦାସୀନତା ଓ ଅବହେଳା ପ୍ରତିବାଦରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ତରଫରୁ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର…

Continue Readingବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା

ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଳହଡା ଷ୍ଟାଡିୟମରେ ସୋମବାର ବହୁ ପ୍ରତୀକ୍ଷିତ ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ୨୦୨୧ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି । ଉଦଘାଟନୀ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ଖେଳରେ ତାଳଚେର ଏକାଦଶ ପାଳଲହଡ଼ାକୁ ୧-୦ ଗୋଲରେ ପରାସ୍ତ କରି…

Continue Readingରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ