ନକଲି ମଦ କାରଖାନା ଠାବ: ୨ ଅଟକ
ଅନୁଗୁଳ: ଜିଲ୍ଲାରେ ନକଲି ମଦ ବ୍ୟବସାୟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ଗୁପ୍ତ କାରଖାନା ଠାବ ହୋଇଛି। ଅନୁଗୁଳ ଟାଉନ୍ ଥାନା ପୋଲିସ ଶିକ୍ଷକପଡ଼ା ସାଇଁ ମନ୍ଦିର ନିକଟରେ ଏହି କାରଖାନାରେ ଚଢ଼ାଉ କରି ୨ ଜଣଙ୍କୁ ଧରିଛି। ପୋଲିସ…
ଅନୁଗୁଳ: ଜିଲ୍ଲାରେ ନକଲି ମଦ ବ୍ୟବସାୟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ଗୁପ୍ତ କାରଖାନା ଠାବ ହୋଇଛି। ଅନୁଗୁଳ ଟାଉନ୍ ଥାନା ପୋଲିସ ଶିକ୍ଷକପଡ଼ା ସାଇଁ ମନ୍ଦିର ନିକଟରେ ଏହି କାରଖାନାରେ ଚଢ଼ାଉ କରି ୨ ଜଣଙ୍କୁ ଧରିଛି। ପୋଲିସ…
ଅନୁଗୁଳ: ସାର୍ବଜନୀନ ହୋଇଛି ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ରିପୋର୍ଟ କାର୍ଡ। ୨୦୨୪ ଡିସେମ୍ବର ୪ ତାରିଖରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ସର୍ବେକ୍ଷଣରେ ଅନୁଗୁଳର ରିପୋର୍ଟ କାର୍ଡ ମଧ୍ୟ ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲାର ହାରାହାରି ଉପଲବ୍ଧି ସ୍ତର ଉଭୟ…
ଅନୁଗୁଳ: ଅନୁଗୁଳର ସର୍ବ ବୃହତ୍ ଉଦ୍ୟାନ ଇକୋ ପାର୍କ ଏବେ ଧ୍ଵଂସମୁଖୀ। ଗତ ସରକାରଙ୍କ ସମୟରେ ଏହି ଇକୋ ପାର୍କର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିଲା। ନିମ୍ନ ମାନର ଜିନିଷ ଏବଂ ଠିକାଦାର ତୋଷଣ ନୀତି ଯୋଗୁଁ…
ଅନୁଗୁଳ: ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଟ୍ରଷ୍ଟ ବୋର୍ଡ ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ନୂଆ ଗାଇଡଲାଇନ ଅନୁଯାୟୀ ଅର୍ଥ ବ୍ୟୟ ନିଷ୍ପତ୍ତି ନିଆଯାଇଛି। ଏଥିରେ ପ୍ରତ୍ୟେକ୍ଷ ପ୍ରଭାବିତ ଅଞ୍ଚଳ ପାଇଁ ୭୦% ଓ ପରୋକ୍ଷ ପ୍ରଭାବିତ…
ଅନୁଗୁଳ: ଆଜି ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳରେ ସ୍ଵଚ୍ଛତା ପର୍ବ ପାଳିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ଅଧ୍ୟକ୍ଷ ଡକ୍ଟର ନୀଳାଞ୍ଚଳ ପଟେଲଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ସମର…
କିଶୋରନଗର: ଅନୁଗୁଳ ଜିଲ୍ଲାର କୃଷି ବହୁଳ କିଶୋରନଗର ଅଞ୍ଚଳରେ ଚାଷ ଜମି ପାଇଁ ଜଳସେଚନ ସୁବିଧା ଯୋଗାଇବା ଲାଗି ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦାବିରେ ଜୀବନଜୀବିକା କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଦୈନିକ ଖବରକାଗଜରେ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂହଙ୍କୁ ସୁବ୍ରତ…
ଅନୁଗୁଳ: ଲାୟନ୍ସ କ୍ଲବ୍ ଅନୁଗୁଳର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ସ୍ଥାନୀୟ ଏକ ହୋଟେଲ ଠାରେ ମହାସମାରୋହରେ ପାଳିତ ହୋଇଛି। କ୍ଲବ୍ର ପିଡିଜି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ନେତୃତ୍ୱ ଓ ସଭାପତି ତ୍ରୈଲୋକ୍ୟ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ…
କିଶୋରନଗର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନୁଗୁଳ ଜିଲ୍ଲା କିଶୋରନଗର ଡିଗ୍ରୀ କଲେଜରେ ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ,…
ବନ୍ତଳା: ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ ଅଧିନ ମାଣିକଯୋଡ଼ି ପଞ୍ଚାୟତର କନ୍ଧକୋଇଲି-ସିଟିକୋଇଲି ଗାଁର ମୁଖ୍ୟ ରାସ୍ତାରେ ଅତ୍ୟଧିକ ବର୍ଷା ଯୋଗୁଁ ଗତ ୧୫ ଦିନ ହେଲା ୧୦ ଫୁଟ ଗଭୀର ଘାଇ ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ…