ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା ତାଳଚେରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସାମ୍ବାଦିକଙ୍କୁ ପ୍ରଦାନ କରୁଥିବା ୨ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଯୋଜନାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି…

Continue Readingଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାରଙ୍ଗପୁର-ନୂଆପଡ଼ା ରାସ୍ତା ପରିଦର୍ଶନ କଲେ ଉପବାଚସ୍ପତି

ଅନୁଗୁଳ: ସୋମବାର ଲଗାଣ ବର୍ଷାରେ ସାରଙ୍ଗପୁର- ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପଞ୍ଚପଡ଼ା ଉଚ୍ଚ ବିଦ୍ୟାଳୟ ନିକଟରେ ବଡ଼ ଘାଇ ସୃଷ୍ଟି ହୋଇଥିଲା। ଫଳରେ ଏହି ରାସ୍ତାରେ ଗମନାଗମନ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ଇଙ୍କରବନ୍ଧ, ସାରଙ୍ଗପୁର, ନୂଆପଡ଼ା, ବଡ଼କଞ୍ଜିନି ଅଞ୍ଚଳର…

Continue Readingସାରଙ୍ଗପୁର-ନୂଆପଡ଼ା ରାସ୍ତା ପରିଦର୍ଶନ କଲେ ଉପବାଚସ୍ପତି

ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଶୁକ୍ରବାର ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ତରଫରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରି…

Continue Readingନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମକରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡିଆ ଗାଁର ମୋହନ କୁମାର ଅଗ୍ରୱାଲ(୫୦) ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୋହନ ଜୁଲାଇ ମାସ ୧୮ ତାରିଖରେ ତାଙ୍କ ସ୍ତ୍ରୀ…

Continue Readingସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମକରି ସ୍ବାମୀ ଗିରଫ

ପୋଖରୀରେ ବୁଡ଼ି ବାପ ପୁଅଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ କଇଁଛବାହାଳ ଗାଁ ପୋଖରୀରେ ବୁଡ଼ି ବାପ ପୁଅଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଦିନ ପ୍ରାୟ ୧୨ଟା ବେଳକୁ ଗାଁର କ୍ଷୀରୋଦ ଜେନା(୨୨) ଓ ତାଙ୍କ ପୁଅ ଚନ୍ଦନ(୪) ଗାଧୋଇବାକୁ ଯାଇଥିଲେ। ଗାଧୋଇଲା…

Continue Readingପୋଖରୀରେ ବୁଡ଼ି ବାପ ପୁଅଙ୍କ ମୃତ୍ୟୁ

ମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କଲେ ସରପଞ୍ଚ, ୭ ମାସ ଧରି ବନ୍ଦ କୋଠରୀରେ ଥିଲେ ଅଟକ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗ୍ରାମର ଜଣେ ମାନସିକ ଅସୁସ୍ଥ ଯୁବକ ଗତ ବୁଧବାର ଉଦ୍ଧାର ହୋଇଛନ୍ତି। ପରିବାର ଲୋକ ତାଙ୍କୁ ଗତ ୭ ମାସ ଧରି ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ବେଳେ…

Continue Readingମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କଲେ ସରପଞ୍ଚ, ୭ ମାସ ଧରି ବନ୍ଦ କୋଠରୀରେ ଥିଲେ ଅଟକ

ନାଲ୍‌କୋ ବିଶ୍ୱକର୍ମା ପୂଜା ଫିକା,ଫଟୋରେ ପୂଜା ପାଇବେ ବିଶ୍ବବିନ୍ଧାଣୀ

ଅନୁଗୁଳ: କରୋନା ଯୋଗୁଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରସିଦ୍ଧ ନାଲ୍‌କୋ ବିଶ୍ଵକର୍ମା ପୂଜା ଫିକା ପଡ଼ିଛି। ନାଲ୍‌କୋ ପ୍ରତିଷ୍ଠା ହେବାଦିନଠାରୁ ଦେବଶିଳ୍ପୀଙ୍କ ପୂଜା ବହୁ ଆଡ଼ମ୍ବରରେ ପାଳିତ ହୋଇଆସୁଥିଲା। ୨୩ଟି ମଣ୍ଡପରେ ପୂଜା ହୋଇଥାଏ। ଅଞ୍ଚଳର ଏହା ଗଣପର୍ବ…

Continue Readingନାଲ୍‌କୋ ବିଶ୍ୱକର୍ମା ପୂଜା ଫିକା,ଫଟୋରେ ପୂଜା ପାଇବେ ବିଶ୍ବବିନ୍ଧାଣୀ

୨ଟି ଗେଟ୍ ଦେଇ ରେଙ୍ଗାଳିରୁ ବନ୍ୟାଜଳ ନିଷ୍କାସିତ

ଅନୁଗୁଳ(Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବନ୍ୟାଜଳ ନିଷ୍କାସନ ପାଇଁ ସକାଳ ୧୧ଟା ୪୮ ମିନିଟ୍‌ରେ ୭…

Continue Reading୨ଟି ଗେଟ୍ ଦେଇ ରେଙ୍ଗାଳିରୁ ବନ୍ୟାଜଳ ନିଷ୍କାସିତ

ଓଜନସ୍ତର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ : ଆନ୍ତର୍ଜାତୀୟ ଓଜନ ସ୍ତର ସଂରକ୍ଷଣ ଦିବସ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଗରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି ପକ୍ଷରୁ ଜରଡା ହାଇସ୍କୁଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ସଚେତନତା…

Continue Readingଓଜନସ୍ତର ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଜାତୀୟଲୋକ ଅଦାଲତ ୧୯ରେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମା ସହ ତାଳଚେର, ଆଠମଲ୍ଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳଠାରେ ସେପ୍ଟେମ୍ବର ୧୯ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ବିଚରାଧୀନ ମୋକଦମା ବିଚାର…

Continue Readingଜାତୀୟଲୋକ ଅଦାଲତ ୧୯ରେ