ନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

ଅନୁଗୁଳ: ନାଲକୋନଗରରେ ଚାଲିଥିବା ଜାତୀୟ ପଲ୍ଲୀଶ୍ରୀ ମେଳାରେ ଅନୁଗୁଳ ବନଖଣ୍ଡର ଆମ ଜଙ୍ଗଲ ଯୋଜନା ଟିମ୍ ଭାଗ ନେଇ ଅନେକ ପ୍ରଶଂସା ସାଉଣ୍ଟିଛି। ଦଳର ସଦସ୍ୟ ମାନେ ସେମାନଙ୍କ ଷ୍ଟଲରେ ନିଜ ହାତ ତିଆରି ଅନେକ ଦ୍ରବ୍ୟ ପ୍ରଦର୍ଶିତ ଲ କରିବା…

Continue Readingନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍

ଗୁଣ୍ଠକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଜମି, ଗାଣ୍ଡୁ ପଡ଼ିଆକୁ ବେଆଇନ ଭାବେ ବିକୁଛନ୍ତି ଦଲାଲ

ଅନୁଗୁଳ: ସରକାରୀ ଜମି ବିକୁଛନ୍ତି ଦଲାଲ। ଅନୁଗୁଳରେ ସମସ୍ତଙ୍କ ଜାଣତରେ ସରକାରୀ ଜମିର ବିକାକିଣା ଚାଲିଥିଲେ ବି ସରକାରୀ ବାବୁ ସାଜିଛନ୍ତି ନିରବଦ୍ରଷ୍ଟା। ଅନୁଗୁଳ ସହର ନିକଟସ୍ଥ କୁମଣ୍ଡ ଅଞ୍ଚଳରେ ଥିବା ଗାଣ୍ଡୁ ପଡିଆରେ ଚାଲିଛି ଏହି ବେଆଇନ ଜମି ବିକ୍ରି।…

Continue Readingଗୁଣ୍ଠକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଜମି, ଗାଣ୍ଡୁ ପଡ଼ିଆକୁ ବେଆଇନ ଭାବେ ବିକୁଛନ୍ତି ଦଲାଲ

କ୍ଷତ୍ରିୟ-ଖଣ୍ଡାୟତ ମହାସଂଘର ସେବା କାର୍ଯ୍ୟ

ଅନୁଗୁଳ: ନାଲକୋ ଠାରେ ଦେବ ଶିଳ୍ପୀ ବାବା ବିଶ୍ଵକର୍ମାଙ୍କ ପୂଜା ଅବସରରେ ଗତ ରବିବାର ମଧ୍ୟାହ୍ନରେ “କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓଡ଼ିଶା” ଦ୍ୱାରା “ସେବା ପାଇଁ ସଂକଳ୍ପ” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଗୁଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସହଯୋଗରେ ପ୍ରାୟ ୧୦,୦୦୦ରୁ…

Continue Readingକ୍ଷତ୍ରିୟ-ଖଣ୍ଡାୟତ ମହାସଂଘର ସେବା କାର୍ଯ୍ୟ

ନୂଆ ଜିଏସଟି ଲାଗୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟରେ ଲାଗୁ ହୋଇଛି ନେକ୍ସଟ୍ ଜେନ୍ ଜିଏସଟି, ଯାହା ସହିତ ଆରମ୍ଭ ହୋଇଛି ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ନୂଆ ଜିଏସଟି ଯୋଗୁଁ ଓମଫେଡ୍ ଉତ୍ପାଦର ଦାମ୍ ହ୍ରାସ ପାଇଛି, ଯାହା ମଧ୍ୟବିତ୍ତ ଓ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ…

Continue Readingନୂଆ ଜିଏସଟି ଲାଗୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ

ଦମ୍ପତିଙ୍କୁ ଆକ୍ରମଣ: ଗାଡି ଭାଙ୍ଗିଲେ, ମନିପର୍ସ ନେଇ ଚମ୍ପଟ ମାରିଲେ

ଅନୁଗୁଳ: ସ୍ଥାନୀୟ ଗୀତାଗ୍ରାମରେ ଜଣେ ଦମ୍ପତିଙ୍କୁ ଦୁଇ ଯୁବକ ଆକ୍ରମଣ କରିଛନ୍ତି। ରାଣୀଗୋଡ଼ା ଗ୍ରାମର ଦୀପୁନ ବେହେରା ଓ ତାଙ୍କ ସ୍ତ୍ରୀ ପାୟଲ ବିଶ୍ଵାଳ ରବିବାର ସକାଳେ ଘରୁ ଆସୁଥିବାବେଳେ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ଉଭୟଙ୍କୁ ମାରପିଟ କରିବା ସହିତ…

Continue Readingଦମ୍ପତିଙ୍କୁ ଆକ୍ରମଣ: ଗାଡି ଭାଙ୍ଗିଲେ, ମନିପର୍ସ ନେଇ ଚମ୍ପଟ ମାରିଲେ

ଅନୁଗୁଳରେ ଜିପିଏମଏଫ୍ କର୍ମୀଙ୍କ ଗଣ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ ସମ୍ମୁଖରେ ଜିପିଏମଏଫ୍ (ଗ୍ରାମ ପଞ୍ଚାୟତ ମିଶନ ଫେଡେରେସନ) କର୍ମୀମାନେ ସାତ ଦଫା ଦାବି ନେଇ ସୋମବାର ପୂର୍ବାହ୍ନ ୧୦ ଘଟିକାରୁ ଗଣ ଧାରଣା ଆରମ୍ଭ କରିଛନ୍ତି। ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି…

Continue Readingଅନୁଗୁଳରେ ଜିପିଏମଏଫ୍ କର୍ମୀଙ୍କ ଗଣ ଧାରଣା

ପାଳଲହଡାରେ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଅନୁଗୁଳ: ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ ଜନଶୁଣାଣି ଶିବିରରେ ସମୁଦାୟ ୭୮ଟି…

Continue Readingପାଳଲହଡାରେ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ସାମ୍ବାଦିକ ଜିତେନ୍ ମିଶ୍ରଙ୍କ ଅକାଳ ବିୟୋଗ: କଣିହାଁରେ ଶୋକାକୁଳ ପରିବେଶ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହନୁମାନପୁର ଗ୍ରାମର ବରିଷ୍ଠ ସାମ୍ବାଦିକ ଜିତେନ୍ ମିଶ୍ରଙ୍କର ଗତ ରବିବାର ରାତିରେ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ରବିବାର ରାତି ପ୍ରାୟ ୯ଟା ସମୟରେ ହନୁମାନପୁରସ୍ଥିତ…

Continue Readingସାମ୍ବାଦିକ ଜିତେନ୍ ମିଶ୍ରଙ୍କ ଅକାଳ ବିୟୋଗ: କଣିହାଁରେ ଶୋକାକୁଳ ପରିବେଶ

ଅନୁଗୁଳରେ GST ଉତ୍ସବ: ମିଠା ବାଣ୍ଟିଲେ ନଗର ମଣ୍ଡଳ ସଦସ୍ଯ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନଗର ମଣ୍ଡଳ ତରଫରୁ ସଭାପତି ପବନ ମାଣ୍ଡୋଠୀଆଙ୍କ ନେତୃତ୍ୱରେ ଅନୁଗୁଳ ବଜାର ଛକରେ GST ଉତ୍ସବ ପାଳନ ସହ ସାଧାରଣ ଲୋକଙ୍କୁ ମିଠା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ମୁଖ୍ୟ…

Continue Readingଅନୁଗୁଳରେ GST ଉତ୍ସବ: ମିଠା ବାଣ୍ଟିଲେ ନଗର ମଣ୍ଡଳ ସଦସ୍ଯ

ବାୟୁ ପ୍ରଦୂଷଣ କାରଣ ଓ  ନିରାକରଣ ଉପରେ କର୍ମଶାଳା

ଅନୁଗୁଳ: ବାୟୁ ପ୍ରଦୂଷଣର କାରଣ ଓ ନିରାକରଣ ଉପରେ ଅନୁଗୁଳ କଲେଜରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଇଂ ରମେଶ କୁମାର ଏକ୍କା ଯୋଗ ଦେଇ ବାୟୁ ପ୍ରଦୂଷଣର…

Continue Readingବାୟୁ ପ୍ରଦୂଷଣ କାରଣ ଓ  ନିରାକରଣ ଉପରେ କର୍ମଶାଳା