ବିଜେପି ଅନୁଗୁଳ ଜିଲ୍ଲା ଉପସଭାପତି ହେଲେ ଆଠମଲ୍ଲିକର ସମାଜସେବୀ ଅର୍ଜୁନ ସାହୁ

  ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ସମାଜସେବୀ ଅର୍ଜୁନ ସାହୁଙ୍କୁ ଜିଲ୍ଲା ବିଜେପିର ଉପସଭାପତି ଦାୟିତ୍ୱ ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ…

Continue Readingବିଜେପି ଅନୁଗୁଳ ଜିଲ୍ଲା ଉପସଭାପତି ହେଲେ ଆଠମଲ୍ଲିକର ସମାଜସେବୀ ଅର୍ଜୁନ ସାହୁ

ଆଠମଲ୍ଲିକରେ ନାମାଙ୍କନ ଦାଖଲର ଶେଷ ଦିନ: ବିଜେପିରୁ ସଂଜୀବ ଓ କଂଗ୍ରେସରୁ ହିମାଂଶୁ ଭରିଲେ ନୋମିନେସନ

ଆଠମଲ୍ଲିକ : ଆଜି ଆଠମଲ୍ଲିକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ ଓ ଜାତୀୟ କଂଗ୍ରେସ ପକ୍ଷରୁ ହିମାଂଶୁ ଶେଖର ଚାଉଳିଆ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ରଙ୍କ ନିକଟରେ ନାମାଙ୍କନ ପତ୍ର…

Continue Readingଆଠମଲ୍ଲିକରେ ନାମାଙ୍କନ ଦାଖଲର ଶେଷ ଦିନ: ବିଜେପିରୁ ସଂଜୀବ ଓ କଂଗ୍ରେସରୁ ହିମାଂଶୁ ଭରିଲେ ନୋମିନେସନ

ଆସନ୍ତାକାଲି ଆଠମଲ୍ଲିକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳ ପାଇଁ ମାଗିବେ ଭୋଟ୍

ଅନୁଗୁଳ: ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶନିବାର ସକାଳ ସାଢ଼େ ୧୦ଟାରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନ୍ତୁଳିଆ ଠାରେ ଏକ ବିଜୟ ସଙ୍କଳ୍ପ ସାଧାରଣ ସଭାରେ ଯୋଗଦେବେ। ଏ ଅବସରରେ ସେ ଦଳ ପାଇଁ…

Continue Readingଆସନ୍ତାକାଲି ଆଠମଲ୍ଲିକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳ ପାଇଁ ମାଗିବେ ଭୋଟ୍

ଓଭରବ୍ରିଜ ଉପରେ ଠିଆ ହୋଇ ମହାନଦୀ ଦେଖୁଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ: ଦମ୍ପତି ମୃତ, ବର୍ତ୍ତିଗଲେ ୨ ଶିଶୁ

  ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା କିଆକଟା ଓଭର ବ୍ରିଜ ଉପରେ ବାଇକ ରଖି ଠିଆ ହୋଇଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ। ସୂଚନା ମୁତାବକ, କିଆକଟା ଓଭର ବ୍ରିଜରେ ମିଟୁ…

Continue Readingଓଭରବ୍ରିଜ ଉପରେ ଠିଆ ହୋଇ ମହାନଦୀ ଦେଖୁଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ: ଦମ୍ପତି ମୃତ, ବର୍ତ୍ତିଗଲେ ୨ ଶିଶୁ

ଆଠମଲ୍ଲିକରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଆଗାମୀ ନିର୍ବାଚନରେ ଦଳକୁ ଜିତାଇବା ଉପରେ ଗୁରୁତ୍ୱ

  ଅନୁଗୁଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କଦଳିମୁଣ୍ଡା ପଞ୍ଚାୟତର କୁସୁଣୀ ଆମ୍ବ ବଗିଚା ଠାରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ବିଜେପି ନେତା ଅର୍ଜୁନ ସାହୁ,…

Continue Readingଆଠମଲ୍ଲିକରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଆଗାମୀ ନିର୍ବାଚନରେ ଦଳକୁ ଜିତାଇବା ଉପରେ ଗୁରୁତ୍ୱ

ବେଆଇନ ଗୋରୁଚାଲାଣ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଭାବରେ କିଛିଦିନ ହେବ ଗୋରୁଚାଲାଣ କରାଯାଉଛି। ବାରମ୍ବାର ବେଆଇନ ଭାବରେ ଗୋରୁଚାଲାଣ କରାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନଥ‌ିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଅବାଧ ଗୋରୁ ଚାଲାଣ…

Continue Readingବେଆଇନ ଗୋରୁଚାଲାଣ ଅଭିଯୋଗ

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଘରେ ପଶି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

ବଇଣ୍ଡା: ସ୍ଥାନୀୟ ଠାକୁରଗଡ଼ ଥାନା କୁର୍ତିବାସପୁର ଗ୍ରାମରେ ଟାଙ୍ଗିଆ ଚୋଟରେ ଜଣେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ବାଉରୀ ବେହେରାଙ୍କୁ ସେହି ଗ୍ରାମର ଗୟା ବେହେରା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏ ନେଇ…

Continue Readingପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଘରେ ପଶି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

ତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

ବଇଣ୍ଡା: ରବିବାର ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଅବସରରେ ଆଠମଲ୍ଲିକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଠମଲ୍ଲିକ…

Continue Readingତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

ଆଠମଲ୍ଲିକ ନିର୍ବାଚନ ପରିକ୍ରମା: ସାଏ-ସଞ୍ଜୀବଙ୍କ ଉପରେ କେତେ ଭାରି ପଡ଼ିବେ ନଳିନୀ ??

ଅନୁଗୁଳ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। ଅନୁଗୁଳ,ତାଳଚେର ବିଧାନସଭା କ୍ଷେତ୍ରକୁ ଛାଡ଼ି ଦେଲେ ବିଜେଡି ତାର ପ୍ରାର୍ଥୀ ନିଶ୍ଚୟ କରିଛି। ଚଳିତ ଥର ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେଡି ନୂଆ ମୁହଁ ଦେଇଛି।…

Continue Readingଆଠମଲ୍ଲିକ ନିର୍ବାଚନ ପରିକ୍ରମା: ସାଏ-ସଞ୍ଜୀବଙ୍କ ଉପରେ କେତେ ଭାରି ପଡ଼ିବେ ନଳିନୀ ??

ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ନେଇ ମିନି ମାରାଥନ, ଭାଗ ନେଲେ ୪୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡ ବିଭାଗ ତରଫରୁ ଆଜି ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ଏବଂ ମିନି ମାରାଥନ ଅନୁଷ୍ଠିତ ହୋଇଛି। ପ୍ରଥମେ ବନ ବିଭାଗ ତରଫରୁ ଆଠମଲ୍ଲିକ ଖେଳ ପଡ଼ିଆରେ ବହୁ ଯୁବକ ଯୁବତୀ, ଛାତ୍ରଛାତ୍ରୀଙ୍କ ନାମ…

Continue Readingଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ନେଇ ମିନି ମାରାଥନ, ଭାଗ ନେଲେ ୪୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ