ହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

ଅନୁଗୁଳ: ଆଠମଲ୍ଲିକଠାରେ ସୋମବାର ହୋଣ୍ଡା ମଟରସାଇକେଲ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ‘ମମତା ମୋଟର୍ସ’ ଉଦ୍‌ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମଟର ସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ। ନୂତନ ଗାଡ଼ି ବିକ୍ରି ସହ ଉତ୍ତମ…

Continue Readingହୋଣ୍ଡାର ନୂତନ ଶୋରୁମ୍ ଉଦ୍‌ଘାଟିତ

ଆଦିଶକ୍ତି ମା’ମହାସତୀ ଦେବୀଙ୍କ ପୀଠରେ ଆଡ଼ମ୍ବରରେ ପାଳିତ ହେଲା ଡାଲଖାଇ ଯାତ୍ରା

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ କୁଟୁଗାଁ ନିକଟସ୍ଥ ଆଦିଶକ୍ତି ମା'ମହାସତୀ ଦେବୀଙ୍କ ପୀଠରେ କୃଷିଭିତ୍ତିକ ଗଣପର୍ବ 'ଡାଲଖାଇ ଯାତ୍ରା 'ଅନୁଷ୍ଠିତ ହୋଇଛି। ଏ ଅବସରରେ ଅଏଡ଼ା ଓ ଲୁହାସିଙ୍ଗା ପଞ୍ଚାୟତର ବିଭିନ୍ନ ଗାଁର ମହିଳାମାନେ କଳସ ଯାତ୍ରା କରି ମା'ଙ୍କ ପୀଠରେ…

Continue Readingଆଦିଶକ୍ତି ମା’ମହାସତୀ ଦେବୀଙ୍କ ପୀଠରେ ଆଡ଼ମ୍ବରରେ ପାଳିତ ହେଲା ଡାଲଖାଇ ଯାତ୍ରା

୮ବର୍ଷର ନାବାଳିକାକୁ ଦୁଷ୍କର୍ମ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ଏ ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ଯେ, ନାବାଳିକା ଜଣକ ତାଙ୍କ ମାମୁ…

Continue Reading୮ବର୍ଷର ନାବାଳିକାକୁ ଦୁଷ୍କର୍ମ

ମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

ଅନୁଗୁଳ: ଫୁଲୁଛି ମହାନଦୀ। ଆଠମଲ୍ଲିକ ଓ ଟିକରପଡ଼ାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି। ଏହା ପ୍ରଭାବରେ ଏବେ ହଜାର ହଜାର ଲୋକ ଜଳବନ୍ଦୀ ଅଛନ୍ତି। ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଠମଲ୍ଲିକ ବ୍ଲକ୍‌ର କୁଦଗାଁ…

Continue Readingମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

ଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ପଶ୍ଚିମ ଓଡିଶା ବିକାଶ ପରିଷଦରେ ସାମିଲ୍ ପାଇଁ ନିବେଦନ

ଅନୁଗୁଳ: ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ୯ ଗୋଟି ଗ୍ରାମ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଭାବରେ ରହିଛି। ଏହି ଅଞ୍ଚଳରେ ୬୭ଟି ରାଜସ୍ବ ଗାଁ ଥିବାବେଳେ ୩ଟି ଜଙ୍ଗଲ ଗାଁ ରହିଛି। ଜଙ୍ଗଲ ଅଧୁଷିତ ଏହି ଅଞ୍ଚଳର ବିକାଶଧାରା ପାଇଁ…

Continue Readingଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ପଶ୍ଚିମ ଓଡିଶା ବିକାଶ ପରିଷଦରେ ସାମିଲ୍ ପାଇଁ ନିବେଦନ

ମାଈ ହାତୀ ପେଟରେ ଏକାଧିକ କଣା, ଆଜି ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା କରାଇବ ବନ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଛି। ପ୍ରାୟ ୪୦ ବର୍ଷ ବୟସ୍କ ଏହି ହାତୀ ପେଟରେ ଏକାଧିକ କଣା ହୋଇଛି। ବନ ବିଭାଗ ଏହି ଅସୁସ୍ଥ ହାତୀକୁ ଠାବ କରିବା ପରେ ଚିକିତ୍ସା ପାଇଁ…

Continue Readingମାଈ ହାତୀ ପେଟରେ ଏକାଧିକ କଣା, ଆଜି ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା କରାଇବ ବନ ବିଭାଗ

ଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଅନୁଗୁଳ: ଗତ କିଛିଦିନ ଧରି ଓଡିଶା ସାରା ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ଶ୍ରମ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳରେ ବର୍ତମାନ ସୁଦ୍ଧା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚାଇଲଡ଼ ଲାଇନ ରେ…

Continue Readingଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଗାଁକୁ ଏବେ ଯାଏଁ ପହଞ୍ଚି ପାରିନି ବିଦ୍ୟୁତ୍ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଅନୁଗୁଳ: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବଡିଭିଜନ ସାନହୁଲା ପଞ୍ଚାୟତ ସିନ୍ଦୁରଖୋଳ ମୌଜା ମାଟିଆ ସାହି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଏ ଅବସରରେ ସେମାନେ ନିଜ ଅଞ୍ଚଳରେ ଥିବା ଯାବତୀୟ ସମସ୍ୟା ସଂପର୍କରେ…

Continue Readingଗାଁକୁ ଏବେ ଯାଏଁ ପହଞ୍ଚି ପାରିନି ବିଦ୍ୟୁତ୍ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଜିଲ୍ଲାପାଳଙ୍କୁ ଭେଟିଲେ କଙ୍ଗାରୁ କୋର୍ଟରେ ବାସନ୍ଦ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ପୁରୁଣା ମାଣତ୍ରୀ ପଞ୍ଚାୟତ ପେଣ୍ଡ୍ରାବସା ସାହିର ପ୍ରକାଶ ବିଶ୍ଵାଳ ଙ୍କ ସ୍ତ୍ରୀ ବିଳାସ ବିଶ୍ଵାଳ ପ୍ରଜା କୋର୍ଟରେ ବାସନ୍ଦ ହୋଇଥିବା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସୂଚନା ଅନୁଯୟୀ, ସରଂକ୍ଷିତ ଗ୍ରାମ୍ୟ…

Continue Readingଜିଲ୍ଲାପାଳଙ୍କୁ ଭେଟିଲେ କଙ୍ଗାରୁ କୋର୍ଟରେ ବାସନ୍ଦ ମହିଳା

ସୀମା ଟପିଲା ପୁଲିସର ବର୍ବରତା, ଛେଳି କିଣାବିକାକୁ ନେଇ ଯୁବକଙ୍କୁ ପିଟି ପିଟି କଲା ଦରମରା

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ। ଛେଳି କିଣା ବିକା ମାମଲାରେ ଅର୍ଥ ଦିଆନିଆ ନେଇ ବିକ୍ରେତାଙ୍କୁ ଅତି ଅମାନୁଷିକ ଭାବେ ଆଠମଲ୍ଲିକ ଥାନା ପୁଲିସ ମାଡ଼ ଦେଇଛି ବୋଲି…

Continue Readingସୀମା ଟପିଲା ପୁଲିସର ବର୍ବରତା, ଛେଳି କିଣାବିକାକୁ ନେଇ ଯୁବକଙ୍କୁ ପିଟି ପିଟି କଲା ଦରମରା