ଅଏଡ଼ାରେ ଚୁଡ଼ାଖାଇ ଯାତ୍ରା
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତର କୁଟଗାଁଠାରେ ଚୁଡାଖାଇ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଧାନଚାଷ ପରେ ନୂଆ ଧାନରେ ଚୁଡା ପ୍ରସ୍ତୁତ କରାଯାଇ ମା’ ମହାସତୀଙ୍କଠାରେ ଭୋଗ ଲଗାଯାଏ। ଯାହାକି ଚୁଡାଖାଇ ଯାତ୍ରା ନାମରେ ପ୍ରସିଦ୍ଧ ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତର କୁଟଗାଁଠାରେ ଚୁଡାଖାଇ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଧାନଚାଷ ପରେ ନୂଆ ଧାନରେ ଚୁଡା ପ୍ରସ୍ତୁତ କରାଯାଇ ମା’ ମହାସତୀଙ୍କଠାରେ ଭୋଗ ଲଗାଯାଏ। ଯାହାକି ଚୁଡାଖାଇ ଯାତ୍ରା ନାମରେ ପ୍ରସିଦ୍ଧ ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ନେତା ତଥା ଅନୁଗୁଳ ଜିଲ୍ଲା ଟ୍ରକମାଲିକ ସଂଘର ପୂର୍ବତନ କର୍ମକର୍ତ୍ତା ସନ୍ତୋଷ ପ୍ରଧାନଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜର ବଘୁଆକଟା ଗ୍ରାମ ଓ କମଳପୁର ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ଛେଳି ଚରାଇବାକୁ ଯାଇଥିବା ସମୟରେ ବଘୁଆକଟା ଗ୍ରାମର ମୁରାରୀ ବେହେରାଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ କମଳପୁର ଗ୍ରାମର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ୍ଏସି ସମେତ ନିକଟସ୍ଥ ଗ୍ରାମ ଗୁଡ଼ିକରେ ପ୍ରାଣୀ ଚିକିତ୍ସିକ ନିଯୁକ୍ତି ଦିଆଯିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇଛି । ଏହି ମର୍ମରେ ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଉଦ୍ଧାର ହୋଇଥିବା ତୃଷାର୍ତ୍ତ ସମ୍ବରର ମୃତ୍ୟୁ ଘଟିଛି। ବନ ବିଭାଗ ଏକ ଫାର୍ମରେ ରଖି ତାର ଚିକିତ୍ସା କରୁଥିବା ବେଳେ ଶନିବାର ପ୍ରାଣହାନି ଘଟିଥିବା ଜଣାଯାଇଛି ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଏକ ସମ୍ବର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ପାଣି ପିଇବାକୁ ଆସିଥିବା ବେଳେ ସମ୍ବରଟି କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବିଲେଇନାଳି ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନୂତନ ଶ୍ରେଣୀଗୃହ ନିର୍ମାଣ ଚାଲିଛି। ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ପହଞ୍ଚି ନିର୍ମାଣକାର୍ଯ୍ୟର ସମୀକ୍ଷା କରିଥିବାବେଳେ ଠିକ୍ ଭାବେ ଗୃହ ନିର୍ମାଣ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ।…
ଅନୁଗୁଳ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସାନିଟେସନ ୱାର୍କରମାନେ ସେମାନଙ୍କ ବକେୟା ଦରମା ନିମନ୍ତେ ବୁଧବାର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କଳାବ୍ୟାଚ ପିନ୍ଧି ଧାରଣା ଦେଇଥିବା ଜଣାଯାଇଛି। କରୋନା ସମୟରେ ସେମାନେ ସ୍ବାସ୍ଥ୍ୟ କେନ୍ଦ୍ରର ବିଶୋଧନ କାର୍ଯ୍ୟ…
ଅନୁଗୁଳ: ହାତୀ ଦାନ୍ତ ଚୋରା ଚାଲାଣରେ ସଂପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ତଥା ଠାକୁରଗଡ଼ ଥାନା ଅଞ୍ଚଳ ରାଣୀବନ୍ଧ ଗାଁର ଦୁଇ ଜଣ ଯୁବକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ମଙ୍ଗଳବାର ସନ୍ଧ୍ୟାରେ ଏକ ବଲେରୋରେ ଏସକର୍ଟ୍…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ କାର୍ଯ୍ୟରତ ସାମ୍ୱାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହୋଇଥିବାରୁ ସୋମବାର ବିକ୍ଷୋଭ କରିଛନ୍ତି। ପ୍ରତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡର ବ୍ୟବସ୍ଥା କରୁଥିବା ବେଳେ ଚଳିତ…