ଥରହର କଲାଣି ଶୀତ
ଅନୁଗୁଳ: ଶୀତରେ ଥରିଲାଣି ପାଖାପାଖି ଅଧା ଓଡ଼ିଶା। ଖସୁଚି ପାରଦ। ବଢୁଛି ଜାଡ଼। ରାଜ୍ୟରେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢିଛି ଥଣ୍ଡା । ସେଠାରେ ସର୍ବନିମ୍ନ…
ଅନୁଗୁଳ: ଶୀତରେ ଥରିଲାଣି ପାଖାପାଖି ଅଧା ଓଡ଼ିଶା। ଖସୁଚି ପାରଦ। ବଢୁଛି ଜାଡ଼। ରାଜ୍ୟରେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢିଛି ଥଣ୍ଡା । ସେଠାରେ ସର୍ବନିମ୍ନ…
ଅନୁଗୁଳ: ସରକାର ଅନଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି l କୋଭିଡ କଟକଣା ଥିବାରୁ ସ୍କୁଲ ଖୋଲିପାରୁନାହିଁ l ତେବେ ସାତକୋଶିଆର ଦୁର୍ଗମ ଅଞ୍ଚଳ ତଥା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନୁଗୁଳ, କିଶୋରନଗର ଓ ଆଠମଲ୍ଲିକ ବ୍ଲକର ଅନେକ ଗାଁ ରେ…
ଅନୁଗୁଳ: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତଥା କିଶୋରନଗର ବ୍ଲକ ଘୋଷର- ଡାଳପକା ସେତୁ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଞ୍ଜୁରି ମିଳିଛି l ଏହି ସେତୁ ନିର୍ମାଣ ହେବା ଦ୍ଵାରା ୪ଟି…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସ˚କ୍ରମଣ କମୁଥିବା ଲକ୍ଷ୍ୟ କରାଯାଉଛି। ଏକଦା ସାପ୍ତାହିକ ହାରାହାରି ସ˚କ୍ରମଣ ୧୨୦ରୁ ୧୪୦ ଥିବା ବେଳେ ଏବେ ଏହା ୭୦ରୁ ୮୦ କୁ ଖସିଛି। ଗତ ୫ ଦିନରେ ସ˚କ୍ରମଣ ସ୍ଥିତିରେ ସୁଧାର ଆସିଛି। ୧୧…
ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ…
ଅନୁଗୁଳ: ଆସନ୍ତା 26 ତାରିଖରେ ଦେଶର 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନାଲକୋନଗର NSCU ସଭାକକ୍ଷରେ ଆୟୋଜିତ ଏହି ସଭାରେ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଦିଗାମ୍ବର ଗଡ଼ନାୟକ,…
ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି ।…
ଅନୁଗୁଳ: କଳ ଲଙ୍ଗଳରେ ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏବେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫୁରସତ ପାଇବା ମାତ୍ରେ ବାଡି ବଗିଚାରେ ସମୟ କାଟୁଛନ୍ତି। ବାଡ଼ିରେ ୧୫ ଶହରୁ ଅଧିକ କୋବି…
ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା କିଣନ୍ତି, ପଢ଼ନ୍ତି।…
ଅନୁଗୁଳ: ନିକଟରେ ପ୍ରକାଶିତ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଆଠମଲ୍ଲିକ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ବେଶ୍ ସଫଳତା ଅର୍ଜନ କରିଛନ୍ତି। ମାଧପୁର ଅଞ୍ଚଳର ସୁଭାଶିଷ ରଣଭୈଇଁସା ଓ କ୍ଷୀରୋଦିନୀ ସାହୁ, ତେନ୍ତୁଳିପଥର ଗାଁର କିରଣ କୁମାର ସାହୁ, ଡିମିରିମୁଣ୍ଡା ଗାଁର ସଂସ୍କୃତି…