ମଦ୍ୟପାନ କରି ୩ ଚାଳକ ଗିରଫ, ୩ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପୁଲିସ ପକ୍ଷରୁ ବୁଧବାର ଦିନ ଟାପଢୋଲ ଗ୍ରାମରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ ପକୋଣ୍ଡା ଗ୍ରାମର ସଂଜୀବ ନାୟକଙ୍କୁ ପୁଲିସ ଗିରଫ କରିଛି। ଏଥିସହ ତାଙ୍କ…

Continue Readingମଦ୍ୟପାନ କରି ୩ ଚାଳକ ଗିରଫ, ୩ ବାଇକ ଜବତ

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟର କରିବେ ଶୁଭାରମ୍ଭ

ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁବାର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ। ଆଠମଲ୍ଲିକ କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବା…

Continue Readingଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟର କରିବେ ଶୁଭାରମ୍ଭ

ସ୍କୁଲ ପାଖରୁ କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସିନ୍ଦୂରଖୋଳ ଗାଁ ଲୋକ

ଅନୁଗୁଳ: କୁକୁଡ଼ା ଫାର୍ମ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନହୁଲା ପଂଚାୟତ ସିନ୍ଦୂରଖୋଳ ଗ୍ରାମର ବିଦ୍ୟାଳୟ ନିକଟରେ ଏକ ସରକାରୀ ଜମିରେ ବେଆଇନ ଭାବରେ ଏକ କୁକୁଡ଼ା ଫାର୍ମ ଦୀର୍ଘ ଦିନ ହେବ ରହିଛି। ଫାର୍ମର…

Continue Readingସ୍କୁଲ ପାଖରୁ କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସିନ୍ଦୂରଖୋଳ ଗାଁ ଲୋକ

ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଆନନ୍ଦପୁର ତେଲ ଟାଙ୍କି ନିକଟରେ ଶୁକ୍ରବାର ରାତିରେ ଏକ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନନ୍ଦପୁର ଗ୍ରାମର ବିଜୟ ଦେହୁରୀ।ସୂଚନା ମୁତାବକ, ବିଜୟ ରାସ୍ତା…

Continue Readingରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ଠାରେ ଗାଡ଼ି ଯାଞ୍ଚ ବେଳେ ପୁଲିସ ମଦ ପିଇ କାର ଚଲାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଛେଣ୍ଡିପଦା ଥାନା କୋଶଳା ଗ୍ରାମର ପ୍ରବଚନ ମାଝୀ। ସୂଚନା ମୁତାବକ, ଠାକୁରଗଡ଼ ପୁଲିସ ବୁଧବାର…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

ଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୯ଟି ଯାଗାରେ ରେଡ୍

ଅନୁଗୁଳ: ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ସରକାରୀ ବାସଭବନ ଓ ପୈତୃକ ଘର ସମେତ ମୋଟ ୯ଟି…

Continue Readingଆଠମଲ୍ଲିକ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୯ଟି ଯାଗାରେ ରେଡ୍

ଆଠମଲ୍ଲିକ ଅଞ୍ଚଳର ୫ ଟ୍ୱିଟର କାର୍ଯ୍ୟକର୍ତ୍ତା ପୁରୀରେ ସମ୍ବର୍ଦ୍ଧିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କ ସମସ୍ୟାର କରୁଛନ୍ତି ସମାଧାନ

ଅନୁଗୁଳ: ସୋସିଆଲ ମିଡିଆ ଟ୍ୱିଟର ଜରିଆରେ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କଲା ପୁରୀ ଟ୍ୱିଟର ଆକ୍ଟିଭିଷ୍ଟ ଆସୋସିଏସନ୍। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ୫ ଯୁବକ ସନ୍ତୋଷ ମେହେର, ଚିନ୍ମୟ କର୍ଣ୍ଣ, ଇଂ. ଆଲୋକ ବେହେରାମାଳି, ସୌମ୍ୟରଞ୍ଜନ…

Continue Readingଆଠମଲ୍ଲିକ ଅଞ୍ଚଳର ୫ ଟ୍ୱିଟର କାର୍ଯ୍ୟକର୍ତ୍ତା ପୁରୀରେ ସମ୍ବର୍ଦ୍ଧିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କ ସମସ୍ୟାର କରୁଛନ୍ତି ସମାଧାନ

ଧଡ଼ରପାଳ ଗସ୍ତରେ ବିଧାୟକ, ଖୁବଶୀଘ୍ର ଗାଁରେ ନଳକୂପ ଖୋଳିବାକୁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଶନିବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଡ଼ରପାଳ ପଞ୍ଚାୟତର ଧଡ଼ରପାଳ ଗ୍ରାମ ଗସ୍ତ କରି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ। ବିଧାୟକ ଗାଁ କୋଠ ଘରେ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ…

Continue Readingଧଡ଼ରପାଳ ଗସ୍ତରେ ବିଧାୟକ, ଖୁବଶୀଘ୍ର ଗାଁରେ ନଳକୂପ ଖୋଳିବାକୁ ଦେଲେ ପ୍ରତିଶ୍ରୁତି

୧୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ସୋମବାର ଅପରାହ୍ନରେ ଚଢ଼ଉ କରି ୧୫ କିଲୋ ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦ୍ବୟ ହେଲେ କିଆକଟା ଥାନା ଅନ୍ତର୍ଗତ କୁମ୍ଭୀଆ…

Continue Reading୧୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଆଠମଲ୍ଲିକ ଓକିଲ ସଂଘ ନିର୍ବାଚନ, ଲଗାତାର ୫ମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ସୁଶାନ୍ତ କୁମାର ମହାପାତ୍ର

ଅନୁଗୁଳ: ଆଠମଲ୍ଲିକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ସରିଛି। ଲଗାତାର ଭାବେ ପଞ୍ଚମ ଥର ପାଇଁ ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି। ସେ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭବାନୀ ପ୍ରସାଦ ଜ୍ୟୋତିଷରାୟଙ୍କ ଠାରୁ ବିପୁଳ ଭୋଟରେ ବିଜୟୀ…

Continue Readingଆଠମଲ୍ଲିକ ଓକିଲ ସଂଘ ନିର୍ବାଚନ, ଲଗାତାର ୫ମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ସୁଶାନ୍ତ କୁମାର ମହାପାତ୍ର