ଆଦର୍ଶ ଗ୍ରାମ ହେବ ଅନୁଗୁଳ ଜିଲ୍ଲାର ବରପୁତ୍ର ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜନ୍ମସ୍ଥାନ ବଅଁରପାଳ ବ୍ଲକର କଲଣ୍ଡାପାଳ ଗ୍ରାମ
ଅନୁଗୁଳ: ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କୋର୍ଟ ରୁମ୍ ଠାରେ ଆଦର୍ଶ ଗ୍ରାମ ସମ୍ପର୍କରେ ଏକ ବୈଠକ ଗତ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ ସମସ୍ତଙ୍କୁ ସ୍ବାଗତ କରିବା…
