ବିଦେଶୀମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟରେ ବିଦେଶୀମଦ ବିକ୍ରି ଅଭିଯୋଗରେ ପୁଲିସ ମଙ୍ଗଳବାର ଜଣେ ବ୍ୟକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, କିଶୋରନଗରର ଦେବରାଜ ବେହେରା ମଙ୍ଗଳବାର ହାଟରେ ବିଭିନ୍ନ ବ୍ରାଣ୍ଡର ବିଦେଶୀମଦ ବିକ୍ରି କରୁଥିଲେ। ଏ…

Continue Readingବିଦେଶୀମଦ ଜବତ, ଜଣେ ଗିରଫ

ବୋହୂ ନିର୍ଯ୍ୟାତନାରୁ ଆଶ୍ରମକୁ ଆଦରି ନେଲେ ପୂର୍ବତନ ମହିଳା ହୋମଗାର୍ଡ

ଅନୁଗୁଳ: ଘର ଦ୍ବାର ଅଛି ବଡ଼ ପୁଅ ପୋଲିସ ବିଭାଗରେ ଚାକିରି କରିଛି, ପୁଲିସରେ ଚାକିରି କରିଥିବା ସ୍ବର୍ଗତ ସ୍ଵାମୀଙ୍କ ପେନସନ ବି ମିଳୁଚି କିନ୍ତୁ ଏସବୁ ସତ୍ତ୍ୱେ ୬୩ ବର୍ଷୀୟ ଭାରତୀ ରବିବାର ବୃଦ୍ଧାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀଙ୍କ…

Continue Readingବୋହୂ ନିର୍ଯ୍ୟାତନାରୁ ଆଶ୍ରମକୁ ଆଦରି ନେଲେ ପୂର୍ବତନ ମହିଳା ହୋମଗାର୍ଡ

ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ୨ଟି ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ ବଅଁରପାଳ ବଜାର ଅଞ୍ଚଳରେ ଥିବା ପ୍ରଫୁଲ ଦେହୁରୀଙ୍କ ଗ୍ୟାରେଜରେ ଥିବା ଏକ ପୁରୁଣା ବାଇକ୍(ଓଆର-୧୯-୦୮୧୩)କୁ ଢ଼େଙ୍କାନାଳ…

Continue Readingଚୋରି ଅଭିଯୋଗରେ ୨ ଗିରଫ

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି। ସୂଚନା ଯେ, ୧୫ ବର୍ଷର ନାବାଳିକାଙ୍କୁ କଲିଏରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଗାଁର ଜଣେ…

Continue Readingନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ନାବାଳକ ଗିରଫ

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡି ଅଞ୍ଚଳରୁ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁର ବୁବୁ ଓରଫ ସୂର୍ଯ୍ୟକାନ୍ତ…

Continue Readingନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ସିଆଇଏସ୍ଏଫ୍ ପକ୍ଷରୁ ସାମାଜିକ ସେବା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଳରାମପ୍ରସାଦସ୍ଥିତ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ରବିବାର ନାଲକୋ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ନବନିଯୁକ୍ତ କମାଣ୍ଡାଣ୍ଡ ହେମନ୍ତକୁମାର ବ୍ରହ୍ମା ଭିନ୍ନକ୍ଷମ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମ୍ପାଦିକା ରେଣୁବାଳା…

Continue Readingସିଆଇଏସ୍ଏଫ୍ ପକ୍ଷରୁ ସାମାଜିକ ସେବା

ଅନୁଗୁଳ ଗୋଶାଳାରୁ ଗୋରୁ ଚୋରୀ ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ଥିବା ଗୋଶାଳାରୁ ଗାଇ ଚେରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗୋଶାଳାରୁ ଗୋଟିଏ ବଳଦ ଓ ୩ଟି ଗାଇ ଚୋରି ହୋଇଥିବା ନେଇ…

Continue Readingଅନୁଗୁଳ ଗୋଶାଳାରୁ ଗୋରୁ ଚୋରୀ ଅଭିଯୋଗରେ ୩ ଗିରଫ

ଜନବସତି ନିକଟରେ ୪୦ହାତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍‌ରେ ହାତୀ ଉପଦ୍ରବ। ଶନିବାର ସକାଳେ ନୂଆହତା ପଞ୍ଚାୟତ ନାଳ ପାଖ ଟାୱାର ନିକଟ ପଡ଼ିଆରେ ୪୦ଟି ହାତୀ ଗୋଠ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଦଳରେ ଥିବା ଏକ ଦନ୍ତାହାତୀ ହିଂସ୍ର ହୋଇ ଲୋକଙ୍କୁ…

Continue Readingଜନବସତି ନିକଟରେ ୪୦ହାତୀ

ଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏପର୍ଯନ୍ତ ଶେଷ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ବଅଁରପାଳ ନୂଆହତା ଗ୍ରାମ ଟେଲକୋ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ,…

Continue Readingଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ମରାତିରାଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ର କେନ୍ଦ୍ରରେ ଏକ ନୂଆ ଘର ନିର୍ମାଣ କରିବାକୁ ଦାବି କରାଯାଇଛି। ନବଘନ ବିଶ୍ବାଳଙ୍କ ନେତୃତ୍ବରେ ଅଞ୍ଚଳବାସୀ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ…

Continue Readingସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ