ନଳକୂପ ପାଣି ପିଇ ବ୍ୟାପୁଛି କିଡନୀ ରୋଗ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରଧାପୁର ଗ୍ରାମବାସୀ
ଅନୁଗୁଳ : ଅନୁଗୁଳ ବ୍ଲକ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମର ମଣ୍ଡାପାଳ ସ୍ଥିତ ନଳକୂପ ପାଣି ବ୍ୟବହାର କରି କିଡ଼ନୀ ଜନିତ ରୋଗ ବ୍ୟାପୁଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାଁ ଲୋକ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ସରଧାପୁର ପଞ୍ଚାୟତ…