ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…
ବନ୍ତଳା : ସ୍ଥାନୀୟ ବନ୍ତଳା ଥାନା ବଡ଼କେରା ପଞ୍ଚାୟତସ୍ଥିତ ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଦଳବେହେରା ସାହିର ରୋହିତ ବେହେରା (୪୦ ) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ରୋହିତ ବେହେରା ବୁଧବାର ରାତିରେ ଘରକୁ…
ଅନୁଗୁଳ: ପିଲାଙ୍କର ଶୀଘ୍ର ଛୁଟି କରି ରୋଷେୟାଙ୍କୁ ତାଲା ପକାଇ ଦେଇ ଛୁ ମାରିଛନ୍ତି ସାର। ବିଶ୍ୱାସ ନ ହେଲେ ବି ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତ ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଏଠାକାର ଶିକ୍ଷକ ଭରତ…
ଅନୁଗୁଳ: ଅନୁଗୁଳ ଜିଲ୍ଳା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଖିଣ୍ଡା ଗାଁର ରାଜା ସେଠୀ(୨୦) ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ନିକଟରେ ଥିବା ଏକ ତେଲଟାଙ୍କିକୁ ଶନିବାର ରାତିରେ ଏକ ବିରାଟ ଅଜଗର ପଶି ଆସିଥିଲା। ଲୋକେ ଭୟରେ ସ୍ନେକ ହେଳ୍ପଲାଇନକୁ ଖବର ଦେବାରୁ ସର୍ପମିତ୍ର ବାବା ଅମରଜିତ ଓ ତାଙ୍କ ସହାୟକ ସୁଶାନ୍ତ…
ଅନୁଗୁଳ: ସ୍ଥାନୀୟ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃ ବିଭାଗ ଓ ବହିର୍ବିଭାଗ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଉଭୟ ବିଭାଗକୁ ଉଦଘାଟନ କରିଥିଲେ। ଏହି ବିଭାଗ ଦ୍ଵାରା ସ୍ଥାନୀୟ ଅଞ୍ଚଳର…
ଅନୁଗୁଳ: କଲେଜ ଛାତ୍ରଙ୍କୁ ବିପଦ ସଂକୁଳ ଅବସ୍ଥାରେ ନେଉଥିବା ଏକ ବସର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ଅନୁଗୁଳ ଜିଲ୍ଲା ବନ୍ତଳାର ବୋଲି ଜଣାଯାଇଛି। ସୂଚନା ମୁତାବକ, ଆଜି ବନ୍ତଳାଠାରେ ଏକ ବସ(OR19H3533) କଲେଜ ଛାତ୍ରଙ୍କୁ ଅତି…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ କିଛିମାସ ହେବ ବିଭିନ୍ନ ସାପ୍ତାହିକ ହାଟରେ ଅଣଓଡ଼ିଆ ନାବାଳକ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ଲୁଟେରାମାନେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସାପ୍ତାହିକ ହାଟରେ ସଙ୍ଘବଦ୍ଧ ଭାବେ ପହଞ୍ଚି ଭିଡ଼ରେ ବ୍ୟସ୍ତ ଥିବା ଲୋକମାନଙ୍କ…
ଅନୁଗୁଳ: ସ୍ଥାନୀୟ ସାନକଞ୍ଜନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଶିକ୍ଷକ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ। ଅଭିଯୋଗ ମୁତାବକ, ୧୯୮୨ ମସିହା ଠାରୁ…
ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି। ଚଳିତ ବର୍ଷ ଗାଁ ବୈଠକରେ ଗଣ୍ଡଗୋଳ ହୋଇଥିବାରୁ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ପୂଜାରେ ଯୋଗ ଦେଇଥିଲେ। ଗିରି ଗୋବର୍ଦ୍ଧନ ପୂଜା…