ନାବାଳିକା ଦୁଷ୍କର୍ମକାରୀଙ୍କୁ ୫ ବର୍ଷ ଜେଲ୍
ଅନୁଗୁଳ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାରକରି ଶୁକ୍ରବାର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ(ଏଫଟିଏସସି)। ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ବେଡ଼ଶାସନ ଗାଁ ଆର୍ତ୍ତତ୍ରାଣ ବେହେରା ୨୦୧୯ ଜାନୁଆରୀ…
